Special Report: ବୃଦ୍ଧା ବାପା ମାଆଙ୍କ ସହ ପୁଅ ମାନେ କଲେ ଏହି ଅ-ମା-ନ-ବୀ-ୟ କାମ, ବୃଦ୍ଧା ଜଣଙ୍କ କାନ୍ଦି କାନ୍ଦି କହିଲେ କିଛି ଏମିତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୃଦୟ ବି-ଦା-ର-କ ଦୃଶ୍ୟ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନଙ୍କ ଆଖିରେ ଲୁହ ରହିବ ନାହି । ଏହି ଭି-ଡି-ଓ ରେ ଦୁଇ ଜଣ ସ୍ଵାମୀ ଓ ସ୍ତ୍ରୀ ଯିଏ ନିଜ ଜୀବନର ଶେଷ ସମୟରେ ଆସି ପହଞ୍ଚିଲେଣି ଯାହାଙ୍କର ଦୁଖର କାହାଣୀ କହିଲେ ସରିବ ନାହି ।

ଏହି ଘ-ଟ-ଣାଟି ହେଉଛି କେନ୍ଦ୍ରାପଡା ରାଜକନିକା ନମତରା ଗାଁର ବୃଦ୍ଧ ଦମ୍ପତି ମେଘନାଦ ନାୟକ ଓ ତାଙ୍କ ଶ୍ରୀ ମଣି ନାୟକ ଯିଏ ଏହି ବୟସରେ ଦୁହେଁ ପରସ୍ପରର ସାଥି ହୋଇ ଜୀବନ ଅତିବାହିତ କରୁଛନ୍ତି । ଗତ ୨୦ ବର୍ଷ ହେବ ଏହି ବୃଦ୍ଧ ବାପା ମାଙ୍କୁ ତାଙ୍କ ପୁଅ ମାନେ ଛାଡି ପଳାଇଛନ୍ତି ।

ଏହି ଦମ୍ପତିଙ୍କର ୩ ପୁଅ ମଧ୍ୟରୁ ଜଣେ ନିଜର ମା-ନ-ସି-କ ଭା-ର-ସା-ମ୍ୟ ହ-ରା-ଇ ଥିବାରୁ ତାଙ୍କୁ ପୁରୀରେ ଛାଡି ଦିଆ ଯାଇଛି । ଆଉ ଦୁଇ ପୁଅ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ନିଆ ଶଶୁର ଘରେ ରହୁଛନ୍ତି । ଗତ ୨୦ ବର୍ଷ ହେବ ତାଙ୍କ ପୁଅ ମାନେ ବାପା ମା କେମିତି ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରି ନାହନ୍ତି । ତେଣୁ ଏପରି ପୁଅକୁ ଜନ୍ମ ଦେଇ ନିଜକୁ ଧିକ୍କାର କରୁଛନ୍ତି ଏହି ଦୁଇ ବୃଦ୍ଧ ଦମ୍ପତି ।

ଆଗକୁ ଏମିତି ଏକା ରହି ନିଜର ବାକି ଜୀବନ କ-ଟା-ଇ-ବା-କୁ ଚେଷ୍ଟା ଜାରି ରଖିଛନ୍ତି । ମେଘନାଦ ନାୟକଙ୍କୁ ୯୦ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ୮୦ ବର୍ଷ ହେଲାଣି । ଦୁହେଁ ନିଜର ବୟସ ଅଧିକ ହେବା ସଙ୍ଗେ ସଙ୍ଗେ ଆଖିର ଦ୍ରୁଷ୍ଟିଶକ୍ତି ହ-ରା-ଇ-ଲେ-ଣି । ବର୍ତ୍ତମାନ ଦୁହେଁ ଦୁହିଙ୍କର ସାଥି ହୋଇ ପରସ୍ପର ହାତ ଧରି ଶେ-ଷ ସମୟରେ ବାଟ ଚାଲୁଛନ୍ତି । ପୁଅ ମାନେ ବାପା ମାଙ୍କୁ ଅନାଇଲେ ନାହି । କିନ୍ତୁ ବୃଦ୍ଧା ଜଣକ ନିଜ ସ୍ଵାମୀଙ୍କର ସବୁ କାମ କରୁଛନ୍ତି ।

ତାଙ୍କୁ ଗାଧୋଇ ଦେବା ଠାରୁ ଆରମ୍ବ କରି ଖୁଆଇବା ଯାଏଁ ସବୁ କାମ ବୃଦ୍ଧା ଜଣକ ତାଙ୍କ ସ୍ଵାମୀଙ୍କର କରୁଥିବାର ଏହି ଭି-ଡି-ଓରେ ନଜର ଆସୁଛନ୍ତି । ବୃଦ୍ଧ ଜଣକ ନିଜର ଆଖିର ଦ୍ରୁଷ୍ଟିଶକ୍ତି ହ-ରା-ଇ ଥିବାରୁ ତାଙ୍କ ସ୍ତ୍ରୀ ମଣି ତାଙ୍କର ଆଖି ସାଜି ତାଙ୍କୁ ସାହାରା ଦେଉଛନ୍ତି । ବୃଦ୍ଧା ଜଣକ ଅନ୍ୟ ଘରେ କମ କରି ନିଜର ଭରଣପୋଷଣ କରୁଛନ୍ତି । ଏହି ଦୁଇ ବୃଦ୍ଧ ଦମ୍ପତି ଭଙ୍ଗା ଚଳ ଘରେ କିପରି ଦୁଖ କଷ୍ଟରେ ଯ-ନ୍ତ୍ର-ଣା ଅନୁଭବ କରୁଛନ୍ତି ତାହା ଏହି ଭି-ଡି-ଓରୁ ସ୍ପଷ୍ଟ ଜଣା ପଡୁଛି ।

ଏହି କାହାଣୀରୁ ଏତିକି କୁହା ଯାଇପାରେ ଯେ ଯେତେବେଳେ ପିଲା ମାନେ ନିଜ ବାପା ମାଙ୍କୁ ଛାଡି ଚାଲିଯାନ୍ତି ସେହି ସମୟରେ ଏଭଳି ହୃଦୟ ବି-ଦା-ର-କ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ପରିସ୍ଥିତିରେ ପିଲା ମାନେ ହସ ଖୁସିରେ ରହିବା ବେଳେ ବୃଦ୍ଧ ବାପା ମା ହଇରାଣ ହରକତ ହୋଇଥାନ୍ତି । ଅଭାବରେ ନିଜ ବାପା ମାଙ୍କୁ ଛାଡି ଦେଇ ଏହି ଦୁଇ ଦମ୍ପତିଙ୍କର ପୁଅ ମାନେ ଅଏସ ଆରମରେ ଜୀବନ ବିତାଇବାକୁ ବାହାରି ଯାଇଛନ୍ତି । ଯାହା ଅତି ନିନ୍ଦନୀୟ ଘ-ଟ-ଣା ଅଟେ ।

ବନ୍ଧୁଗଣ ଏହି ଘ-ଟ-ଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *