ଆଜିକା ସମୟରେ ଟଙ୍କା ସବୁ କିଛି ଅଟେ, ତେବେ ଆଜିକା ସମୟରେ ସମସ୍ତଙ୍କୁ ଟଙ୍କା ଦରକାର ଟଙ୍କା ଆଜିକା ଜୀବନ ପାଇଁ ବହୁତ ମହତ୍ଵପୂର୍ଣ ତାହା ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ବଲୀଉଡ ଜଗତରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ କେବଳ ଟଙ୍କା ପାଇଁ ନିଜ ଠାରୁ କେତେ ଗୁଣ ବଡ ବ୍ୟକ୍ତି ସହ ବିବାହ କରିଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ବିସ୍ତାର ସହ ।

୧. ଟିନା ଅମ୍ବାନୀ :
ଆପଣ ମାନେ ଟିନା ଅମ୍ବାନୀକୁ ଅନିଲ ଅମ୍ବାନୀ ସ୍ତ୍ରୀ ବୋଲି ଜାଣିଛନ୍ତି କିନ୍ତୁ ୯୦ ଦଶକରେ ଟିନା ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ । ତେବେ ଟିନା ଅମ୍ବାନୀ ମଧ୍ୟ ଟଙ୍କା ପାଇଁ ଅନିଲ ଅମ୍ବାନୀ ସହ ବିବାହ କରିଥିଲେ । ତେବେ ଅନିଲ ଅମ୍ବାନୀ ଭାରତର ବହୁତ ବଡ ନା ଅଟନ୍ତି, ତେବେ ଟିନାଙ୍କ ଅନିଲ ସହ ବିବାହ ବହୁତ କଣ୍ଟ୍ରୋଭର୍ସି ର ହୋଇଥିଲା ।
୨. ଆଇସା ଟାକିଆ :
ଆଇସା ଟାକିଆ ବଲୀଉଡ ଜଗତ ଏମିତି ଜଣେ ଅଭିନେତ୍ରୀ ଯାହାଙ୍କୁ ଲୋକ ଦେଖିବା ପାଇଁ ପାଗଳ ହୋଇଥାନ୍ତି, ତେବେ ଆଇସା ଟାକିଆ ବଲୀଉଡ ସହ ତେଲୁଗୁ ଚଳଚିତ୍ର ରେ ମଧ୍ୟ ବହୁତ ନା ପାଇଛନ୍ତି, ତେବେ ଆଇସା ଟାକିଆ ଫରାନ ଆଜମି ସହ ବିବାହ କରିଥିଲେ କାହିଁକିନା ଫରାନ ଆଜମି ବହୁତ ଟଙ୍କାୱାଲା ଅଟନ୍ତି, ଦୁହିଙ୍କ ବିବାହ ସମାରୋହ ଏତେ ବଡ ସତରରେ ହୋଇଥିଲା ଯାହାକୁ ଦେଖି ଆପଣ ଏହାର ଭାବ ଦେଖିବାକୁ ପାଇଥିବେ ।

୩. ବିଦ୍ୟା ବାଲନ :
ବିଦ୍ୟା ବାଲନକୁ କିଏ ଭଲା ଜାଣି ନାହିଁ ସେ ବଲୀଉଡ ଜଗତ ଏତେ ବଡ ନା ଅଟନ୍ତି ଯେ ସୁନ୍ଦର ଓ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟା ବାଲନ ନା ନିଶ୍ଚିନ୍ତ ଆସିଥାଏ । ତେବେ ବିଦ୍ୟା ବାଳନ ବଲୀଉଡ ଜଗତ ନାମୀ ହସ୍ତୀ ପ୍ରୋଡ୍ୟୁସର ସିଦ୍ଧାର୍ଥ ସହ ବିବାହ କରିଛନ୍ତି ଓ ସିଦ୍ଧାର୍ଥ ବିଦ୍ୟାଙ୍କ ଠାରୁ ବହୁତ ବଡ ମଧ୍ୟ ଅଟନ୍ତି ତେବେ ଏହି ବିବାହ ରେ ମଧ୍ୟ ଟଙ୍କା ଛଡା ଆଉ କୌଣସି କାରଣ ଦେଖା ଦେଇ ନାହିଁ ।
୪. ଶ୍ରୀ ଦେବୀ :
ଆପଣ ମାନେ ସମସ୍ତେ ଶ୍ରୀ ଦେବୀଙ୍କ ବିଷୟରେ ଜାଣିଥିବେ ତେବେ ତାଙ୍କ ନିଧନ ହୋଇଯାଇଛି ତେବେ କଣ ଆପଣ ଜାଣିଛନ୍ତି ଶ୍ରୀ ଦେବୀ ମଧ୍ୟ ନିଜ ବାପା ବୟସର ବ୍ୟକ୍ତି ଯାହାଙ୍କ ନାମ ବୋନୀ କପୁର ଅଟେ ତାଙ୍କ ସହ ବିବାହ କରିଥିଲେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ବୋନୀ କପୁର ପାଖରେ ଟଙ୍କା ଛଡା କିଛି ନଥିଲା ଯାହାକୁ ଦେଖି ଶ୍ରୀ ଦେବୀ ତାଙ୍କୁ ବିବାହ କରିଥାନ୍ତେ ।

୫. ଶିଲ୍ପା ଶେଠୀ କୁନ୍ଦରା :
ଆପଣ ମାନେ ଶିଲ୍ପା ସେଠୀଙ୍କୁ ବହୁତ ଭଲ ଭାବରେ ଜାଣିଥିବେ କାହିଁକିନା ସେ ବଲୀଉଡ ଜଗତ ର ବହୁତ ବଡ ଓ ସଫଳ ଅଭିନେତ୍ରୀ ଅଟନ୍ତି, ତେବେ ତାଙ୍କ ବିବାହ ରାଜ କୁନ୍ଦରା ସହ ହୋଇଛି ଯିଏ ଆଗରୁ ବିବାହିତ ଥିଲେ କିନ୍ତୁ ଶିଳ୍ପାଙ୍କ ରାଜ ଜୀବନରେ ଆସିଲା ପରେ ରାଜ ନିଜ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ । ଏହା ପରେ ଶିଲ୍ପା ସହ ବିବାହ କରିଥିଲେ ତେବେ ରାଜ କୁନ୍ଦରା ମଧ୍ୟ ବହୁତ ବଡ ବିଜନେସମେନ ଅଟନ୍ତି ଓ ତାଙ୍କ ପାଖରେ ବହୁତ ଧନ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।