Bollywood ରେ ଦମଦାର ମା’ର ଅଭିନୟ କରି ପ୍ରସିଦ୍ଧ ହୋଇଥିବା Actressଙ୍କ ଏମାନେ ହେଲେ Real Life ସନ୍ତାନ

ଫିଲ୍ମରେ ଗୋଟେ ମା ଅଭିନୟ ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ । ଯିଏ ଛୁଆ ମାନଙ୍କ ପ୍ରତୀଟି କ୍ଷେତ୍ରରେ ଛୁଆ ମାନଙ୍କର ସାଥ ଦେଇଥାଏ । ଏହି ଅଭିନେତ୍ରୀଙ୍କ ସହିତ ଆପଣ ଭଲରେ ପରିଚିତ କଣ ତାଙ୍କର ଛୁଆ ମାନଙ୍କ ସହିତ ପରିଚିତ ଅଛନ୍ତି । ଯିଏ ଆଜିକାଲି ଫିଲ୍ମ ଜଗତରେ ରାଜ କରୁଛନ୍ତି ।

ରାଖୀ ଗୁଲଜାର :- ଫିଲ୍ମ କରନ ଅର୍ଜୁନରେ ରାଖୀ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଥିଲେ । ତାଙ୍କ ଏହି ସୁନ୍ଦର ଅଭିନୟ ଦ୍ଵାରା ସେ ମା ଅଭିନୟର ଚରିତ୍ରକୁ ଜୀବନ ଦେଇଥିଲେ । ରାଖୀ ଗୁଲଜାର ଝିଅର ନାମ ହେଉଛି ମେଘନା ଗୁରଜର ଜିଏକି ଜେନ ଫିଲ୍ମ ରାଇଟର ଅଟନ୍ତି । ଛପାକ ଭଳି ହିଟ ଫିଲ୍ମଲ ଓ ଏହା ସହିତ ଆଉ ମଧ୍ୟ କେତେ ଫିଲ୍ମ  ମେଘନା ଗୁଲଜାର ଲେଖିଛନ୍ତି ।

ରତ୍ନା ପାଠକ :- ଗୋଲମାଲ ଓ ଖୁବସୁରତ ଭଳି ଫିଲ୍ମରେ ସେ ତାଙ୍କ ବହୁତ ସୁନ୍ଦର ମା ଅଭିନୟ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଯଦି ଆମେ ଆଲୋଚନା କରିବା ଏହି ଅଭିନେତ୍ରୀଙ୍କ ଛୁଆ ମାନଙ୍କ ବିଷୟରେ ତାଙ୍କର ତିନୋଟି ଛୁଆ ଅଛନ୍ତି । ସେମାନେ ହେଉଛନ୍ତି ଇମାଦ ସାହା, ବିବାନ ସାହା,ହିବା ସାହା  । ତାଙ୍କ ଝିଅ ଜେନ ଅଭିନେତ୍ରୀ ଅଟନ୍ତି, ମିସଡ କଲ, ପୁର୍ଣିମା, ଏହି ସବୁ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଦୁଇଜକ ପୁଅ ମଧ୍ୟ ଅଭିନେତା ଅଟନ୍ତି । ବିବାନ ସାହା ହାପି ନ୍ୟୁ ଇୟର,ଲାଲୀ କି ସାଦି ମେ ଲଡୁ ଦିବାନ ଏହିଭଳି ଫିଲ୍ମରେ କାମ କରିଛନ୍ତି ।

କିରଣ ଖେର :- ବଲିଉଡର ଦିଗଜ ଆଦାକାର ବହୁତ ଫିଲ୍ମରେ ମାର ଅଭିନୟ କରିଛନ୍ତି । ମାର ଅଭିନୟ କରି ଦର୍ଶକଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ସେ । କିରଣ ଖେରଙ୍କର ଗୋଟେ ପୁଅ ଅଛି ଯାହାର ନାମ ସିକନ୍ଦର ଖେର ଅଟେ । ସିକନ୍ଦର ୨୦୦୮ରେ ଉଡଷ୍ଟକ ଭିଲ୍ଲାରେ ଅଭିନେତା ଭାବରେ କାମ କରିଛନ୍ତି ।  ସେ ସେହି ଫିଲ୍ମରେ ବହୁତ ଭଲରେ ଚରିତ୍ରକୁ ନିଭାଇ ଛନ୍ତି । ଏହା ସହିତ ସ୍ମର ୨୦୦୭ , ପ୍ଲେୟାର୍ସ, ଦି ଜୋୟା ଫ୍ୟାକ୍ଟରରେ ସାଇଡ ଅଭିନେତା ଭାବରେ କାମ କରିଛନ୍ତି ।

ରିମା ଲାଗୁ :- ବଲିଉଡର ବ୍ଲକ ବଷ୍ଟର ଫିଲ୍ମ ହାମ ସାଥ ସାଥ ହୈ, ଆସିକି, ହାମ ଆପକୀ ହେ କନ, ଏମିତି ବହୁତ ଫିଲ୍ମରେ ମାର ଅଭିନୟ କରି ମାର ଚରିତ୍ରକୁ ବହୁତ ଭଲ ଭାବରେ ନିଭାଇ ଛନ୍ତି । କିନ୍ତୁ ସେ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ଆଜି ମଧ୍ୟ ତାଙ୍କର ମା ଚରିତ୍ର ଦର୍ଶକଙ୍କ ମନରେ ଜୀବିତ ରହିଛି । ତାଙ୍କ ଗୋଟେ ଝିଅ ଅଛି  ଯାହାର ନାମ ମୁର୍ଣମୟୀ ଲାଗୁ ସେ ବହୁତ ଫିଲ୍ମରେ କାମ କରିଛନ୍ତି ଦଙ୍ଗଲ, ତଲାସ, ୩ ଇଡିଏଟ, ପିକେ ଭଳି ଫିଲ୍ମ ସାମିଲ ଅଛି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *