ବୁଧବାର ଦିନ ଏହି ୩ ଟି ଗୁପ୍ତ କାମ କରି ନିଅନ୍ତୁ, ହୋଇଯିବେ କୋଟିପତି

ସପ୍ତାହର ସବୁଦିନ ଖାସ ହୋଇଥାଏ । ଯଦି ବୁଧବାର ଦିନ କଥା କହିବା ତେବେ ବୁଧବାର ଦିନ ବି ବହୁତ ଖାସ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କେହି ଧନୀ ହେବାକୁ ଚାହୁଁଛନ୍ତି ତେବେ ଲଗାତାର ତିନି ବୁଧବାର ଏହି ଉପାୟକୁ କରନ୍ତୁ । ବୁଧବାର ଦିନ ବୁଧଦେବଙ୍କ ବିଶେଷ ରୂପରେ ପୂଜା ଅର୍ଚନା କରିବା ପରେ ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ସହିତ ଆପଣଙ୍କ ପରିବାର କୌଣସି ବି ବ୍ୟକ୍ତିକୁ ଧନର ଅଭାବ ରହିବ ନାହିଁ ।

ତେବେ ଚାଲାନ୍ତୁ ଜାଣିବା କୋଟିପତି ହେବାର ଉପାୟ । କେବଳ ଏହି ଗୋଟିଏ ମନ୍ତ୍ର ଦ୍ଵାରା ଆପଣଙ୍କ ସବୁ ଇଚ୍ଛା ପୁରା କରିଦେବ । ଆପଣଙ୍କ ଜୀବନରେ ଆସୁଥିବା ସବୁ ବାଧାକୁ ବି ଏହା ଦୂର କରିଦିଏ । ଯଦି ତିନି ବୁଧବାର ବୁଧ ଦେବଙ୍କ ଆରାଧନା କରି ତାଙ୍କୁ ପ୍ରସନ୍ନ କରି ଦେଉଛନ୍ତି ତେବେ ସେ ପ୍ରସନ୍ନ ହୋଇ ବ୍ୟକ୍ତିକୁ ବୁଦ୍ଧି, ବଳ ଓ ସୁଖ ସମ୍ପତ୍ତିର ବରଦାନ ଦିଅନ୍ତି । ଚାଳନ୍ତୁ ସେହି ଉପାୟ ବିଷୟରେ ଜାଣିବା ।

୧ – ସନ୍ଧ୍ୟା ସମୟରେ ଗଣେଶଙ୍କ ମନ୍ଦିରରେ ବୁଧଦେବଙ୍କ କିଛି ଅନ୍ନ ଦାନ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଯିବ । ଧନବାନ ହେବାର ସମସ୍ତ ରାସ୍ତା ଖୋଲିଯିବ ।

୨ – ବୁଧବାର ଦିନ ସନ୍ଧ୍ୟା ୫ ଟା ପରେ କୌଣସି ବି ଗଣେଶ ମନ୍ଦିରକୁ ଯାଇ ଧଳା ରଙ୍ଗର ଦୂର୍ଗା, ୧୧ ଟି ନଗ ଧଳା କାଗଜରେ ତାକୁ ରଖି ଭଗବାନଙ୍କୁ ଚଢାଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ ହୋଇଥାଏ ।

୩ – ବୁଧବାର ଦିନ ଘରେ ସବୁଜ ପନିପରିବା ଯେମିତି ଧନିଆ, ପାଳଙ୍ଗ ଶାଗ ଓ ସୋରିଷ ଶାଗ, ଲଙ୍କା ଓ ଅମୃତଭଣ୍ଡା ଓ ପିଜୁଳି ଇତ୍ୟାଦି ନିଶ୍ଚିତ ରୂପରେ ଘରକୁ ଆଣି କୌଣସି ଗରିବ ବାଳକକୁ ଦାନ କରି ଦିଅନ୍ତୁ ।

୪ – ବୁଧବାର ଦିନ କ୍ଷୀରୀ ଓ ରାବିଡିକୁ କିଣି ନିଶ୍ଚିତ ରୂପରେ ଘରକୁ ଆଣନ୍ତୁ । ଏହାକୁ ଯଦି ଆପଣ ଘରେ ତିଆରି କରୁଛନ୍ତି ତେବେ ଆହୁରି ଶୁଭ ହୋଇଥାଏ ।

୫ – ବୁଧବାର ଦିନ କିନ୍ନରମାନଙ୍କ ଥଟ୍ଟା କିମ୍ବା କେବେ ବି ଅପମାନ କରନ୍ତୁ ନାହିଁ ।

୬ – ବୁଧବାର ଦିନ କୌଣସି ବି କନ୍ୟା କିମ୍ବା ସ୍ତ୍ରୀର ଅପମାନ କରିବା ଉଚିତ ନୁହେଁ । ତାଙ୍କୁ ଉପହାର ଦିଅନ୍ତୁ କିମ୍ବା କିଛି ଟଙ୍କା ଦେଇ ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *