ବୃହସ୍ପତି ଚଳିବେ କୁମ୍ଭ ରାଶିକୁ, ମହା ଭବିଷ୍ୟବାଣୀ, 5ଟି ରାଶିର ଶୁଭ…. 7ଟି ରାଶି ରୁହନ୍ତୁ ସାବଧାନ!

ଦେବ ଗୁରୁ ବୃହସ୍ପତି ଆସନ୍ତା ନଭେମ୍ବର ମାସରେ କୁମ୍ଭ ରାଶିରେ ଚଳନ କରିବେ । ବୃହସ୍ପତି ହେଉଛନ୍ତି ନ୍ୟାୟ, ବ୍ୟବସାୟ, ଲାଭକ୍ଷତି ଶାସନକୁ ପ୍ରଭାବିତ କରୁଥିବା ଗ୍ରହ । ଜନ୍ମ ରାଶି କୁଣ୍ଡଳୀରେ ନବମ, ଏକାଦଶ, ଦିତୀୟ, ପଞ୍ଚମ ସ୍ଥାନ ପାଇଁ ଗୁରୁ ଶୁଭ ଫଳ କାରକ ଅଟନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଗୁରୁଙ୍କର କୃପା ରହିଛି ସେମାନେ ଧାର୍ମିକ, ବୁଦ୍ଧିମାନ ହେବା ସହ କଠିନ ପରିସ୍ଥିତିରେ ଖାପଖୁଆଇ ଚାଲିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବୃହସ୍ପତି ଚାଳନ ଯୋଗୁ କୁମ୍ଭ ରାଶିରେ କେଉଁ ସବୁ ରାଶିରେ ପରିବର୍ତ୍ତନ ହେବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ ।

ମେଷ ରାଶି : ଏହି ରହସିର ବ୍ୟକ୍ତିଙ୍କ ପାଇଁ ବୃହସ୍ପତି କୁମ୍ଭ ରାଶିକୁ ଚଳନ ଅତ୍ଯନ୍ତ ଶୁଭ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ଏହି ସମୟରେ ଉତ୍ତମ ସଫଲାତ ହାସଲ କରିବେ । ସନ୍ତାନ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଦାଂପତ୍ଯ ଜୀବନରେ ସନ୍ତାନ ପ୍ରାପ୍ତ ହେବ ।

ବୃଷ ରାଶି : ଏହି ରାଶିଙ୍କ ପାଇଁ ବୃହସ୍ପତିଙ୍କ ଚଳନ ଶୁଭ ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ନୂଆ ପଦ ପାଇବେ । ନୂଆ କାମର ଆରମ୍ଭ କରିବ । ଉଚ୍ଚ ଅଧିକାରୀ ଆପଣଙ୍କର କାମର ପ୍ରଶଂସା କରିବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଭାଇ ଭଉଣୀଙ୍କ ସହ ସମୟ ଭଲ ରହିବ । ଯଦି ଆପଣ ବିଦେଶକୁ ଯିବାକୁ ଚାହୁଁଛନ୍ତି ତେବେ ଯାଇ ପାରିବେ ।

କର୍କଟ ରାଶି : ଆପଣ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ବେପାର କ୍ଷେତ୍ରରେ ସଫଳ ହେବେ । ଆକସ୍ମିକ ଭାବେ ଧନ ଲାଭ କରିବେ । ଚାକିରି କ୍ଷେତ୍ରରେ ପ୍ରୟାସ କରୁଥିଲେ ଉତ୍ତମ ଖବର ଶୁଣିବାକୁ ପାଇବେ ।

ସିଂହ ରାଶି : ଆପଣଙ୍କ ଗୃହରେ ବିବାହ ଯୋଗ ହେବା ସହ ମାଙ୍ଗଳିକ କାର୍ଯ୍ୟ ହେବ । ଧାନ ଲାଭ ହେବ । ସମାଜରେ ଆପଣଙ୍କର ମାନ ସମାନ ପ୍ରାପ୍ତ ହେବ ।

କନ୍ୟା ରାଶି : ଆପଣ ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଆପଣଙ୍କର ଶାରୀରିକ ଚାପର ସାମନା କରିବାକୁ ପଡିବ ।

ତୁଳା ରାଶି : ଆପଣ ବିବାହ ସମ୍ଭଧିତ ସୁଖଦ ସମ୍ବାଦ ପାଇବେ । ବ୍ୟବସାୟରେ ଲାଭ ମିଳିବ । ସନ୍ତାନ ମାନଙ୍କ ଠାରୁ ଖୁସି ଖବର ଶୁଣିବାକୁ ପାଇବେ ।

ବିଛା ରାଶି : ପରିବାର ସହ ଆପଣ ଭଲ ସମୟ ଅତିବାହିତ କରିବେ । ଚାକିରି କ୍ଷେତ୍ରରେ ନୂଆ ଚୁକ୍ତି ପାଇଁ ଯୋଗ ରହିଛି ।

ଧନୁ ରାଶି : ଆପଣ ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ । ଧାନ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ ।

ମକର ରାଶି : ଆପଣ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଜୀବନ ସାଥିଙ୍କ ସହ ମନାନ୍ତର ହୋଇପାରେ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ସମୟ ଶୁଭ ରହିବ । ବିବାହରେ ବାଧା ସୃଷ୍ଟି ହେବ । ବାଣିଜ୍ୟରେ ଅସୁବିଧା ହୋଇପାରେ ।

ମୀନ ରାଶି : ଆପଣଙ୍କର ସମୟ ଭଲ ରହିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ତେଣୁ ସତର୍କ ରୁହନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *