ସୁଶାନ୍ତ ସିଂହ ରାଜପୁତ ଭାଇରାଲ ଭିଡିଓ- ଦେଖନ୍ତୁ ରିୟା ତାଙ୍କ ସହ କଣ କରୁଛନ୍ତି…

ଜୁନ ୧୪ ରେ ସୁଶାନ୍ତ ସିଂହ ରାଜପୁତ ତାଙ୍କ ବାନ୍ଦ୍ର ସ୍ଥିତ ଘରେ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି କୁହାଯାଉ ଥିଲା । ଆତ୍ମହତ୍ୟା କି  ହତ୍ୟା ତା ବିଷୟରେ ସିବିଆଇ ଯାଞ୍ଚ କରୁଛି । ବର୍ତମାନ ବହୁତ ଭଲଭାବରେ ସିବିଆଇ ଯାଞ୍ଚ ଚାଲିଛି । ସିବିଆଇ ସବୁ ଜିନିଷକୁ ବହୁତ ଭଲ ଭାବରେ ଆନାଲାଇଜ କରୁଛି । କିନ୍ତୁ ଏବେ ସୁଶାନ୍ତ ସିଂହ ରାଜପୁତଙ୍କର ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆସନ୍ତୁ ଜାଣିବା ସେହିବିଷୟରେ ଜି ନିଉଜ ସୂତ୍ରରୁ ଦୁଇଟି ଭିଡିଓ ଆସିଛି, ସୁଶାନ୍ତ କେସର ଯାଞ୍ଚ ଦ୍ଵାରା ସୁଶାନ୍ତର ଦୁଇ ଭିଡିଓ ସାମନାକୁ ଆସିଛି । ଏହି ମାମଲା ଏତେ ଆଗକୁ ବଢିଯାଇଛି ଯେ ସେଥିଲାଗି ଏହି ଭିଡିଓ ଦେଖାଯାଇଛି । ଏଠାରେ ପ୍ରଥମ ଭିଡିଓ ରେ ଦୁଇଜଣଙ୍କର ଚାଲିଛି ମାନେ ସୁଶାନ୍ତ ଓ ରିୟା । ରିୟା ଏହି ଭିଡିଓରେ କଣ କରୁଛନ୍ତି ସୁଶାନ୍ତକୁ କଣ ପଚାରୁଛନ୍ତି ।

Image Courtesy: Google

ରିୟା – ତୁମ କାନ କେଉଁ କଲର ଅଟେ ଓ ତୁମେ କେଉଁ କଲର ଅଟ ?

ସୁଶାନ୍ତ – ପିଙ୍କ, ଏହା ପରେ ସେ କହୁଛନ୍ତିକି ୧+୧ =୦ ଅଟେ ମାନେ ସେତାଙ୍କର ବାଇନାରି କଲ୍କୁନେସନ କରି କହୁଛନ୍ତି ।

କିନ୍ତୁ ରିୟା ତାଙ୍କୁ ଏଠି କହୁଛନ୍ତି କି – ନା ବାବୁ ତୁମେ ନିଜକୁ ଜେରୋ କୁହନି, ଏମିତି କଣ କୁହାଯାଏକି । ତାପରେ ରିୟା ତମେତ ହୀରୋ ଅଟ ବାବା । ପୁଣି ରିୟା କହୁଛନ୍ତିକି ତୁମ ପାପକୁ ଏହି ଭିଡିଓକୁ ପଠେଇବି କି ? ରୀୟଙ୍କ ଏହିଭଳି କଥାରୁ ଲାଗୁଛିକି ସୁଶାନ୍ତ ବାପଙ୍କୁ ମଧ୍ୟ ତାଙ୍କର ଏହିଭଳି ଅବସ୍ତାର ସୂଚନା ନଥିଲା । ଏହି ଭିଡିଓରେ କେତେ ଜାଗାରେ ସୁଶାନ୍ତର ଆବାଜ ଥରିଲା ଭଳି ଲାଗୁଛି । ଏହାର କାରଣ ଡ୍ରଗ୍ସ ନା ଆଉ କିଛି ରହିଛି ।

Image Courtesy: Google

ପ୍ରଥମ ଭିଡିଓରେ ସୁଶାନ୍ତ ସିଂହ ରାଜପୁତଙ୍କ ହାତରେ ଗୋଟିଏ ବହି ଅଛି, ଯାହାର ନାମ ଅଟେ ଲୋଡେଡ । ଏଠାରେ ରିୟା ପଚାରିଛନ୍ତି କି କଣ କରୁଛ ତମେ ? ସୁଶାନ୍ତ – ଉତ୍ତର ଦେଇଛନ୍ତି କି ଲୋଡେଡ
ଏହି ବହିର ଲେଖିକା ସାରା ନିୟୁକମ ଅଟନ୍ତି ।

Image Courtesy: Google

ଏହି ବହିଟି ଜୀବନରେ ମୂଲ୍ୟକୁ ରଖି ଆଗକୁ ବଢିବାର ଦର୍ଶନ ଉପରେ  ଆଧାରିତ ଅଟେ । ମାନେ ସୁଶାନ୍ତ ଏହି ଅବସ୍ତାରେବି ନିଜର ସ୍ଵପ୍ନକୁ ବଞ୍ଚାଇ ରଖିବାର ପ୍ରୟାସ କରୁଛନ୍ତି । କିନ୍ତୁ ତାଙ୍କର ଏହି ସ୍ଵପ୍ନ ଉପରେ ରିୟା ଚକ୍ରବର୍ତୀର ବଶୀକରଣ ଭାରି ପଡିଲା ଭଳି ଲାଗୁଛି ।

https://youtu.be/Np_WITu3ozw

ଏହି ଭିଡିଓ ଜଣା ପଡୁଛିକି ସୁଶାନ୍ତ ସିଂ ରାଜପୁତଙ୍କୁ କଣ ରିୟା ନିଜ କଣ୍ଟ୍ରୋଲରେ ରଖିଥିଲେ ମାନେ ବଶୀକରଣ କରିଥିଲେ । ଏହି ଦୁଇଟି ଭିଡିଓ ଦେଖିଲାପରେ ଜାଣିପାରିବେ କି କେମିତି ସୁଶାନ୍ତ ଉପରେ ରିୟା ବଶୀକରଣ କରିଥିଲେକି । ଆପଣ ମାନଙ୍କୁ କଣ ଲାଗୁଛି ଏହି ଭିଡିଓ ଦେଖି, ନିଶ୍ଚୟ କମେଣ୍ଟ କରିବେ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *