ଟଙ୍କା ପାଇଁ ଏମାନେ କିଛି ବି କରିପାରନ୍ତି ? Bollywoodର କିଛି ଏମିତି ଯୋଡି ଯେଉଁମାନଙ୍କ ବିବାହର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ବଲିଉଡ ରେ ଏଭଳି ଯୋଡି ଅଛନ୍ତି । ଯାହାକୁ ଦେଖିଲେ, ଆପଣ ମାନେ ଚିନ୍ତା କରିବେ ଏମାନେ କଣ ପାଇଁ ପରସ୍ପରକୁ ବିବାହ କରିଲେ ? ବନ୍ଧୁଗଣ ବହୁତ ଫେମସ ନାୟିକା ଅଥବା ନାୟକ ଅଛନ୍ତି ଯିଏ କି ନିଜଠାରୁ ଅଧିକ ବୟସରେ ବଡ ଲୋକଙ୍କୁ ବିବାହ କରିଛନ୍ତି । ବନ୍ଧୁଗଣ ଆଜିଭଳି ଦିନରେ ଆପଣ ସେମାନଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ସେହି ବିଖ୍ୟାତ ଯୋଡି ମାନଙ୍କ ସମ୍ବନ୍ଧରେ ।

୧- “ଯୁହୀ ଚାୱୋଲା” ଏବଂ “ଯୟ ମେହେତା”- ବନ୍ଧୁଗଣ ଯେତେବେଳେ ୧୯୯୫ ରେ ଯୟ ମେହତା ଏବଂ ଯୁହୀ ଚାୱୋଲା ର ବିବାହ ହେଲା, ତେବେ ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ଆଜି ଯୁହୀ ୫୩ ବର୍ଷ ବୟସ ଅତିକ୍ରମ କରି ମଧ୍ୟ ୪୦ ବର୍ଷ ଠାରୁ ଅଧିକ ଲାଗୁ ନାହାନ୍ତି ।

କିନ୍ତୁ ଯଦି ଆପଣ ତାଙ୍କ ସ୍ଵାମୀ ଯୟ ମେହତାଙ୍କୁ ଦେଖିବେ ତେବେ ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଏତେ ସୁନ୍ଦର ସ୍ମାଇଲ ଦେଇ ଲକ୍ଷାଧିକ ଦର୍ଶକଙ୍କ ହୃଦୟ ଭିତରେ ରାଜ କରୁଥିବା ନାୟିକାଙ୍କ ସ୍ଵାମୀ ଏପରି ଦେଖିବାକୁ । ବନ୍ଧୁଗଣ କହିବାକୁ ଗଲେ, ସମସ୍ତଙ୍କର ନିଜ ନିଜ ପସନ୍ଦ ଅଟେ କିନ୍ତୁ ବନ୍ଧୁଗଣ ଆମକୁ ମେନ ମସଲା ତ “ଯୟ ମେହେତା”ଙ୍କ ବ୍ଯାଙ୍କ ବାଲାନ୍ସ ନଜର ଆସୁଛି । ବନ୍ଧୁଗଣ ତାଙ୍କର ବ୍ୟବସାୟ ନା କେବଳ ଇଣ୍ଡିଆରେ ତଥା ପୁରା ବିଦେଶରେ ମଧ୍ୟ ବିଖ୍ୟାତ ହୋଇ ରହିଛି ।

୨- “ଅନୁରାଗ କାଶ୍ୟପ” ଏବଂ “କଲକି କୋଚିଲିନ”- ବନ୍ଧୁଗଣ ଅନୁରାଗ ଜେନ ରାଇଟର, ଡାଇରେକ୍ଟର, ଏବଂ ପ୍ରଡ୍ଯୁସର ହେବା ସଙ୍ଗେ ସଙ୍ଗେ ତାଙ୍କ ପାଖେ ପାୱାର ବହୁତ ରହିଛି । ସେ ଚାହିଁଲେ କାହାର ମଧ୍ୟ ଜୀବନ କୁ ପାଲଟି ପାରିବେ । ବନ୍ଧୁଗଣ ତାଙ୍କ ଅଫେୟାର ର ଚର୍ଚ୍ଚା ତ ଆପଣ କାହା ନା କାହା ସହିତ ଶୁଣି ଆସୁଛନ୍ତି । ତାଙ୍କର ଚର୍ଚ୍ଚା ଏହି ସୁନ୍ଦର ନମ୍ର ଚେହେରା ଥିବା “କଲକି କୋଚିଲିନ”ସହିତ ଖୁବ ଆଗେଇଲା ।

“କଲକି କୋଚିଲିନ” ଙ୍କୁ ନା କେବଳ ଅନୁରାଗ ନା କେବଳ ଇମ୍ପ୍ରେସ କଲେ ମାତ୍ର ତାଙ୍କର ବ୍ଯାଙ୍କ ବାଲାନ୍ସ ଏବଂ ଷ୍ଟାଟସ କୁ ଦେଖି ସେ ଫିଦା ହୋଇ ମ୍ୟାରେଜ କରିବା ପାଇଁ ଡେରି କଲେନାହିଁ । ବନ୍ଧୁଗଣ “କଲକି କୋଚିଲିନ” ସାଙ୍ଗେ ଅନୁରାଗ ଙ୍କର ପ୍ରଥମ ବିବାହ ନୁହେଁ ମାତ୍ର ତାଙ୍କର ପୂର୍ବରୁ ମଧ୍ୟ ବିବାହ ହୋଇ ସାରିଛି । ବନ୍ଧୁଗଣ ଅନୁରାଗ ର ଏହା ପ୍ରଥମ ବିବାହ ନୁହେଁ । ତାଙ୍କର ବିବାହ ପୂର୍ବରୁ ହୋଇସାରିଛି, ଏବଂ ତାଙ୍କର ଝିଅ ମଧ୍ୟ ଗୋଟେ ଅଛି ଯାହାର ନାମ “ଆଲିଆ କଶ୍ୟପ” ଅଟେ । ବନ୍ଧୁଗଣ ଏହି ବିବାହ ୪ ବର୍ଷ ହିଁ ଚାଲିଲା ଏହା ପରେ ଛାଡପତ୍ର ହୋଇଗଲା ।

୩- “ଶ୍ରୀଦେବୀ” ଏବଂ “ବୋନି କପୁର”-  ବନ୍ଧୁଗଣ ଉଭୟଙ୍କର ଏହା ଦ୍ଵିତୀୟ ବିବାହ ଥିଲା । “ଶ୍ରୀଦେବୀ” ପ୍ରଥମରୁ ମିଥୁନ ଚକ୍ରବର୍ତୀ ସାଙ୍ଗେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିଲେ । “ବୋମୀ କପୁର” ମଧ୍ୟ ମୋନା ସହିତ ବିବାହ କରିଥିଲେ, ଉଭୟଙ୍କ ସନ୍ତାନ ମଧ୍ୟ ଅଛନ୍ତି । ବନ୍ଧୁଗଣ ରୂପ ର ରାଣୀ “ଶ୍ରୀଦେବୀ” କୌଣସି ହ୍ୟାଣ୍ଡସମ ପୁଅ କୁ ବିବାହ କରିଥିଲେ ମାତ୍ର ସେ ଅନିଲ କପୁର ଙ୍କ ବଡ ଭାଇ ବୋମୀ କପୁର ଙ୍କୁ ବିବାହ କରିଥିଲେ ଜିଏକି ଜଣେ ବିଖ୍ୟାତ ଧନୀ ଲୋକ ଅଟନ୍ତି । ବନ୍ଧୁଗଣ ଏହାଥିଲା ପ୍ରସିଦ୍ଧ କଳାକାରଙ୍କ ବିବାହ ସମ୍ବନ୍ଧରେ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *