ଡ୍ରଗ ପାର୍ଟିରେ ଗିରଫ ହେବା ପରେ Sharukhଙ୍କ ପୁଅ Aryan କାନ୍ଦି କାନ୍ଦି କହିଲେ ଏମିତି, ଦେଖନ୍ତୁ Video

ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ପାର୍ଟି କେସରେ ଗି-ର-ଫ ହୋଇଛନ୍ତି । ଏହା ପରେ ସାମନାକୁ ଆସିଛି ତାଙ୍କର ମେମୋ ଅଫ ଆ-ରେ-ଷ୍ଟ ଯାହାକୁ ଲେଖିଛନ୍ତି ବିଶ୍ଵ ବିଜୟ ସିଂ ଯିଏ NCB ଜୋନାଲ ୟୁନିଟ ମୁମ୍ବାଇର । ଜୋନାଲ ୟୁନିଟ ଦ୍ଵାରା ଧାରା ଲାଗିଛି ସେକ୍ସନ-୪୨ ନାକକୋଟି ଡ୍ର-ଗ୍ସ ଆଣ୍ଡ ସାଇକୋଲୋଜିକାଲ ସବଷ୍ଟେନ୍ସ ୧୯୮୫ ଅନୁଯାୟୀ । ଏହି ମେମୋରେ ଆର୍ୟନ ନିହେ ଦସ୍ତଖତ କରିଛନ୍ତି । ସେକ୍ସନ 8c ୧୯୮୫ ଅନୁଯାୟୀ ୧୩ଗ୍ରାମ କୁ-କେ-ନ, ୫ଗ୍ରାମ M-D, ୨୧ଗ୍ରାମ ଚା-ର-ଶ, ୨୨ଟି ନି-ଶା ବ-ଟି-କା M-D-M-A ଇ ୧ଲକ୍ଷ ୩୩ହଜାର ଟଙ୍କା ଆର୍ୟନଙ୍କ ପାଖରୁ ସି-ଚ କରା ଯାଇଛି ।

ଏହି ସବୁ ଅ-ଭି-ଯୋ-ଗକୁ ଆଧାର କରି ଆଇରନଙ୍କୁ ଗି-ର-ଫ କରା ଯାଇଛି ବୋଲି ମେମୋରେ ଲେଖା ଯାଇଛି । ଗତ ଶନିବାର ଦିନ ଯେତେବେଳେ NCB ସାରୁଖାନଙ୍କ ପୁଅ ଆର୍ୟନଙ୍କୁ ଧ-ରି-ଥି-ଲେ ସେହି ସମୟରେ ସେ ଆଣ୍ଠେଇକି କାନ୍ଦି ପକାଇ କହିଥିଲେ ଯେ ମୋର ଭୁଲ ହେଇ ଯାଇଛି ମତେ ଛାଡି ଦିଅନ୍ତୁ ।

କିନ୍ତୁ NCB କୌଣସି କଥା ଶୁଣି ନ ଥିଲେ । ଆର୍ୟନ ଅନେକ ସମୟ ଧରି କାନ୍ଦିଥିବାର ସୂତ୍ରରୁ ଜଣା ପଡିଛି । ବର୍ତ୍ତମାନ ଆର୍ୟନଙ୍କୁ ହସପିଟାଲ ପରୀକ୍ଷା କରାଯିବା ପାଇଁ ପଠାଯିବ କାରଣ ତାଙ୍କ ଶରୀରରେ କୌଣସି ପ୍ରକାରର ନିସାର ଏଲିମେଣ୍ଟ ରହିଛି କି ନାହି ବ ପାର୍ଟି ସମୟରେ ସେ କୌଣସି ନିସାର ସେବନ କରିଛନ୍ତି ନାଁ ନାହି ।

ଆଉ ଏକ କଥା ସାମନାକୁ ଆସିଛି ଯେ ଯେତେବେଳେ ଆର୍ୟନଙ୍କୁ ଧରା ଯାଇଥିଲା ସେହି ସମୟରେ ତାଙ୍କ ବ୍ୟାଗରୁ ନି-ଶା ଦ୍ରବ୍ଯ ଜବତ ହୋଇଥିଲା । ଯଦି ଆର୍ୟନ ଏ ବ୍ୟାଗଟି ତାଙ୍କର ନୁହେଁ ବୋଲି କହିବେ ତେବେ ବ୍ୟାଗରେ ଥିବା ଲେନ୍ସରୁ ଜଣା ପଡିବ ଯେ ଏ ବ୍ୟାଗ କାହା ନାଁ ରେ କିଣା ହୋଇଛି । ଶାହରୁଖଙ୍କ ପୁଅକୁ ସମର୍ଥନ କରିବାକୁ ଯାଇ ବଲିଉଡ ଅଭିନେତା ସୁନୀଲ ସେଠୀ କହିଛନ୍ତି ଯେ ଯେଉଁ ଯାଏଁ ସଠିକ ପ୍ରମାଣ ନ ମିଳିଛି ସେତେ ଯାଏଁ କାହାକୁ ଅ-ପ-ରା-ଧୀ ଭାବେ ଦେଖିବା ଭୁଲ ହେବ । ଶାହରୁଖ ତାଙ୍କ ପୁରା ଗି-ର-ଫ ଖବର ଶୁଣିବା ପରେ ଶୁ-ଟି-ଙ୍ଗ ଛାଡି ଫେରି ଆସିଛନ୍ତି ।

ଆସିବା ପରେ ଶାହରୁଖ ବଡ ବଡ ମନ୍ତ୍ରୀ ମାନଙ୍କୁ ଫୋନ କରି ନିଜ ପୁଅକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ମେଡିକାଲ ଟେଷ୍ଟ କରାଯିବା ପରେ ଆର୍ୟନଙ୍କୁ ଜେଲ ପଠାଯିବ । ଆର୍ୟନ ଯେଉଁ ପାର୍ଟିରେ ସାମିଲ ହୋଇଥିଲେ ସେହି ପାର୍ଟିର ଟିକେଟର ମୂଲ୍ୟ ରହିଛି ୮୦,୦୦୦ ଟଙ୍କା । ସେ ଏହି ଟିକେଟ କିଣି ନାହାନ୍ତି ବୋଲି କହିଛନ୍ତି । ଏମିତି ବି ହୋଇପାରେ ସେ ତାଙ୍କ ବନ୍ଧୁ ନାଁ ରେ ଏହି ଟିକେଟ କିଣି ନିଜେ ପାର୍ଟିରେ ଯାଇଥିଲେ । ଆର୍ୟନଙ୍କ ସହ ତାଙ୍କର ୯ଜଣ ବନ୍ଧୁ ମଧ୍ୟ ଧରା ପଡିଛନ୍ତି ଜହକୁ ପୋ-ଲି-ସ ଏବେ ପଚରାଉଚରା ଆରମ୍ଭ କରି ଦେଇଛି । ତେବେ ଶାହରୁଖ ଖାନ ପଇସା ଓ ପାୱାର ବଳରେ ନିଜ ପୁଅକୁ ମୁକୁଳେଇବା ପାଇଁ କେତେ ଦୂର ଯାଇ ପାରୁଛନ୍ତି ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *