ବ୍ରେକପର ୩ ମାସ ପରେ ଘରୁ ବାହାରିଲେ ଏହି ଅଭିନେତ୍ରୀ, ଦେଖନ୍ତୁ ଫୋଟୋ

ଇଲିୟାନା ବରଫି ଫିଲ୍ମ ଜରିଆରେ ବଲୀଉଡ ଜଗତରେ ପାଦ ଥାମି ଥିଲେ । ଇଲିୟାନା ତାଙ୍କ ସମ୍ପର୍କକୁ ନେଇକି ବହୁତ ଚର୍ଚ୍ଚାରେ ରୁହନ୍ତି । ଇଲିୟାନା ଗତ କିଛି ବର୍ଷ ଧରି ଅଷ୍ଟ୍ରେଲିଆନ ଫଟୋଗ୍ରାଫର ଆଣ୍ଡ୍ରୟୂ ନିବୋନଙ୍କୁ ଡେଟ କରୁଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ବିବାହ ଖବର ମଧ୍ୟ ଆସିଥିଲା । ତାପରେ ଶୁଣିବାକୁ  ମିଳିଥିଲା ଯେ ଇଲିୟାନା ଗର୍ଭବତୀ ମଧ୍ୟ  ଅଛନ୍ତି । ଏବେ କିଛି ଦିନ ତଳୁ ଶୁଣିବାକୁ ମିଳିଥିଲା ଯେ ଇଲିୟାନା ଓ ଆଣ୍ଡ୍ରୟୂଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି ।

ଇଲିୟାନା ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଏବଂ ଫଟୋ ଶେୟାର କରନ୍ତି । ଏବେ ଇଲିୟାନାଙ୍କ ଆକାଉଣ୍ଟରେ ଆଣ୍ଡ୍ରୟୂଙ୍କ ଗୋଟେ ବି ଫଟୋ ନାହିଁ, ଇଲିୟାନା ଆଣ୍ଡ୍ରୟୂଙ୍କ ସବୁ ଫଟୋ ଡ଼ିଲିଟ କରିଦେଇଛନ୍ତି ।

ଆମେ ଯାହା ଜାଣିବାକୁ ପାଇଲୁ ଯେ ଉଭୟଙ୍କ ମଧ୍ୟରେ ବ୍ରେକପ ହୋଇଯାଇଛି । ଉଭୟଙ୍କ ମଧ୍ୟରୁ କେହି ସମାଧାନ କରିବାକୁ ପ୍ରସ୍ତୁତ ନୁହଁନ୍ତି ।  ଇଲିୟାନା ତାଙ୍କ ସମ୍ପର୍କକୁ  କେବେବି ଅଫିସିଆଲ କରିନଥିଲେ । କିନ୍ତୁ ଇଲିୟାନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଆଣ୍ଡ୍ର୍ୟୁଙ୍କୁ ‘ହବି’ ଲେଖିଥିଲେ।

ଏବେ କିଛି ଦିନ ପୂର୍ବରୁ ଇଲିୟାନାଙ୍କୁ  ବାନ୍ଦ୍ରାର ରାସ୍ତା ଉପରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଇଲିୟାନା ବ୍ରେକପର ୩ ମାସ ପରେ ବାହାରକୁ ବାହାରିଥିବାର ଶୁଣିବାକୁ ମିଳିଥିଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *