ବୁଧବାର 10 ମାର୍ଚ୍ଚ 2021- ଗଣେଶଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କର କୌଣସି ନିଜ ଲୋକ ସମ୍ବନ୍ଧିତ ଶୁଭ ସମାଚାର ଆପଣଙ୍କୁ ବହୁତ ଖୁସି ଦେବ । ରଚନାତ୍ମକ କାର୍ଯ୍ୟ ସଫଳ ହେବ । ବିତୀୟ ମାମଲାରେ ଅନ୍ୟ ଉପରେ ଭରସା କରନ୍ତୁ ନହିଁ । ଭାବନାତ୍ମକ ସମ୍ପର୍କରେ ନିକଟତର ହେବେ । କୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ରଣନୀତି ରେଡି କରନ୍ତୁ । ପାର୍ଟି ବା ପିକନିକର ଆନନ୍ଦ ମିଳିବ । ପୁରୁଣା ମିତ୍ର ବା ସମ୍ପର୍କୀୟଙ୍କ ସହିତ ମିଳନ ହେବ । ନିଜକୁ କାମ ପ୍ରେସରରେ ଟେନସନ ଅନୁଭବ କରିବେ ।

ବୃଷ :- ଆଜି ଆପଣ ନିଜ ବ୍ଯବହାର ସକାରାତ୍ମକ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ । ପାରିବାରିକ ବାତାବରଣ ଭଲ ରହିବ ଓ ଆପଣ ନିଜ ପରିବାର ଲୋକଙ୍କ ସହିତ ତୀର୍ଥ ଯାତ୍ରାରେ ଯିବେ । କାମରେ ଅଧିକ ଦଉଡିବେ । ଆପଣ ଦାନ ଧର୍ମ କାମରେ ସାମିଲ ହେବେ । ଲାଭର ଅବସର ଟଳିବ । ଖରାପ ଖବର ମିଳିବ । କାମରେ ମନ ଲାଗିବ ନହିଁ  । ବ୍ଯବସାୟିକ କାର୍ଯ୍ୟରେ ସଫଳତା ମିଳିବ । କାମ ଅଧିକ ରହିବା ଦ୍ଵାରା ଟେନସନ ଲାଗିବ ।

ମିଥୁନ :- ଆଜି ଭଲ ସମାଚାର ମିଳିବା ଦ୍ଵାରା ପ୍ରସନ୍ନତାରେ ବୃଦ୍ଧି ହେବ । ଯାତ୍ରା ମନୋରଞ୍ଜକ ରହିବ । ବସ୍ତୁକୁ ସମ୍ଭାଳିକି ରଖନ୍ତୁ । ପ୍ରମାଦ କରନ୍ତୁ ନହିଁ । ଏହି ସମୟରେ ମୁଣ୍ଡକୁ ଶାନ୍ତ ରଖିକି ନିଜର ପ୍ରାଥମିକତାକୁ ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି । କୌଣସି ପଦ ବା ସନମାନର ବିଶିଷ୍ଟ ଲାଭ ମିଳିବାର ସମ୍ଭାବନା ପ୍ରକଟ ହେବ । ଶିଳ୍ପ ବା ଲେଖନିରେ ରୁଚି ବଢିବ । ପୌରଣିକ ବିଷୟ ଉପରେ ରୁଚି ବଢିବ । ଆବଶ୍ୟକିଅ ଲୋକଙ୍କ ସାହାର୍ଯ୍ୟ କରନ୍ତୁ ରୁକିକି ଥିବା କାମ ଶୀଘ୍ର ହୋଇଯିବ ।

କର୍କଟ :- ବ୍ୟାପାର କ୍ଷେତ୍ରରେ ଦିନକୁ ଦିନ ସଫଳତା ମିଳିବ ବ୍ୟାପାରରେ ନୂଆ ନିବେସ କରନ୍ତୁ ନହିଁ । ଆର୍ଥିକ ସ୍ଥିତିରେ ସ୍ଥିରତା ହେବ କିନ୍ତୁ କିନ୍ତୁ କିଛି ଅନାବଶ୍ୟକ ଖର୍ଚ ବଢିବ । ବୈବାହିକ ଜୀବନରେ କିଛି ସୁଧାର ସମ୍ଭବ ଅଟେ । ଆପନ୍ନକ ଚାକିରି କ୍ଷେତ୍ରରେ ଚାଲୁଥିବା ପ୍ରୟାସ ସଫଳ ହେବ । ମାନସିକ ରୂପରେ ଚିନ୍ତାରେ ଘେରି ହେବେ ତଥା ଖର୍ଚରେବୃଦ୍ଧି ହେବ କିନ୍ତୁ ଇନକମ ମଧ୍ୟ ହେବ ।

ସିଂହ :- ଆଜି ଯେଉଁ ନୂଆ ସମାରୋହକୁ ଆପଣ ଯିବେ ଶେଠୀ ନୂଆ ଦୋସ୍ତିର ଆରମ୍ଭ ହେବ । ଭାଗ୍ୟ ଉନ୍ନତିରେ ପ୍ରୟାସ ସଫଳ ହେବ । ପ୍ରତିଷ୍ଠିତ ଜନଙ୍କ  ସହଯୋଗ ପ୍ରାପ୍ତ ହେବ । ଯାତ୍ରା ମନୋରଞ୍ଜକ ରହିବ । ସମ୍ପତିକୁ ନେଇ କୌଣସି ପାରିବାରିକ ଝଗଡା ହୋଇପାରେ । ପ୍ରେମ ଜୀବନବିତଉଥିବା ଲୋକଙ୍କୁ କୌଣସି ଟେନସନର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ମଜଭୁତ ହେବ ଦ୍ଵାରା ଆପଣଙ୍କ ଶକ୍ତି ବଢିବ । ଜୀବନସାଥୀକୁ ଲାଭ ମଧ୍ୟ ହେବ ।

କନ୍ୟା :- ସମ୍ପତିର କାର୍ଯ୍ୟ ଲାଭ ଦେବ । ପ୍ରତିଦ୍ଵନ୍ଦୀ ଶାନ୍ତ ରହିବେ । ଉତ୍ପତିର ମାର୍ଗ ପ୍ରଶସ୍ତ ହେବ । ଛାତ୍ର ନିଜ ପରିଶ୍ରମ ଆଧାରରେ ବହୁତ  ଭଲ ପରିଣାମ ପ୍ରାପ୍ତ କରିବେ । ଯେଉଁ ପରିଯୋଜନା ବହୁତ ସମୟରୁ  ଚାଲିଥିଲା ଏବେ ପ୍ରଗତି କରିବ । ଲୋକଙ୍କ ସହିତ ବିଚାର ବିମର୍ଶ କରନ୍ତୁ ଓ ଏମିତି କରି ନିଜ ମନରେ ଶାନ୍ତି ମଧ୍ୟ ଆସିବ । ସମ୍ପର୍କରେ ମଧୁରତା ମଧ୍ୟ ଆସିବ । ଧନ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ ।

ତୁଳା :- ଅଧିକାରିଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ । ପ୍ରେମ ଜୀବନ ପାଇଁ ଆଜିର ଦିନ କମ୍ଜୋର ଅଟେ । ଆପଣ ଆପଣଙ୍କ ଘରର ନିର୍ମାଣ ପାଇଁ ଅଥବା କିଛି ନବୀକରଣ କରିବା ପାଇଁ ଅତ୍ୟଧିକ ଧନ କରିବେ । କଥାକୁ ହ୍ରୁଦୟକୁ ନିଅନ୍ତୁ ନହିଁ ଆଉ ସେଥିରେ ଲୁଚିକି ଥିବା ଶିକ୍ଷାକୁ ଗ୍ରହଣ କରନ୍ତୁ । ପରିବାରରେ ସୁଖ ଶାନ୍ତି ଓ ପ୍ରେମ ଆସିବ । ଚାକିରି କରିବା ପାଇଁ ସମୟ ଭଲ ଅଟେ ।

ବିଛା :- ଆଜି ଆପଣ କ୍ରୋଧରୁ ବଞ୍ଚିତ ରୁହନ୍ତୁ । ବରିଷ୍ଠ ଜନ ସହଯୋଗ କରିବେ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବେ । ଧନ ଅର୍ଜନ କରିବେ । ମିତ୍ରଙ୍କ ସହାୟତାରେ କୌଣସି କୋର୍ଟ କଚରି କାମ ହେବ । କାର୍ଯ୍ୟକୁ ପୂର୍ଣା କରିବା ପରେ ଯାଇ ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ । ଆଜି ଆଧ୍ୟାତ୍ମିକ ପ୍ରବୃତିର ଉଦୟ ହେବ । ଯୋଗ ଆଡକୁ ଆକର୍ଷିତ ହେବେ । ବିଚାର ସ୍ପଷ୍ଟ କରି କାରିୟର ଉପରେ ସକାରାତ୍ମକ ପ୍ରଭାବ ପକାଇବେ ।

ଧନୁ :- ଆଜି ଜୀବନସାଥି ସହିତ ବୈଚାରିକ ମତଭେଦ ହୋଇପାରେ । ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ସଲଗ୍ନ ହୋଇବେ । ଯାହା ପାଇଁ ଆପଣଙ୍କ ସାମାଜିକ ଲୋକପ୍ରିୟତା ବଢିବ । କୌଣସି ନୂଆ ଅଧିଗ୍ରହଣ ଆପଣଙ୍କୁ ଆରାମ ଓ ମାନସିକ ସନ୍ତୁଷ୍ଟିକୁ ବଢାଇବ । ଯାତ୍ରାରେ ଯିବାର ଯୋଗ ବନୁଛି, କିନ୍ତୁ ସାବଧାନ ରୁହନ୍ତୁ । ଶାରୀରିକ ଅସୁବିଧା ହୋଇପାରେ ।

ମକର :- ଆଜି ଶୀଘ୍ରତା ଲାଗି ହାନି ହୋଇପାରେ । ଅପେକ୍ଷିତ କାର୍ଯ୍ୟରେ ବିଳମ୍ବ ହେବ । କାରିୟର ମାମଲାରେ ଆପଣ ଆପଣଙ୍କ କ୍ଷମତାରୁ ଅଧିକ ଦାୟିତ୍ଵ ନେଇଛନ୍ତି ଶେଠୀ ଲାଗି ମାନସିକ ଚିନ୍ତା ବଢିବ । ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । କାମ କାର୍ଯ୍ୟ ଦ୍ଵାରା ନୂଆ ବିଚାରରୁ ଫାଇଦା ହେବ । ବୌଧିକ କ୍ଷମତା ପ୍ରଖର ହେବ । ମିତ୍ରଙ୍କ ପୂର୍ଣା ସହଯୋଗ ମିଳିବ । କ୍ରୋଧ ଉପରେ ନିୟତ୍ରାଣ ରଖନ୍ତୁ ।

କୁମ୍ଭ :- ଆଜି ଆପଣଙ୍କ ବାଣିରେ ସୌମ୍ୟତାତ ରହିବା କିନ୍ତୁ ଧାର୍ଯ୍ୟ ଶୀଳତାରେ କମି ହେବ ।ଆପଣଙ୍କ ପାରିବାରିକ ଜୀବନ ବହୁତ ଶାନ୍ତିପୂର୍ଣ ଓ ସୁଖୀ ରହିବ । ଆପଣଙ୍କ ଜୀବନ ସାଥି ଓ ଛୁଆ ବହୁତ ସ୍ନେହୀ ଓ ଅଧିକ ପ୍ରେମୀ ହେବେ । କୌଣସି କାମରେ ଲଗାତର ପ୍ରୟାସ ଆପଣଙ୍କୁ ବଡ ଧନ ଲାଭ କରାଇବ । ଆର୍ଥିକ ସ୍ଥିତି ଠିକ ରହିବ । କୌଣସି ଲାଭର ଯୋଗ ବନୁଛି ।

ମୀନ :- ଆଜି ଆପଣଙ୍କୁ ଆପଣଙ୍କ ରୋଜଗାର ଓ ବ୍ୟାପାର ସହିତ ଜଡିତ ଥିବା କାର୍ଯ୍ୟରେ ବାହାରକୁ ଆସିବାକୁ ପଡିବ । ପୂଜା ପଥରେ ମନ ଲାଗିବ । ତୀର୍ଥ ଦର୍ଶନ ସମ୍ଭବ ଅଟେ । ଜୀବନସାଥି ଠୁ ସହଯୋଗ ମିଳିବ । ବରିଷ୍ଠ ଜନ ସହଯୋଗ କରିବେ । ଅନ୍ୟ ଲୋକଙ୍କ ଦ୍ଵାରା ଆପଣ ନିଜ କଥା ମନାଇ  ପାରନ୍ତି । କମ କାର୍ଯ୍ୟ ଭିତରେ ଆପଣଙ୍କ ରୋମାଣ୍ଟିକ ମନ  ହୋଇପାରେ । ପରିବାର ମହୋଲ ସୁଖଦ ବା ମଜଭୁତ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

Leave a Reply

Your email address will not be published. Required fields are marked *