୧ ସେପ୍ଟେମ୍ବରରୁ ଖୋଳିପାରେ ସ୍କୁଲ, କେମିତି ଓ କେତେବେଳେ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର

ପୂର୍ବ ଚାରି ମାସରୁ ସ୍କୁଲ କଲେଜ ବନ୍ଦ ରହିଛି । ପିଲାମାନଙ୍କୁ ଅନ ଲାଇନ ଶିକ୍ଷା ଦିଆଯାଉଛି । କେନ୍ଦ୍ର ସରକାର ସହିତ ତମାମ ରାଜ୍ୟ ସରକାରରଙ୍କୁ ଏହୁ କଥାର  ଚିନ୍ତା ରହିଛି ସ୍କୁଲ ଓ କଲେଜ ଖୋଲିବାର । ସେଥିପାଇଁ ଲଗାତର ଯୋଜନା ବନାଯାଉଛି । ଅନଲାଇନ ଶିକ୍ଷାକୁ ନେଇ ଚିନ୍ତା କରାଯାଉଚିକି ପିଲାମାନଙ୍କ ସ୍କ୍ରିନ ଟାଇମ ବେସୀ ବଢୁଛି, ଯାହାକି ତାଙ୍କ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇ ପାରେ । ଏହାକୁ ଆଖି ଆଗରେ ରଖି ଶିକ୍ଷା ମନ୍ତ୍ରାଳୟ ସ୍କ୍ରିନ ଟାଇମର ସୀମିତ କରିବାକୁ ନେଇ ଗାଇଡ ଲାଇନ ଜାରି କରିଛନ୍ତି ।

୧ ସେପ୍ଟେମ୍ବରରେ ସ୍କୁଲ ଖୋଲିବା ପାଇଁ ନିଆଯାଇଛି ନିସ୍ପତି

ସ୍କୁଲ ଖୋଲିବାକୁ ନେଇ ସରକାର ବଡ ନିସ୍ପତି ନେଇଛନ୍ତି । ସରକାର ୧ ସେପ୍ଟେମ୍ବରରେ ସ୍କୁଲ ଖୋଲିବାକୁ ନେଇ ଆରମ୍ଭରେ ବହୁତ ଯୋଜନା ବନେଇଛି ।  ଅନ୍ତିମ ନିସ୍ପତି କେନ୍ଦ୍ର ସରକାର ଓ ଶିକ୍ଷା ମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମାଙ୍କ ନିର୍ଦେଶ ଅନୁସାରେ ହେବ ।

ସବୁ ଶିକ୍ଷକ ଓ କର୍ମଚାରୀଙ୍କ କରିବାକୁ ହେବ କୋରୋନା ଟେଷ୍ଟ

ଗୋଟେ ପ୍ରେସ ମିଟିଙ୍ଗରେ ମନ୍ତ୍ରୀ କହିଛନ୍ତି ସ୍କୁଲର ସବୁ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ କୋରୋନା ପରୀକ୍ଷା କରିବାକୁ ହେବ ।  ଓ ଶିକ୍ଷା ସ୍ୱାସ୍ଥ୍ୟ ବିଭାଗ ପରୀକ୍ଷାକୁ ନେଇ ନିଜ ଭିତରେ ସାହାର୍ଯ୍ୟ କରିବେ । ପରୀକ୍ଷା ୨୩ ରୁ ୩୦ ଅଗଷ୍ଟ ଭିତରେ କରାଯିବ ।

Image Courtesy: Google

ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ସ୍କୁଲ ବନ୍ଦ ରହିବ

ଶର୍ମା କହିଛନ୍ତି, ଆମେମାନେ ସ୍କୁଲ ଖୋଲିବାର ଯୋଜନା କରିଛୁ କିନ୍ତୁ ଏହା ବିଷୟରେ ପ୍ୟାରେଣ୍ଟ ଓ ଅନ୍ୟ ଲୋକ ମାନଙ୍କ ସହିତ ଆଲୋଚନା କରାଯିବ । ଓ କେନ୍ଦ୍ର ସରକାର ନିର୍ଦେଶ ଅନୁସାରେ ଏହାକୁ ଲାଗୁ କରାଯିବ . ସେ କହିଛନ୍ତିକି ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ମାନଙ୍କ ସ୍କୁଲ ବନ୍ଦ ରହିବ। ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ଖୋଲାଯାଗରେ ଚଲାଯିବ । ଶ୍ରେଣୀକୁ ୧୫ ଟି ପିଲାଙ୍କୁ ନେଇ ହେବ ବଣ୍ଟା ଜୀବ ଓ କେବଳ ଏତିକି ପିଲା ଶ୍ରେଣୀରେ ଯୋଗ ଦେଇ ପାରିବେ ।

Image Courtesy: Google

ନବମ ଓ ଦଶମ ପାଇଁ ଦୁଇଦିନ ଚାଲିବ କ୍ଲାସ

ନବମ ଓ ଦଶମ ପିଲା ସପ୍ତାହରେ ଦୁଇଦିନ କ୍ଲାସ କରିବେ । ଗୋଟେ ଥରେ କେବଳ ୧୫ ଜଣ ଛାତ୍ର ଉପସ୍ଥିତି ରହିବେ । ସେ କହୁଛନ୍ତି ଚେଷ୍ଟା କରିବୁକୀ ବହୁତ ପିଲାମାନଙ୍କ ଭିତରେ ଦୂରତା ରଖିବା ପାଇଁ । ସେଥିପାଇଁ ସ୍କୁଲରେ ଶିଫ୍ଟ ସିସ୍ଟମକୁ ବିକଶିତ କରିବା ପାଇଁ । ଗୋଟିଏ କ୍ଲାସର ପିଲା ଗୋଟିଏ ସମୟରେ ହିଁ ଆସିବେ ।

Leave a Reply

Your email address will not be published. Required fields are marked *