ବଲୀଉଡରେ ଥିବା ଏହି ୧୦ଜଣ ଲୋକପ୍ରିୟ କଳାକାର ଅଟନ୍ତି ଖାଣ୍ଟି ଓଡିଆ- ଦେଖନ୍ତୁ ସେମାନେ କିଏ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନନକୁ ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଆମ ଓଡିଆସର କିନ୍ତୁ ସେମାନେ ବଲୀଉଡ ରେ କରୁଛନ୍ତି ରାଜ । ସେହିଭଳି କଳାକାର ମାନକ୍ନ ପାଇଁ ଆଜି ଆମ ରାଜ୍ୟ ଗର୍ବ ଅନୁଭବ କରୁଛି । ସେମାନେ କିଏ ଜାଣିଲେ ଆପଣ ମାନେ ବି ବିଶ୍ବାସ କରି ପାରିବେନି, କାହିଁକି ନା ସେମାନେ ଏତେ ଫମସ ଯେ ଆପଣ ମାନେ ତାଙ୍କୁ ଭଲଭଏ ଜାଣିଛନ୍ତି କିନ୍ତୁ କେବଳ ଜାଣି ନଥିବେ ସେ ସେମାନେ ଓଡ଼ିଶାର ବୋଲି ।

ସାଧୁ ମେହର

ଅଭିନେତା ସାଧୁ ମେହର ୧୯୭୪ ମସିହାରେ ଶ୍ରେଷ୍ଟ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ୭୦ ଦଶକରେ ସେ ଜଣେ ଲୋକପ୍ରିୟ ଅଭିନେତା ଭାବେ ପରିଚିତ ଥିଲେ । ବଲୀଉଡର ସୁପର ହିଟ ଫିଲ୍ମ ଅଙ୍କୁରରେ ଅଭିନୟ କରିକି ସେ ଲୋକପ୍ରିୟ ହୋଇଯାଇଥିଲେ ।

Image Courtesy: Google

ନୀଳ ମାଧବ ପଣ୍ଡା

ନୀଳ ମାଧବ ପଣ୍ଡା ୧୯୭୩ ମସିହା ଅକ୍ଟୋବର ମାସ ୧୮ ତାରିଖ ଓଡିଶା୧୯ର ସନପୁର ଜିଲ୍ଲାରେ ଜନ୍ମ ହୋଇଥିଲେ । ନୀଳ ମାଧବ ବଲୀଉଡର ଜଣେ ସଫଳତମ ପ୍ରଯୋଜକ ତଥା ନିର୍ଦେଶକ । ଆଇ ଆମ କଲାମ ଭଳି ଅନେକ ହିଟ ଫିଲ୍ମ ସେ ନିର୍ଦେଶନା କରିଛନ୍ତି ।

Image Courtesy: Google

କ୍ରୀଷ୍ଣା ବେଉରା

କ୍ରୀଷ୍ଣା ବଲୀଉଡରେ ନିଜ ଗୀତ ଦ୍ଵାରା ଲୋକମାନଙ୍କର ମନ ଜିତି ନେଇଥିଲେ । ବଲୀଉଡର ହିଟ ଫିଲ୍ମ ଚକ ଦେ ଇଣ୍ଡିଆ ଓ ନମସ୍ତେ ଲଣ୍ଡନ ରେ ନିଜ କଣ୍ଠ ଦ୍ଵାରା ଅନେକ ଲୋକଙ୍କର ମନ କିଣି ନେଇଥିଲେ । କ୍ରୀଷ୍ଣା କଟକ ଜିଲ୍ଲାର ବାଙ୍କିରେ ଜନ୍ମ ହୋଇଥିଲେ ।

Image Courtesy: Google

ନନ୍ଦିତା ଦାସ

ନନ୍ଦିତା ଦାସ  ପରିଶ୍ରମ ଦ୍ଵାରା ବଲୀଉଡରେ ନିଜ ନା କରିଥିଲେ । ପ୍ରତିଭାଶାଳୀ ଅଭିନେତ୍ରୀ ନନ୍ଦିତା ଫିଲ୍ମ ନିର୍ଦ୍ଦେଶନା ଦେଇ ମଧ୍ୟ ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ତାଙ୍କ ଅଭିନୟ ପାଇଁ ବେଷ୍ଟ ଫିମେଲ ଡେବ୍ୟୁ ପାଇଁ ପୁରସ୍କାର ପାଇଥିଲେ ।

Image Courtesy: Google

ସୋନା ମହାପାତ୍ର

ଭାରତୀୟ ଗାୟିକା ତଥା ଲିରିସିଷ୍ଟ(ଗୀତିକାର) ଓ କମ୍ପଜର ସୋନା ମହାପାତ୍ର  ଆଇ ହେଟ ଲଭ ଷ୍ଟୋରି  ଫିଲ୍ମର ‘ବାହାରା’ ଗୀତ ଗାଇ ଲୋକପ୍ରିୟ ହୋଇଥିଲେ । ଏହା ପରେ ସେ ବଲୀଉଡ ସହିତ ପୁରା ଭାରତରେ ଫେମସ ହୋଇଯାଇଥିଲେ । କୋକ ଷ୍ଟୂଡିଓ ସମ୍ବଲପୁରୀ ଗୀତ ରଙ୍ଗବତୀ ଗାଇ ସେ ବେଶ ଚର୍ଚ୍ଚାରେ ଥିଲେ । ସୋନା ଓଡିଶାର କଟକରେ ଜନ୍ମ ହୋଇଥିଲେ ।

Image Courtesy: Google

ମୀରା ନାୟାର

ମୀରା ନାୟର ଜଣେ ଇଣ୍ଡିଆନ ଆମେରିକାନ ଫିଲ୍ମନିର୍ମାତା। ସେ ନିଜ ପ୍ରଡକ୍ସନ କମ୍ପାନୀର ମାଲିକାଣୀ । ମୀରଙ୍କ ଫିଲ୍ମ ଉଭୟ ଭାରତ ଓ ବିଦେଶ ର ଲୋକମାନେ  ପସନ୍ଦ କରନ୍ତୁ । ମୀରା ଏବେ ୬୧ ବର୍ଷର ହୋଇଗଲେଣି । ମୀରା ଓଡିଶାର ରାଉଲକେଲାରେ ଜନ୍ମ ହୋଇଥିଲେ ।

Image Courtesy: Google

ଚନ୍ଦ୍ରଚୂଡ ସିଂହ

ଚନ୍ଦ୍ରଚୂଡା ସିଂହ ଓଡିଶାର ବଲାଙ୍ଗୀର ଜିଲ୍ଲାରେ ଜନ୍ମ ହୋଇଥିଲେ । ଚନ୍ଦ୍ରଚୂଡା ସିଂହ ବଲୀଉଡରେ ଫାୟାର , ଜୋସ, କ୍ୟା କେହନା ଭଳି ଅନେକ ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେ ତାଙ୍କ ଅଭିନୟ ଦ୍ଵାରା ଅନେକ ଲୋକଙ୍କର ମନ ଜିତି ନେଇଛନ୍ତି ।

Image Courtesy: Google

ସୁଲଗ୍ନା ପାଣିଗ୍ରାହୀ

ସୁଲଗ୍ନା ଟିଭି ଜଗତ ସହ ବଲୀଉଡରେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ବଲୀଉଡରେ ମଡର 2 , ଇସ୍କ ବାଲା ଲଭ , ଗୁରୁ ଦକ୍ଷିଣା ଭଳି ଅନେକ ହିଟ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ସୁଲଗ୍ନା ଓଡିଶାର ବ୍ରହ୍ମପୁରରେ ଜନ୍ମ ହୋଇଥିଲେ।

Image Courtesy: Google

ସୁବାଷ ସାହୁ

ସୁବାଷ ସାହୁ ବେଷ୍ଟ ସାଉଣ୍ଡ ଡିଜାଇନ ପାଇଁ ଫିଲ୍ମଫେୟାର ଆୱାର୍ଡ ପାଇସାରିଲେଣି । ବଲୀଉଡ ଫିଲ୍ମ ଓମକାରା , କମିନେ , ଖୋସ୍ଲା କା ଗୋସ୍ଲା ରେ  ସାଉଣ୍ଡ ମିକ୍ସ ଡିଜାଇନ କରି ସେ ଖୁବ ପ୍ରତିଭା ଲାଭ କରିଥିଲେ। ସୁବାଷ ଓଡିଶାର କେନ୍ଦ୍ରାପଡାରେ ଜନ୍ମ ହୋଇଥିଲା।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *