ଏହି କାରଣ ପାଇଁ ବ୍ରାହ୍ମଣ ମାନେ ଖାଆନ୍ତି ନାହିଁ ପିଆଜ-ରସୁଣ, ଜାଣନ୍ତୁ ଏହାର କାରଣ? ଜାଣିଲେ ଆପଣ ବି ଖାଇବା ଛାଡିଦେବେ ଏହି ସବୁ

ଆମେ ଏକ କାହାଣୀ କହିବାକୁ ଯାଊଛୁ । ସବୁ ଜାଣିଛନ୍ତି କି ବ୍ରାହ୍ମଣ ପିଆଜ ରସୁଣ ସେବନ କରନ୍ତି ନାହିଁ । ଏହା ପଛରେ ଏକ କାରଣ କୁହାଯାଇଛି । ଏହାର ଅସଲ କାରଣ ହେଲା ଯାହା ଆପଣଙ୍କୁ ଆମେ କହିବୁ । ଆସନ୍ତୁ ଜାଣିବା କଣ ପାଇଁ ବ୍ରାହ୍ମଣ ମାନେ ରସୁଣ-ପିଆଜକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଶାସ୍ତ୍ରନୁସାରେ ଏହି କଥାର ଅସଲ କାରଣ କୁହାଯାଇଛି । କେଉଁ କାରଣରୁ ବ୍ରାହ୍ମଣ ମାନେ ଏହି ସବୁ ଜିନିଷର ସେବନ କରନ୍ତି ନାହିଁ ।

Image Courtesy: Google

ସମୁଦ୍ର ମନ୍ଥନ ସମୟରେ ଯେବେ ଅମୃତ କଳସ ବାହାରିଥିଲା । ତେବେ ବିଷ୍ଣୁ ଭଗବାନ ସମସ୍ତ ଦେବତାଙ୍କୁ ଅମର ହେବା ପାଇଁ ଅମୃତ ବାଣ୍ଟୁଥିଲେ । ସେହି ସମୟରେ ରାହୁ ଓ କେତୁ ନାମକ ଦୁଇ ରାକ୍ଷସ ତାଙ୍କ ମଧ୍ୟରେ ଆସି ବସିଗଲେ  ଓ ଭୁଲ୍ ବଶତଃ ସେମାନେ ଅମୃତ ପିଇଦେଇଥିଲେ । କିନ୍ତୁ ଯେମିତି ଦେବତାଙ୍କୁ ଏହା ଆଭାଷ ମିଳିଲା । ସେମାନେ ତୁରନ୍ତ ବିଷ୍ଣୁ ଭଗବାନଙ୍କୁ ଏହି ବିଷୟରେ ଶୁଣାଇଲେ । ତାପରେ ବିଷ୍ଣୁ ଭଗବାନା ସୁଦର୍ଶନ ଚକ୍ର ଦ୍ୱାରା ସେହି ରାକ୍ଷାସଙ୍କର ମୁଣ୍ତକୁ ଶରୀରରୁ ଅଲଗା କରିଦେଲେ ।

Image Courtesy: Google

ମୁଣ୍ତରୁ ଶରୀର ଅଲଗା ହେବା ପରେ ତାଙ୍କ ମୁହଁର ଭିତରେ ଅମୃତର କିଛି ବୁନ୍ଦା ଚାଲିଯାଇଥିଲା । ଏମିତିରେ ରାକ୍ଷାସଙ୍କ ମୁଣ୍ତ ଅମର ହୋଇଗଲା । କିନ୍ତୁ ସବୁ ନଷ୍ଟ ହୋଇଗଲା । କିନ୍ତୁ ଯେବେ ବିଷ୍ଣୁ ଜୀ ତାଙ୍କ ଉପରେ ପ୍ରହାର କଲେ । ତେବେ କିଛି ରକ୍ତର ବୁନ୍ଦା ତଳେ ଗଳିପଡିଥିଲା ଓ ସେହି ରକ୍ତରୁ ପିଆଜ ଓ ରସୁଣ ଜନ୍ମ ନେଇଥିଲେ । ଯାହା କାରଣରୁ ଏହାକୁ ମୁହଁରେ ଲଗାଇଲେ ଦୂର୍ଗନ୍ଧ ଆସିଥାଏ ।

Image Courtesy: Google

ରାକ୍ଷସମାନଙ୍କ ରକ୍ତରୁ ପିଆଜ ଓ ରସୁଣର ଉତ୍ପତ୍ତି ହୋଇଥିଲା । ଯାହା କାରଣରୁ ବ୍ରାହ୍ମଣମାନେ ଏହାର ସେବନ କରନ୍ତି ନାହିଁ । କାରଣ ତାଙ୍କର ମାନିବା କଥା କି ପିଆଜ ଓ ରସୁଣ ରାକ୍ଷାସଙ୍କ ବାସ ଅଛି ।

ଫୁଡ୍ କ୍ୟାଟୋଗାରିଜେସନ୍ : ଆୟୁର୍ବେଦରେ ଖାଦ୍ୟ ପଦାର୍ଥ ଗୁଡିକୁ ତିନିଟି ଶ୍ରେଣୀରେ ବଣ୍ଟାଯାଈଛି- ସ୍ୱାତ୍ତିକ, ରାଜସିକ, ତାମାସିକ, ମାନସିକ ସ୍ଥିତିର ଆଧାରରେ ଏହାକୁ ଆମେ ଏହିପରି ବାଣ୍ଟି ପାରିବା ।

ସ୍ୱାତ୍ତିକ : ଶାନ୍ତି, ପବିତ୍ରତା ଓ ମନର ଶାନ୍ତି ଯେପରି ଗୁଣ ।

ରାଜସିକ ; ମନରେ ଇଚ୍ଛା ଓ ଖୁସି ହେବାର ଯେପରି ଗୁଣ ।

ତାମସିକ : କ୍ରୋଧ, ଲୋଭ, ଅହଂକାର ଓ ବିନାଶ ପରି ଯେପରି ଗୁଣ ।

Leave a Reply

Your email address will not be published. Required fields are marked *