କାହିଁକି ଶ୍ରାଦ୍ଧ ରେ ବ୍ରାହ୍ମଣ ମାନଙ୍କୁ ଭୋଜନ ଦିଆଯାଏ ? ଏହା ପଛରେ ଅଛି ଏକ ରହସ୍ୟ – ନିଶ୍ଚୟ ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ ଏହି ପିତୃପକ୍ଷ ରେ ଆପଣ କେମତି ନିଜର ପିତୃପୁରୁଷଙ୍କୁ ଶାନ୍ତି କରାଇବେ ଓ ଏଥି ପାଇଁ କଣ କରିବେ । ତେବେ ଶ୍ରାଦ୍ଧ କଲେ ବ୍ରାହ୍ମଣ ମାନଙ୍କୁ ଭୋଜନ ଦେବା ଆମର ପରମ୍ପରାରେ ଅଛି । କିନ୍ତୁ କଣ ଆପଣ ଜାଣିଛନ୍ତି କାହିଁକି ଶ୍ରାଦ୍ଧ ରେ ବ୍ରାହ୍ମଣ ମାନଙ୍କୁ ଭୋଜନ ଦିଆଯାଏ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ଯାହା ଦ୍ଵାରା ଆପଣ ନିଜର ପିତୃ ପୁରୁଷଙ୍କୁ ଭଲଭାବେ ସ୍ରାଦ ଦେଇ ତାଙ୍କ ଆତ୍ମାକୁ ଶାନ୍ତି ଦେଇ ପାରିବେ ।

ତେବେ ଶ୍ରାଦ୍ଧ ରେ ବ୍ରାହ୍ମଣଙ୍କୁ ଖୁଆଇବା ବହୁତ ପୂଣ୍ୟ ର କାମ ଆଉ ଏହା ଏକ ଜରୁରୀ ପରମ୍ପରା ଅଟେ । ଏମିତି କୁହଯାଏ କି ବ୍ରାହ୍ମଣ ଭୋଜନ ନ ଦେଲେ କରିଥିବା ଧର୍ମ କର୍ମ ପୂର୍ଣ୍ଣ ହୁଏ ନାହିଁ । ଧର୍ମ ଗ୍ରନ୍ଥ ଅନୁସାରେ ଏମିତି ମାନ୍ୟତା ଅଛି କି ବ୍ରାହ୍ମଣ ଦ୍ଵାରା କରାଯାଇଥିବା ଭୋଜନ ସିଧା ପିତୃ ପୁରୁଷଙ୍କୁ ପହଞ୍ଚ । ଏମିତି ମନାଯାଏ କି ବ୍ରାହ୍ମଣଙ୍କ ସହ ପିତୃ ଵି ଖାଉଛନ୍ତି ସେଇଥିପାଇଁ ବ୍ରାହ୍ମଣଙ୍କୁ ନ ଖୁଆଇଲେ କର୍ମ ପୁରା ହୁଏନି ।

ପ୍ରାଚୀନ କାଳରୁ ହିଁ ବ୍ରାହ୍ମଣ ମାନଙ୍କୁ ବେଦଜ୍ଞ ଆଉ ଗୁରୁ କୁହାଯାଏ, କାହିଁକିନା  ସିଏ ହିଁ ଅନ୍ୟଙ୍କୁ  ଜ୍ଞାନ ଅର୍ପଣ କରୁଥିଲେ । ଗୁରୁ ର ସମ୍ମାନ ତାଙ୍କୁ ଦିଆଯାଉଥିଲା । ସେଇଥିପାଇଁ ବିଦ୍ଵାନ ଗୁରୁଙ୍କୁ ସବୁ ସମ୍ମାନ ସହ ଶ୍ରଦ୍ଧା ରେ ଖୁଆନ୍ତି, ସନ୍ତୁଷ୍ଟ ହୋଇ ପିତୃ ଵି ଆଶୀର୍ବାଦ ଦିଅନ୍ତି ବୋଲି ମାନ୍ୟତା ଅଛି । ଘର ସୁଖ ସମୃଦ୍ଧିରେ ପୁରୀ ରହୁ ବୋଲି ଆଶୀର୍ବାଦ ଦିଅନ୍ତି ।

ମାନନ୍ତି କି ବ୍ରାହ୍ମଣଙ୍କୁ ଖୁଆଇଲା ପରେ ତାଙ୍କୁ ସମ୍ମାନ ସହ ଘର ଦୁଆର ରେ ଛାଡିକି ଆସନ୍ତି କହିଁକି ନା ମାନ୍ୟତା ଅଛି କି ବ୍ରାହ୍ମଣ ସହ ପିତୃ ଵି ବିଦାୟ ନିଅନ୍ତି ଆଉ ଘର କୁ ବୋହୁତ ଆଶୀର୍ବାଦ ଦିଅନ୍ତି । ପିତୃ ପ୍ରଶନ୍ନ ପାଇଁ ବ୍ରାହ୍ମଣଙ୍କୁ ପ୍ରସନ୍ନ କରାଯାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *