ବନ୍ଧୁଗଣ ବଲିଉଡ ଜଗତରେ ଅଭିନୟ କରୁଥିବା ହିରୋ ହୁଅନ୍ତୁ କିମ୍ବା ଭିଲିଆନ ଦୁହିଜଣ ନିଜର ଅଭିନୟ ବହୁତ ଭଲ ଭାବରେ କରିଥାନ୍ତି । କେତେକ ସମୟରେ ଦର୍ଶକଙ୍କୁ ହିରୋ ଅପେକ୍ଷା ଭିଲିଆନର ଅଭିନୟ ବହୁତ ପସନ୍ଦ ହୋଇଥାଏ । ଆଜିକାଲି ଇଣ୍ଡଷ୍ଟ୍ରୀରେ ନୂଆ ଟ୍ରେଣ୍ଡ ଚାଲିଛି ଯେ ଭିଲିଆନକୁ ହିରୋ ଅପେକ୍ଷା ଅଧିକ ମାନ୍ୟତା ମିଳୁଛି । ସେହିଭଳି କେତେଗୁଡିଏ ପ୍ରକ୍ଷାତ ଷ୍ଟାର ମଧ୍ୟ ଆଜିଭଳି ଦିନରେ ଭିଲିଆନର ରୋଲ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ମାତ୍ର ବଲିଉଡର କେତେକ ହିରୋଇନ ମାନେ ଅଛନ୍ତି ଯେକି ବଡ ବଡ ଦିଗ୍ଗଜ ହିରୋ ମାନଙ୍କୁ ଛାଡି ଭିଲିଆନ ରୋଲ ପ୍ଲେ କରୁଥିବା ଖଳନାୟକ ସାଙ୍ଗେ ବିବାହ କରିଛନ୍ତି ।
୧- “ଶୋନୁ ସୂଦ”, ବହୁତ ଜଣା ଶୁଣା ନାମ ଅଟେ ଯିଏ କି ବଲିଉଡ ଠାରୁ ଆରମ୍ଭ କରି ତେଲୁଗୁ ଫିଲ୍ମ ଗୁଡିକରେ କେତେକ ନେଗେଟିଭ ରୋଲ ପ୍ଲେ କରିଛନ୍ତି । ତାଙ୍କ ସ୍ତ୍ରୀ ଙ୍କ ନାମ “ସୋନାଲୀ” ଅଟେ । ସେ ମଡ୍ଲିଙ୍ଗ କରିବା ବ୍ୟତୀତ ସୋନାଲୀ ବହୁତ ଫିଲ୍ମରେ ସହଯୋଗୀ ଅଭିନେତ୍ରୀ ଭାବେ କାମ କରିଛନ୍ତି । ଏହା ବ୍ଯତୀତ ସେ ଜଣେ ଫିଲ୍ମ ନିର୍ମାତା ମଧ୍ୟ ଅଟନ୍ତି ।
୨- ଏବେ ଆସନ୍ତୁ ଜାଣିବା “ଶକ୍ତି କପୁର”ଙ୍କ ବିଷୟରେ । ସେ ଫିଲ୍ମ ମାନଙ୍କରେ ଭିଲିଆନ ରୋଲ କରି ଆସିଛନ୍ତି । ତାଙ୍କ ଅଭିନୟକୁ ଅଧିକାଂଶ ଦର୍ଶକ ପ୍ରଶଂସା କରନ୍ତି । “ଶକ୍ତି କପୁର” “ପଦ୍ମିନୀ କୋଲହାପୁରି”ଙ୍କ ଭଉଣୀ “ଶିବାନୀ କୋଲହାପୁରୀ”ଙ୍କ ସାଙ୍ଗେ ବିବାହ କରିଛନ୍ତି । ଜିଏକି ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଅଟନ୍ତି ।
୩- “ପୂଜା ବତ୍ରା” ଫିଲ୍ମୀ ଜଗତର ଖଳନାୟକ “ନବାବ ସାହ”ଙ୍କୁ ବିବାହ କରିଛନ୍ତି । ସେ ସାଉଥ ର ବହୁତ ଫିଲ୍ମ ଏବଂ ହିନ୍ଦୀ ଚଳଚିତ୍ରରେ ଖଳନାୟକର ଭୂମିକା ପ୍ଲେ କରିଥିଲେ ।
୪- “କୃତିକା ସେନଗଡ” ଟିଭି ଧାରାବାହିକ ‘ରାନୀ ଲକ୍ଷ୍ମୀବାଇ’, ‘କସମ ତେରେ ପ୍ୟାର କି’ ଭଳି ବହୁତ ସୁପରହିଟ ଧାରାବାହିକରେ କାମ କରିଛନ୍ତି । ସେ ନିର୍ଦ୍ଧେଶକ “ପଙ୍କଜ ଧିର”ଙ୍କ ପୁଅ “ନିକିତେନ ଧିର”ଙ୍କ ସହିତ ୨୦୧୩ ମସିହାରେ ବିବାହ କରିଥିଲେ । “ନିକିତେନ ଧିର” ‘ଚେନ୍ନାଇ ଏକ୍ସପ୍ରେସ୍ସ’ ଭଳି ବହୁତ ନାମ କମାଇଥିବା ଚଳଚିତ୍ରରେ ଭିଲିୟାନର କାମ କରିଛନ୍ତି ।
୫- “ଗୁଲସନ ଗୋର୍ବୋର” ପ୍ରଥମ ସ୍ତ୍ରୀ ଠାରୁ ଛାଡପତ୍ର ନେବା ପରେ “କଶୀଷ ଗୋର୍ବୋର”ଙ୍କୁ ବିବାହ କରିଲେ । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏହାସହିତ ସେ ଜଣେ ହାଉସ ୱାଇଫ ଅଟନ୍ତି ।
୬- “ରେଣୁକା ସାହାଣି”, ଏହି ଅଭିନେତ୍ରୀ ଜଣକ ଫିଲ୍ମ ‘ହମ ଆପକେ ହେ କୋନ’ରେ ଅଭିନୟ କରିବା ସହିତ ଅଧିକାଂଶ ଚଳଚିତ୍ରରେ କାମ କରିଛନ୍ତି । ସେ “ଆଶୁତୋସ୍ ରାଣା”ଙ୍କ ସହିତ ୨୦୦୧ ମସିହାରେ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ । “ଆଶୁତୋଷ ରାଣା” ‘ଦୂଷମାନ’, ‘ସଂଘର୍ଷ’ ଭଳି ବହୁତ ଫିଲ୍ମ ରେ ଖଳନାୟକର ଅଭିନୟ କରିଛନ୍ତି ।
୭- “ପୋନି ବର୍ମା”, ଜଣେ ଭଲ କୋରିୟର ଗ୍ରାଫର ଅଟନ୍ତି ସେ ୨୦୧୦ ମସିହାରେ “ପ୍ରକାଶ ରାଜ”ଙ୍କ ସହିତ ବିବାହ କରିଥିଲେ । “ପ୍ରକାଶ ରାଜ” ‘ସିଙ୍ଘମ’ ଭଳି ଚଳଚିତ୍ରରେ ଖଳନାୟକର ରୋଲ କରିଥିଲେ ଏହା ଛଡା ସେ ସାଉଥ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳନ୍ତି ।
୮- “ଡ୍ୟାନୀ ଡେନଜୋଙ୍ଗପା” ୯୦ ମସିହାର ଚଳଚିତ୍ର ମାନଙ୍କରେ ଭିଲିଆନର ରୋଲ କରି ଆସିଛନ୍ତି । ‘ସିକିମ’ ର ରାଜକୁମାରୀ “ଗାୱା ଡାମଜୋବା”ଙ୍କ ସାଙ୍ଗେ ସେ ବିବାହ କରିଛନ୍ତି ।
୯- “କେକେ ମେନେନ” ବଲିଉଡର ଅଭିନେତ୍ରୀ “ନିବେଦିତା ଭଟ୍ଟାଚାର୍ୟ”ଙ୍କୁ ବିବାହ କରିଛନ୍ତି । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।