ବଲୀଉଡ ଇଣ୍ଡଷ୍ଟ୍ରିର ଏହି ସବୁ ଅଭିନେତ୍ରୀ ମାନଙ୍କୁ ତାଙ୍କ ସ୍ଵାମୀ ଦେଲେ ଧୋକା, କରିନେଲେ ଅନ୍ୟ ସହ ବିବାହ

ସମାଜରେ ଯଦି କୌଣସି କୁଆଁରୀ ଝିଅ କୌଣସି ବିବାହିତ ବା ଛାଡପତ୍ର ପାଇଥିବା ଲୋକ ସହ ବିବାହ କରନ୍ତି ବା ପ୍ରେମ କରନ୍ତି ତେବେ ଝିଅ ଭିତରେ କିଛି ଖରାପ ଅଛି ବୋଲି ପୁରା ସମାଜ କହିଥାଏ । ଏହି ଭଳି ଝିଅକୁ କେହି ପସନ୍ଦ କରନ୍ତି ନାହିଁ, ତେବେ ଜୀବନରେ ସମାଜ ର ବହୁତ ବଡ ହାତ ହୋଇଥାଏ । କାହିଁକିନା ଆପଣଙ୍କ ବହୁତ ନିଷ୍ପପତ୍ତି ସମାଜ ଅନୁଯାଇ ବଦଳିଯାଇଥାଏ ।

କିନ୍ତୁ ବଲୀଉଡ ଦୁନିଆରେ ଏମିତି କିଛି ହୋଇନଥାଏ, ଏଠି ଲୋକଙ୍କୁ ଯାହା ସହ ଭଲ ଲାଗିଲା ସେ ତାହା ସହ ରୁହନ୍ତି ଓ ବିବାହ କରନ୍ତି, ଏଠି ବିବାହ ଓ ଛାଡପତ୍ର ବହୁତ ସାମାନ୍ଯ କଥା ଅଟେ, ଏଠି ଲୋକ ସମାଜ ବିଷୟରେ କେବେ କିଛି ଭାବନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବିବାହିତ ଯୋଡ଼ିଙ୍କ ବିଷୟରେ କହିବୁ ଯାହା ଅନ୍ୟ ମାନଙ୍କୁ କଷ୍ଟ ଦେଇ ହୋଇଛି ।

Image Courtesy: Google

୧. ରାନୀ ମୁଖର୍ଜି :

ଆପଣ ମାନେ ସମସ୍ତେ ରାନୀ ମୁଖର୍ଜିଙ୍କ ବେସ ଭଲ ଭାବରେ ଜାଣିଥିବେ କାହିଁକିନା ସେ ବଲୀଉଡ ଜଗତ ବହୁତ ବଡ ନାମ ଅଟନ୍ତି, ତାଙ୍କ ବହୁତ ଚଳଚିତ୍ର ସୁପର ଡୁପର ହିଟ ହୋଇଛି, ତେବେ ତାଙ୍କ ବିବାହ ୟଶ ରାଜ ଚୋପରା ସହ ହୋଇଥିଲା ଦୁହିଙ୍କ ବୈବାହିକ ଜୀବନ ବହୁତ ସୁଖମୟ ଚାଲିଛି କିନ୍ତୁ କଣ ଆପଣ ଜାଣିଛନ୍ତି ୟଶ ଚୋପଡା ରାନୀଙ୍କ ସହ ବିବାହ କରିବା ପାଇଁ ନିଜ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ । ୟଶ ଚୋପଡାଙ୍କ ପ୍ରଥମ ସ୍ତ୍ରୀ ନାମ ପାୟଲ ଖନ୍ନା ଅଟେ ।

Image Courtesy: Google

୨. କରିନା କପୁର :

କରିନା କପୁର ଆଗରୁ ଏତେ ପ୍ରସିଦ୍ଧ ହୋଇନଥିଲେ ତେବେ କଭି ଖୁସି କଭି ଗମ ଚଳଚିତ୍ର କରିବା ପରେ ସେ ସମସ୍ତଙ୍କ ନଜରେ ଆସିଥିଲେ । କରିନା କପପୁର ପ୍ରସିଦ୍ଧ ଅଭିନେତା ଶେଫ ଅଲି ଖାନ ସହ ବିବାହ କରିଛନ୍ତି, ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଶେଫ ଅଲି ଖାନଙ୍କ ପ୍ରଥମ ସ୍ତ୍ରୀ ନାମ ଅମୃତା ସିଂହ ଅଟେ ।

Image Courtesy: Google

୩. କରିଷ୍ମା କପୁର :

କରିଷ୍ମା କପପୁର ନିଜ ଅଭିନୟ ଦୁନିଆରେ ବହୁତ ସଫଳତା ହାସିଲ କରିଛନ୍ତି । ତେବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପ୍ରେମ ମଧ୍ୟ ମିଳିଥିଲା କିନ୍ତୁ ତାଙ୍କ ନିଜି ଜୀବନରେ ତାଙ୍କୁ କିଛି ଭଲ ସଫଳତା ମିଳିଲା ନାହିଁ । କରିଷ୍ମା କପୁର ସଞ୍ଜୟ କପୁର ବିଜନେସମେନ ସହ ବିବାହ କରିଥିଲେ ।

ଯାହା ପରେ ତାଙ୍କ ଦୁଇ ଛୁଆ ମଧ୍ୟ ହୋଇଛନ୍ତି କିନ୍ତୁ ଏହା ପରେ କରିଶ୍ମାଙ୍କୁ ନିଜ ସ୍ଵାମୀ ଓ ଗୋଟେ ଅଭିନେତ୍ରୀଙ୍କ ପ୍ରେମ ଖବର ମିଳିଲା ଯାହା ପରେ କରିଷ୍ମା ସଞ୍ଜୟ ସହ ରହିବା ପାଇଁ ମନା କଲେ । ତେବେ ଛାଡପତ୍ର ପ୍ପାରେ ସଞ୍ଜୟ କପୁର ନିଜ ଗର୍ଲଫ୍ରେଣ୍ଡ ପ୍ରିୟା ସଚିଦେବ ସହ ବିବାହ କରିଛନ୍ତି ଓ ପ୍ରିୟା ଗର୍ଭବତୀ ମଧ୍ୟ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *