Sidharth Shuklaଙ୍କୁ ଶେଷ ଥର ପାଇଁ ଦେଖିସାରିବା ପରେ ମା’ କଲେ କିଛି ଏମିତି କି ଦେଖି ଆପଣ ନ କାନ୍ଦି ରହିପାରିବେନି: ଦେଖନ୍ତୁ Video

ଟିଭି ଇଣ୍ଡଷ୍ଟ୍ରି ରେ ଦମଦାର ଅଭିନୟ କରୁଥିବା କଳାକାର ମାନେ ଛୋଟ ପରଦାରୁ ବଡ ପରଦା କୁ ଆସିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି । ଅନେକ ଚେଷ୍ଟା କରିବା ପରେ କଳାକାରା ମାନେ ଅଭିନୟ ଦୁନିଆରେ ପାଦ ଦେଇଥାନ୍ତି । କିଛି କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଖବର ନେଇ ଆସିଛୁ ଯେଉଁଥିରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଙ୍କ ନିଧନ ହେବା ପରେ ତାଙ୍କ ମା ଙ୍କର ଅବସ୍ଥା କେମିତି ଅଛି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଟିଭିୟା ଇଣ୍ଡଷ୍ଟ୍ରି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସିରିଏଲରେ ଅଭିନୟ କରି ଖୁବ ଚର୍ଚ୍ଚା ରେ ରହିଛନ୍ତି । କିନ୍ତୁ ଦୁଖର ବିଷୟ ହେଉଛି ଗତ ଗୁରୁବାର ଦିନ ସିଦ୍ଧାର୍ଥ ଶୁକ୍ଲା ଙ୍କର ଶୋଇଥିବା ଅବସ୍ଥାରେ ହୃଦଘାତ ଯୋଗୁ ମୃ-ତ୍ୟୁ ହୋଇଛି । ତାଙ୍କର ନି-ଧ-ନ ହେବା ଖବର ଶୁଣିବାରେ ପୁରା ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ତାଙ୍କ ପରିବାର ଲୋକେ ସ୍ତବ୍ଧ ହୋଇ ଯାଇଛନ୍ତି । କାରଣ ତାଙ୍କର ମୃ-ତ୍ୟୁ ମାତ୍ର ୪୦ ବର୍ଷ ବୟସରେ ସେ ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ।

ସିଦ୍ଧାର୍ଥଙ୍କ ମୃ-ତ୍ୟୁ ପରେ ସେହନାଜ ବହୁତ ଭାଙ୍ଗି ପଡିବା ସହ ତାଙ୍କ ମା ମଧ୍ୟ ପୁରାପୁରି ଭାଙ୍ଗି ପଡିଛନ୍ତି । ସିଦ୍ଧାର୍ଥଙ୍କ ମା ତାଙ୍କର ଅନ୍ତିମ ସଂସ୍କାର ବ୍ରଂହକୁମାରୀ ରୀତିନୀତିରେ କରିଥିଲେ । ସିଦ୍ଧାର୍ଥଙ୍କ ପିତା ଆଗରୁ ଏ ଦୁନିଆ ଛାଡି ଯାଇ ସାରିଛନ୍ତି । ଏବେ ନିଜ ପୁଅକୁ ହ-ରା-ଇ ସିଦ୍ଧାର୍ଥଙ୍କ ମା ଏତେ ବଡ ଦୁଖକୁ ସାମନା କରିପାରୁ ନାହାନ୍ତି । ସିଦ୍ଧାର୍ଥ ଙ୍କ ମା ଏତେ ଷ୍ଟ୍ରାଙ୍ଗ ଯେ ସେ ହୁଏ ତ ଭିତରୁ ଭାଙ୍ଗି ପଡିଛନ୍ତି କିନ୍ତୁ ବାହାରେ ସେ ନିଜକୁ ଏତେ ମଜବୁତ ଭାବେ ପେଶ କରିଛନ୍ତି ତାହା ଏହି ଭିଡିଓ ରେ ଜଣା ପଡୁଛି । ସେ ନିଜ ସ୍ଵାମୀ ଓ ପୁଅ ଙ୍କୁ ହରାଇ କେବେ ବି ମିଡିଆରେ ଆଗରେ ନିଜେ ଭାଙ୍ଗି ପଡିଥିବାର ଦର୍ଶାଇ ନାହାନ୍ତି ।

ଏହି ଭିଡିଓ ରେ ସିଦ୍ଧାର୍ଥ ଙ୍କ ମା ଫୋନ କୁ ନିଜ ଛାତିରେ ଲଗାଇ ରଖି ଥିବାର ଦୃଶ୍ୟ ହେଉଛି । ଏହି ଫୋନ ରେ ସିଦ୍ଧାର୍ଥ ଙ୍କର ଶେଷ ଭିଡିଓ ଓ କିଛି ଫୋଟୋ ରହିଛି ଯାହା ତାଙ୍କ ମା ଛାତି ରେ ଲଗାଇ ରଖି ଥିବାର ଦୃଶ୍ୟ ହେଉଛି । ତେବେ ଏତିକି କୁହା ଯାଇପାରେ ସିଦ୍ଧାର୍ଥ ଙ୍କ ମା ନିଜକୁ ଏତେ ଭଲ ଭାବେ ସମ୍ଭାଳିଛନ୍ତି ଯାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *