ଆଜି ଏହି ଲେଖାରେ ଆମେ ଆଜି କହିବୁ ବ୍ରହ୍ମା କଣ ପାଇଁ ନିଜ ଝିଅ ସରସ୍ବତୀଙ୍କ ସହିତ ବିବାହ ଆସନ୍ତୁ ଜାଣିବା । ସରସ୍ଵତୀ ପୁରାଣ ଅନୁସାରେ ସୃଷ୍ଟି ରଚନା କରିବା ସମୟରେ ବ୍ରହ୍ମା ନିଜ ବୀର୍ଯ୍ୟରୁ ସରସ୍ଵତୀଙ୍କୁ ଜନ୍ମ ଦେଇଥିଲେ । ଶେଥି ପାଇଁ ଏମିତି କୁହାଯାଏକି ସରସ୍ଵତୀଙ୍କର କେହି ମା ନାହାନ୍ତି କେବଳ ପିତା ବ୍ରହ୍ମା ଥିଲେ । ସରସ୍ଵତୀଙ୍କୁ ବିଦ୍ୟାର ଦେବୀ ବୋଲି କୁହାଯାଇଥାଏ । ବିଦ୍ୟାର ଏହି ଦେବୀ ବହୁତ ସୁନ୍ଦର ଓ ଆକର୍ଷକ ଥିଲେ । ସ୍ଵୟଂ ବ୍ରହ୍ମା ମଧ୍ୟ ସରସ୍ବତୀଙ୍କ ଆକର୍ଷଣରୁ ନିଜକୁ ବଞ୍ଚାଇ ରଖିପାରିଲେ ନାହିଁ ।
ତାଙ୍କୁ ନିଜର ଅର୍ଦ୍ଧାଙ୍ଗିନୀ ବନେଇବା ପାଇଁ ବିଚାର କରିଥିଲେ । ସରସ୍ଵତୀ ତାଙ୍କର ପିତାଙ୍କର ଏହି ମନୋଭାବନକୁ ଯାନୀ ସରସ୍ଵତୀ ଚୃଦିଗରେ ଲୁଚିବାର ପ୍ରୟାସ ମଧ୍ୟ କରିଥିଲେ । କିନ୍ତୁ ତାଙ୍କର ସବୁ ପ୍ରୟାସ ବେକାରରେ ଯାଇଥିଲା । ଶେଥି ପାଇଁ ବାଧ୍ୟ ହୋଇକି ନିଜ ପିତାଙ୍କ ସହିତ ବିବାହ କରିବାକୁ ପଡିଥିଲା ।
ମା ସରସ୍ଵତୀ ପାଖା ପାଖି ସହେ ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ସ୍ଵାମୀ ସ୍ତ୍ରୀ ଭାବରେ ରହୁଥିଲେ । ଦୁଇଜଣଙ୍କର ଗୋଟେ ପୁତ୍ର ମଧ୍ୟ ହୋଇଥିଲା ଯାହାର ନାମ ମନୁ ରଖାଯାଇଥିଲା । ଏହାର ଓଲଟା ପୁରାଣ ଅନୁସାରେ ବ୍ରହ୍ମାଙ୍କର ପାଞ୍ଚଟି ମୁଣ୍ଡ ଥିଲା କୁହାଯାଏକି ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କଲେ ସେ ଏହି ପୁରା ବ୍ରମହାଣ୍ଡରେ ପୁରା ଏକେଲା ଥିଲେ । ସେ ନିଜ ମୁଖ ଦ୍ଵାରା ସରସ୍ବତୀଙ୍କୁ ଉତ୍ପନ କରିଥିଲେ ।
ବ୍ରହ୍ମା ନିଜର ବନାଇଥିବା ରଚନା ସରସ୍ଵତୀଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଓ ଲଗାତର ତାଙ୍କ ଉପରେ ଦ୍ରୁଷ୍ଟି ରଖିଥିଲେ । ବ୍ରହ୍ମାଙ୍କ ଦୃଷ୍ଟିରୁ ବଞ୍ଚିବା ପାଇଁ ସରସ୍ଵତୀ ଚାରି ଦିଗରେ ଲୁଚି ରହୁଥିଲେ । କିନ୍ତୁ ସେ ବ୍ରହ୍ମାଙ୍କ ଠାରୁ ବଞ୍ଚିପାରିଲେ ନାହିଁ । ସେଥିପାଇଁ ସରସ୍ଵତୀ ଆକାଶରେ ଯାଇ ଲୁଚି ଯାଇଥିଲେ କିନ୍ତୁ ବ୍ରହ୍ମା ତାଙ୍କର ପଞ୍ଚମ ମୁଣ୍ଡ ଦ୍ଵାରା ତାଙ୍କୁ ଆକାଶରୁ ମଧ୍ୟ ଖୋଜିକି ବାହାର କରିଥିଲେ । ତାଙ୍କୁ ସୃଷ୍ଟି ରଚନାରେ ସାହାର୍ଯ୍ୟ କରିବା ପାଇଁ ନିବେଦନ କରିଥିଲେ ।
ସରସ୍ଵତୀଙ୍କୁ ବିବାହ କରିବା ଦ୍ଵାରା ସର୍ବ ପ୍ରଥମ ମନୁର ଜନ୍ମ ହୋଇଥିଲା । ବ୍ରହ୍ମା ଓ ସରସ୍ଵତୀଙ୍କ ଏହି ସନ୍ତାନ ମନୁକୁ ପୃଥିବୀରେ ଜନ୍ମ ନେଇଥିବା ପ୍ରଥମ ମାନବ କୁହାଯାଇଥାଏ । ଯଦି ଏହି ଲେଖାଟି ଭଲ ଲାଗିଥିବା ଲାଇକ ଓ ସେଯାର କରନ୍ତୁ ଓ କମେଣ୍ଟ ମାଧ୍ୟମରେ ଲେଖାଟି କେମିତି ଲାଗିଲା ତାର ମତାମତ ଦେବେ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।