ବିଦେଶୀ ବୟଫ୍ରେଣ୍ଡକୁ ବିବାହ ନକରି Pregnant ହେଲେ Ileana D’Cruz

ବଲିଉଡର ଦୁଇଜଣ ସୁନ୍ଦର ଅଦାକାର କରିନା ଓ ଅନୁସ୍କା ଶର୍ମା ତାଙ୍କ ପ୍ରେଗନେନସି ସମୟକୁ  ଆଜିକାଲି ବହୁତ ଇଞ୍ଜୋୟ କରୁଛନ୍ତି । କଣ ଆପଣ ଜାଣିଛନ୍ତି ବଲିଉଡର ଆଉ ଜଣେ ସୁନ୍ଦର ଅଭିନେତ୍ରୀର ନାମ ଏହି ଲିଷ୍ଟରେ ଯୋଡା ଯାଇଥିଲା । ସାଉଥ ଫିଲ୍ମ ଜଗତରେ ବହୁତ ସୁନ୍ଦର ଅଭିନେତ୍ରୀ ଇଲିଆନା ଡିକ୍ରୁଜଙ୍କର ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଥିଲାକି ଏହି ଅଭିନେତ୍ରୀ ପ୍ରେଗନେଣ୍ଟ  ଅଛନ୍ତି ବୋଲି ।

୨୦୧୭ ରେ ଇଲିଆନା ଗୋଟେ ଫୋଟୋ ସେୟାର କରିଥିଲେ ତାଙ୍କ ବୟେଫ୍ରେଣ୍ଡ ଏଣ୍ଡରିଓ କେନିବୋନକୁ ହବି ମଧ୍ୟ ଲେଖିଥିଲେ । ଏହିକଠାରୁ ଜଣାପଡିଥିଲାକି ଇଲିଆନା ଚୁପଚାପ ବିବାହ କରିଥିଲେ । କିଛିଦିନର ଗୋଟେ ଇଣ୍ଟରଭିଉରେ କହିଥିଲେକି ତାଙ୍କ ବଏ ଫ୍ରେଣ୍ଡ ବିଷୟରେ ଯାହା କିଛି ଅଛି ସବୁ ସାମ୍ନାରେ ଅଛି ବୋଲି, ଲୋକଙ୍କୁ ସେତିକି କହିବେ ଯେତିକିସେ କହିବାକୁ ଚାହୁଁଛନ୍ତି ।

ଇଲିଆନା ଅଡି କାର ଲଞ୍ଚ କରିବାକୁ ପହଞ୍ଚିଥିଲେ ସେଠି ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସେ ରେଡ କଲରର ଥାଇ ହାଇ ସ୍ଳିବ ଡ୍ରେସ ପିନ୍ଧିଥିଲେ । ସେଥିରେ ବହୁତ ଫୋଟୋ ମଧ୍ୟ କ୍ଲିକ ହୋଇଥିଲା ସେଇ ଫୋଟକୁ ଦେଖି ଲୋକ ବହୁତ ପ୍ରକାର କଥା କହିଥିଲେ । ଏହି ଫୋଟରେ ଇଲିଆନଙ୍କର ବେବୀ ବମ୍ପବି ବହୁତ କ୍ଲିଅର ଦେଖାଯାଉଥିଲା । ଯେଉଁଥି ପାଇଁ ସୋସିଆଲ ମିଡିଆରେ ତାଙ୍କର ଫୋଟ ଉପରେ ବହୁତ କମେଣ୍ଟ କରିଥିଲେ ।

ଜଣେ ପ୍ରଶ୍ନ କରିଥିଲେ କଣ ପ୍ରେଗନେଣ୍ଟ ଅଛନ୍ତିକି । ସବୁବେଳେ ଫିଲ୍ମରେ ହଟ ଲାଗୁଥିବା ଅଭିନେତ୍ରୀ ସେଇ ଇଭେନ୍ଟ ଫୋଟରେ ମୋଟି ଦେଖାଯାଉଥିଲେ । ସେଥିଲାଗି ସମସ୍ତେ କହୁଥିଲେକି ସେ ତାଙ୍କ ବଏଫ୍ରେଣ୍ଡ ଛୁଆର ମା ହେବାକୁ ଯାଉଛନ୍ତି ବୋଲି । ଲୁଚିକି ବାହାହେବା ପରେ ଇଲିଆନା ତାଙ୍କ ମା ହେବାର ଖବର ମଧ୍ୟ ଲୁଚାଇକି ରଖିବା ପାଇଁ ଚାହୁଁଛନ୍ତି । ଏହାପରେ ତାଙ୍କୁ କୌଣସି ଇଭେନ୍ଟ କି ପବ୍ଲିକ ପ୍ଲେସରେ ଦେଖାଯାଇନଥିଲା ।

ସେ ଆଉ ତାଙ୍କ ବଏ ଫ୍ରେଣ୍ଡ ସୋସିଆଲ ମିଡିଆରେ ଫୋଟୋ ଶେୟାର କରି କହିଥିଲେକି ସେ ପ୍ରେଗନେଣ୍ଟ ନଥିଲେ ବୋଲି ।  ସେ ଅଧିକ ମୋଟ ବଢାଇ ଥିଲେ ବୋଲି କହିଥିଲେ । ଅଭିନେତ୍ରୀଙ୍କ ବନ୍ଧୁ ପୂର୍ବରୁ ତିନୋଟି ଛୁଆର ପିତା ଅଟନ୍ତି । ସେ ଅଷ୍ଟ୍ରେଲିଆ ବହୁତ ଚର୍ଚିତ ଫୋଟଗ୍ରାଫର ଅଟନ୍ତି । ଦୁଇଜଣ ସାଥି ହୋଇ ବହୁ ରୋମାଣ୍ଟିକ ଫୋଟ ମଧ୍ୟ ସେୟାର କରିଛନ୍ତି । ଇଲିଆନାର ବଏ ଫ୍ରେଣ୍ଡ ବିଷୟରେ ଜାଣି ସୋସିଆଲ ମିଡିଆର ୟୁଜର୍ସ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *