500 ବର୍ଷ ପରେ ହେଉଛି ଏମିତି ସଂଯୋଗ, ବୁଧଙ୍କ କୃପାରୁ ଏହି ରାଶି ହେବେ କୋଟିପତି

୯ ଟି ଗ୍ରହ ମଧ୍ୟରୁ ବୁଧ ଗ୍ରହ ଗ୍ରହ ମାନଙ୍କ ର ରାଜା ଭାବରେ ସୁ ପରିଚିତ । ବୁଧ ଙ୍କ ପ୍ରଭାବ ରାଶି ମାନଙ୍କ ପାଇଁ ଖୁବ୍ ଭଲ ମାନ ଯାଏ । ବୁଧ ଗ୍ରହ ମିଥୁନ ଓ କନ୍ୟା ରାଶି ର ସ୍ବାମୀ ଅଟେ । ବୁଧ ଗ୍ରହ ତର୍କ, ଗଣିତ, ବୁଦ୍ଧି, ସମ୍ୱନ୍ଧ, ଚତୁରତା ଏବଂ ମିତ୍ରତା ର କାରକ ଅଟେ ।

ଏହି ବର୍ଷ ୩ ନଭେମ୍ବର ରୁ କିଛି ରାଶି ଙ୍କ ଉପରେ ବୁଧ ଗ୍ରହ ଙ୍କ ସୁଦୃଷ୍ଟି ପଡ଼ିବ, ଯାହା ଫଳରେ ଏହି ରାଶି ର କିଛି ବ୍ୟକ୍ତି ମାନଙ୍କ ର କ୍ୟାରିୟର ଉଜ୍ଜ୍ୱଳ ହାଇପରେ ଏବଂ କିଛି ଲୋକ ବ୍ୟାପାରରେ ନୂଆ ଅବସର ପ୍ରାପ୍ତ କରିପାରନ୍ତି । ଏହି ଗ୍ରହ ଙ୍କ ପ୍ରଭାବ ପ୍ରାକୃତିକ ରୂପ ସବୁଜ ରଙ୍ଗର ଜିନିଷ ଉପରେ ଅଧିକ ପଡିଥାଏ । ବୁଧ ଙ୍କ ପ୍ରଭାବ ରେ ଫସଲ ଭଲ ହୋଇଥାଏ ।

ବୃଷ ରାଶିରେ ବୁଧ ଗ୍ରହ ଙ୍କ ପ୍ରଭାବ:

Image Courtesy: Google

ବୁଧ ଗ୍ରହ ର ଚାଳନା ବୃଷ ରାଶିର ଷଷ୍ଟ ଗୃହରେ ପ୍ରେବେଶ୍ କରିବ । ଷଷ୍ଟ ଗୃହ ରୋଗ, ଋଣ, ଓ ଶତ୍ରୁ ର ଘର ଭାବେ ଜଣା । ବୁଧ ଙ୍କ ଆଗମନ ହେଲେ ଏ ସବୁ ରୁ ମୁକ୍ତି ମିଳଥାଏ । ପାରିବାରିକ ବିବାଦର ସମାଧାନ ହୋଇଥାଏ । ସ୍ବାସ୍ଥ୍ୟ ଜନିତ ସମସ୍ୟା ରୁ ମୁକ୍ତି । ପଇସା ପତ୍ର ଜନିତ ସମସ୍ୟା ରୁ ମୁକ୍ତି ।

କର୍କଟ ରାଶିରେ ବୁଧ ଙ୍କ ପ୍ରଭାବ:

Image Courtesy: Google

କର୍କଟ ରାଶିର ଚତୁର୍ଥ ଗୃହରେ ବୁଧ ଗ୍ରହ ପ୍ରେବେଶ କରିବେ । ଚତୁର୍ଥ ଗୃହ କୁ ବାହନ ତଥା ମାନସିକ ସନ୍ତୁଳନ ଏବଂ ବହୁ ପ୍ରକାର ସୁଖ ସୁବିଧା ମନାଯାଏ । ବୁଧ ଙ୍କ ଚାଳନା ହେତୁ ଏହି ସବୁଥିରେ ସଫଳତା ହାସଲ ହୋଇଥାଏ । ଏଇହି ସମୟରେ ବ୍ୟବସାୟ ରେ ମଧ୍ୟ ଖୁବ୍ ବୃଦ୍ଧି ହେବାର ଦେଖିବାକୁ ମିଳିଥାଏ ।

କନ୍ୟା ରାଶି ରେ ବୁଧ ଙ୍କ ଆଗମନ:

Image Courtesy: Google

କନ୍ୟା ରାଶି ର ଷଷ୍ଟ ଗୃହରେ ବୁଧ ପ୍ରେବେଶ୍ କରିବେ । ଷଷ୍ଟ ଗୃହ ଧନ ର ଗୃହ ରୂପ ପରିଚିତ । ବୁଧ ଙ୍କ ର ଏଇହି ପରିବର୍ତନ ଯୋଗୁ ଏହି ରାଶି ର ବ୍ୟକ୍ତି ମାନଙ୍କୁ ଧନ ମାମାଲ୍ ରେ ସଫଳତା ଦେଖିବାକୁ ମିଳେ । ଅପଙ୍କୁ କୌଣସି ମାଧ୍ୟମରୁ ଧନ ପ୍ରାପ୍ତି ହୋଇପାରେ ।

ଧନୁ ରାଶିରେ ବୁଧ ଙ୍କ ପ୍ରଭାବ:

Image Courtesy: Google

ଧନୁ ରାଶିରେ ଏଗାରତମ ଗୃହରେ ବୁଧ ଆଗମନ କରିବେ । ଏଗାରତମ ଗୃହ ଲାଭ, ଆୟ ଏବଂ ବଡଭାଇ ରୂପ ପରିଚିତ । ଏହି ଗ୍ରହ ଙ୍କ ପ୍ରଭାବ ରେ ବିବାହ ଜନିତ ସମସ୍ୟା ଦୂର ହେବ । ବୁଧ ଗ୍ରହ ଙ୍କ ପ୍ରଭାବ ରେ ନୂତନ ବିବାହ ସମ୍ୱନ୍ଧ ଆସିପାରେ । ବ୍ୟବସାୟ ଏବଂ ରୋଜଗାର ରେ ସଫଳତା ପ୍ରାପ୍ତି ହେବ ।

ମକର ରାଶିରେ ବୁଧ ଙ୍କ ଆଗମନ:

ମକର ରାଶିରେ ବୁଧ ଗ୍ରହ ଙ୍କ ପ୍ରଭାବ ରେ ବ୍ୟବସାୟ ରେ ବୃଦ୍ଧି ଏବଂ ସମ୍ବନ୍ଧୀୟ ଙ୍କ ସହଯୋଗ ପ୍ରାପ୍ତି ହେବ । ଧନ ର ବୃଦ୍ଧି ଘଟିପାରେ । ଦୂର ଯାତ୍ରା ର ସମ୍ଭାବନା ରହିଛି ।

ମୀନା ରାଶି ରେ ବୁଧ ଙ୍କ ପ୍ରଭାବ:

Image Courtesy: Google

ମୀନା ରାଶି ରେ ବୁଧ ଙ୍କ ଆଗମନ ହେତୁ ଶୁଭଫଳ ପ୍ରାପ୍ତି ଓ ମନକାମନା ପୂର୍ଣ୍ଣ ହେବ । ରୋଜଗାର ରେ ଲାଭ ହୋଇପାରେ । କୋୖଣସି ମାଧ୍ୟମ ରେ ଫଳ ପ୍ରାପ୍ତି । ଆପଣଙ୍କ ନିମନ୍ତେ ଏହି ପରିବର୍ତନ ଶୁଭ ଫଳପ୍ରଦ ହୋଇପାରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *