ବଲିଉଡ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିନ୍ତୁ କିଛି କ୍ଷେତ୍ରରେ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଡ୍ରେସ ପାଇଁ ଯେ ତିକି ପ୍ରଶଂସା ପାଇ ଥାନ୍ତି ଠିକ ସେତିକି ଅ-ପ-ମା-ନି-ତ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର କେଉଁ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଡ୍ରେସ ଷ୍ଟାଇଲକୁ ନେଇ ଅ-ପ-ମା-ନି-ତ ହୋଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
୧- ପୂଜା ହିଗଲି : ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅହକନ୍ତି ଅଭିନେତ୍ରୀ ପୂଜା ହେଗଡେ ଯିଏ ନିଜର ୱ୍ହାଇଟ କଳର ର ଡ୍ରେସ ରେ ସ୍ଟେଜରେ ଆସିବା ସମୟରେ ଲମ୍ବା ଡ୍ରେସ କାରଣରୁ ଛନ୍ଦି ହୋଇ ପଡି ଯାଇଥିଲେ ଯାହା ପାଇଁ ତାଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥିଲା ।
୨- ଶାହରୁଖ ଖାନ : ଅମା ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ବଲିଉଡ କିଙ୍ଗ ଖାନ ଶାହରୁଖ ଯିଏ ନିଜର ଷ୍ଟାଇଲିସ ଅନ୍ଦାଜ ପାଇଁ ମସୁର ଅଟନ୍ତି । ସେ ଫ୍ୟାନସ ମାନଙ୍କ ଗହଣରେ ନିଜକୁ ସେଭ କରିବା ସମୟରେ ତଳେ ପଡି ଯାଇଥିଲେ ଯାହା ପାଇଁ ତାଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥିଲା ।
୩- ଦିୟା ମର୍ଜା : ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି । ସେ ନିଜର ହାଇ ହିଲ୍ସ ପାଇଁ ସ୍ଟେଜରେ ଅ-ପ-ମା-ନି-ତ ହୋଇଥିଲେ ।
୪- ଭୂମି ପେଟନୀକର : ବଲିଉଡ ଅଭିନେତ୍ରୀ ଭୂମି ପେଟନୀକର ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଫ୍ଯମାସ ହୋଇ ପାରିଛନ୍ତି । ସେ ତାଙ୍କର ହାଇ ହିଲ୍ସ ପାଇଁ ପ୍ରାୟ ଅନେକ ସମୟରେ ପୋଜ ଦେବା ସମୟରେ ଓ-ପ୍ସ ମୁ-ମେ-ଣ୍ଟର ଶି-କା-ର ହୋଇଛନ୍ତି ।
୫- ସେଫ ଅଲ୍ଲୀ ଖାନ : ବଲିଉଡର ମସୁର ଅଭିନେତା ସେଫ ଅଲ୍ଲୀ ଖାନ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି । ସେ ପେପରାଜିଙ୍କ ସହ କଥା ହେଉଥିବା ସମୟରେ ତଳେ ପଡି ଯାଇଥିଲେ ଯାହା ପାଇଁ ତାଙ୍କୁ ଓ-ପ୍ସ ମୁ-ମେ-ଣ୍ଟର ଶି-କା-ର ହେବାକୁ ପଡିଥିଲା ।
୬- ଏକତା କପୁର : ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଏକତା କପୁର ଯିଏ ନିଜର ହାଇ ହିଲ୍ସ ପାଇଁ ଅ-ପ-ମା-ନି-ତ ହୋଇଛନ୍ତି । ଏହି ଭିଡିଓରେ ଅଭିନେତା ଇମ୍ରାନ ହାସମୀଙ୍କ ହାତ ଧରି ସ୍ଟେଜରେ ଛାଡିବା ସମୟରେ ଏକତାଙ୍କ ହାଇ ହିଲ୍ସ ଯୋଗୁ ସେ ବାଲାନ୍ସ ନ କରିପାରିବାରୁ ଓ-ପ୍ସ ମୁ-ମେ-ଣ୍ଟର ଶି-କା-ର ହୋଇଛନ୍ତି ।
୭- କାଜୋଲ : ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କାଜୋଲ ଯିଏ ନିଜର ହାଇ ହିଲ୍ସ ପାଇଁ ତଳେ ପଡିବାରୁ ଅ-ପ-ମା-ନି-ତ ହୋଇଛନ୍ତି ।
୮- ବିଜୟ ଦେବରକୋଣ୍ଡା : ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ସେ ଗୋଟେ ସମୟରେ ଚାଲିବା ସମୟରେ ପଡୁ ପଡୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ।
୯- କିରଣ ଖେର : ବଲିଉଡ ଅଭିନେତ୍ରୀ କିରଣ ଖେର ଗୋଟେ ସମୟରେ ଚାଲିବା ସମୟରେ ରାସ୍ତାରେ ପଡି ଯାଇଥିଲେ ଯାହା ପାଇଁ ତାଙ୍କୁ ଓ-ପ୍ସ ମୁ-ମେ-ଣ୍ଟର ଶି-କା-ର ହେବାକୁ ପଡିଥିଲା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।