ଆଜି ସୁଶାନ୍ତ ସିଂହ ଆତ୍ମହତ୍ୟା କେସକୁ ୨ ମାସ ହୋଇଯାଇଛି ତେବେ ବର୍ତମାନ ପର୍ଯ୍ୟନ୍ତ ତାଙ୍କ କେସରେ କୌଣସି ନିଷ୍ପତ୍ତି କରା ଯାଇ ନାହିଁ, ତେବେ ଏହି କେସ ସିବିଆଇକୁ ଦବା ପାଇଁ ସମସ୍ତେ ଅନୁରୋଧ କରିଛନ୍ତି, ବର୍ତମାନ କିଛି ଦିନ ଠାରି ଋଆ ଚକ୍ରବର୍ତୀ ଅଜଣା ଜାଗାରେ ରହୁଛନ୍ତି ଯାହା ଅଡ୍ରେସ କାହାକୁ ଜଣା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଏହି କେସ କୁ ନୂଆ ରାସ୍ତା ଦେଖେଇଛି ।

ଋଆ ଚକ୍ରବର୍ତୀ ସୁଶାନ୍ତ ସିଂହ ଗର୍ଲଫ୍ରେଣ୍ଡଥିଲେ ଓ ସୁଶାନ୍ତ ସିଂହ ମୃତ୍ୟୁ ପର୍ଯ୍ୟନ୍ତ ଦୁହିଙ୍କ ସମ୍ପର୍କ ଥିଲା ଦୁହେଁ ଅଲଗା ହୋଇନଥିଲେ । ତେବେ ଋଆ ଚକ୍ରବର୍ତୀ ଫୋନ ରେକୋର୍ଡ ଅନୁଯାଇ ସୁଶାନ୍ତଙ୍କ ଆତ୍ମହତ୍ୟା ୯ ଦିନ ଆଗରୁ ସେ ଦୁହିଙ୍କ କଥା ହୋଇଥିଲା ଓ ତା ପରେ ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ଋଆ ତାଙ୍କ ରୁମେଟ ବା ସାଙ୍ଗ ମାନଙ୍କୁ ସୁଶାନ୍ତ ଆତ୍ମହତ୍ୟା ବିଷୟରେ ପଚାରିଲେ ନାହିଁ ଓ କିଛି କହିଲେ ନାହିଁ । ତେବେ ଫୋନ ରେକର୍ଡ ଅନୁଯାଇ ଋଆ କେବଳ ସୁଶାନ୍ତ ସିଂହ ମେନେଜର ଶ୍ରୁତି ମୋଦୀ ସହ କଥା ହଉଥିଲେ ଓ ତାଙ୍କ ମଧ୍ୟରେ କିପରି କଥା ଚାଲିଥିଲା ତାହା ବର୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

ପୋଲିସ ଏହି କେସରେ ଆଗକୁ ତଦନ୍ତ ସିବିଆଇକୁ ଦବାକୁ ଯାଉଥିଲା କିନ୍ତୁ ଯେହେତୁ ଆତ୍ମହତ୍ୟା ମୁମ୍ବାଇରେ ହୋଇଛି ଓ ସୁଶାନ୍ତ ବାପା କେସ ପଟନାରେ କରିଛନ୍ତି ଏହାକୁ ନେଇ କୋର୍ଟରେ ଲିଖିତ ଦିଆ ଯାଇଛି ଯାହା ଦ୍ଵାରା କେସ ସିବିଆଇକୁ ଦିଆ ଯାଉ ତେବେ ଋଆ ଚକ୍ରବତୀ ଓକିଲ ଏହା ଲିଖିତ ଦେଇଛନ୍ତି ଯେ ଆତ୍ମହତ୍ୟା ମୁମ୍ବାଇରେ ହୋଇଛି ସେଥିପାଇଁ କେସ ମୁମ୍ବାଇ ପୋଲିସକୁ ଦିଆ ଯାଉ ନା କି ପଟନା ପୋଲିସକୁ ତେବେ ଏହି ବାଦ ବିବାଦ ଉପରେ ବର୍ତମାନ କିଛି ନିଷ୍ପତ୍ତି କରା ଯାଇ ନାହିଁ । ତେବେ ଏହି କେସ ପାଇଁ ସଞ୍ଜୟ ହେକଡେ ଓକିଲଙ୍କୁ କିଛି ପ୍ରଶ୍ନ ପଚରା ଗଲା ଯାହା ଉତ୍ତରରେ ସେ କହିଲେ, ଆଗ ଏଫଆଇଆର ମୁମ୍ବାଇରେ କରିବା ଉଚିତଥିଲା ଏହା ଛଡା ବିନା କୌଣସି ସବୁତ କାହାକୁ କ୍ରୀମିନଲ କହିବା ଉଚିତ ନୁହ ।

ତେବେ ସଞ୍ଜୟ ହେକଡେ କହିବା ଅନୁଯାଇ ଯଦି ଏହା ପୃଭ ହାଉଛି ଯେ ସୁଶାନ୍ତକୁ ମେଣ୍ଟଲି ପ୍ରେସର ଦିଆ ଯାଉଥିଲା ତେବେ ଏହା ବହୁତ ବଡ କ୍ରାଇମ ଅଟେ କିନ୍ତୁ ଯଦି ସେ ନିଜ ଅସୁବିଧା ପାଇଁ ଆତ୍ମହତ୍ୟା କରିଛନ୍ତି, ତେବେ ଏହା କ୍ରାଇମ ନୁହ । ସଞ୍ଜୟ ହେକଡେ କହିବା ଅନୁଯାଇ ଯେଉଁ ପର୍ଯ୍ୟନ୍ତ ଏହା ସାବ୍ୟସ୍ତ ହୋଇ ନାହିଁ ଯେ ସୁଶାନ୍ତ ସିଂହ ମୃତ୍ୟୁ କାରଣ କଣ ଥିଲା ସେ ପର୍ଯ୍ୟନ୍ତ କେହି ଦୋଷୀ ନାହାନ୍ତି କିନ୍ତୁ ଅନ୍ୟ ଲୋକ ଏହାର ବିରୋଧ କରିବାର ଦେଖା ଯାଇଥିଲେ ।
ତେବେ ଋଆ ଚକ୍ରବର୍ତୀ ଫୋନ କଲ ଅନୁଯାଇ ସେ ସୁଶାନ୍ତ ସିଂହ ସହ ୯ ଦିନ କଥା ହୋଇନଥିଲେ ଓ ଏହା ଜାଣିବା ପାଇଁ ମଧ୍ୟ ଚେଷ୍ଟା କରିନଥିଲେ ଯେ ସୁଶାନ୍ତ କେମିତି ଅଛନ୍ତି ଓ ପୋଲିସ ଏହା ମଧ୍ୟ ପ୍ରଶ୍ନ କରୁଛି ଯେ ସୁଶାନ୍ତ ମେନେଜର ସହ ଋଆର କି କାମ ଥିଲା ଯାହା କାରଣରୁ ସେ ଶ୍ରୁତି ସହ ଏତେ କଥା ହୋଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।