ଭୁଲରେ ବି ନୂଆ ବର୍ଷରେ କାହାକୁ ମଧ୍ୟ ଦେବେ ନାହିଁ ଘରର ଏହି 4ଟି ଜିନିଷ, ନଚେତ ସାରା ବର୍ଷ ରହିବ ଧନର ଅଭାବ- Vastu Tips

ପ୍ରତେକ ବ୍ୟକ୍ତି ନୂଆ ବର୍ଷ ରେ କିଛି ନୂଆ କରିବାକୁ ଚିନ୍ତା କରିଥାଏ । ନୂଆ ବର୍ଷ ହେବା ପାଇଁ ପ୍ରେତକା ବ୍ୟକ୍ତି ଚାହିଁ ବସିଥାଏ । ଏହି ଦିନ ବ୍ୟକ୍ତି ଅନେକ କିଛି କରିବା ପାଇଁ ମନରେ ଭାବିଥାଏ । କିନ୍ତୁ ଏମିତି କିଛି ଅଛି ଯାହା ନୂଆ ବର୍ଷ ରେ କରିବା ଉଚିତ ନୁହେଁ । ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ଯେ ନୂଆ ବର୍ଷ କେଉଁ କାମ କରିଲେ ଅଶୁଭ ହେବା ସହ ଧନ ହାନି ହୋଇଥାଏ । ପ୍ରଥମ କଥା ହେଉଛି ନୂଆ ବର୍ଷ ରେ ଆପଣ ନିଜ ଘରକୁ କେବେ ବି ଅନ୍ଧାର ରଖନ୍ତୁ ନାହି । ଯଦି ଆପଣଙ୍କ ଘରେ କୌଣସି ଭଙ୍ଗା ରୁଜା ଜିନିଷ ଅଛି ତେବେ ନୂଆ ବର୍ଷ ପୂର୍ବରୁ ନିଜ ଘରୁ ବାହାର କରି ଦିଅନ୍ତୁ ।

ଏହା ଛଡା ନୂଆ ବର୍ଷ ରେ ଆପଣ କଳା ରଙ୍ଗ ର କୌଣସି ବସ୍ତ୍ର ବା ଅନ୍ୟ କୌଣସି ଜିନିଷର ପ୍ରୟୋଗ କରନ୍ତୁ ନାହାଇ । ଘରର ଆଲମାରିକୁ ସର୍ବଦା ବନ୍ଦ ରଖନ୍ତୁ । ଆପଣ ନିଜ ପର୍ସରେ ନୂଆ ଟଙ୍କା ରଖିଲେ ଧନର ଅଭାବ ରହିବ ନାହି । ନୂଆ ବର୍ଷରେ ଅନ୍ୟକୁ ଟଙ୍କା ଦିଅନ୍ତୁ ନାହି କି କାହା ଠାରୁ କରାଜ ଆଣନ୍ତୁ ନାହି ।

କୌଣସି ଖରାପ କାମ ବା ଚିନ୍ତା ମନରେ ଆଣନ୍ତୁ ନାହି । କେବେ ବି ଧାର ଜିନିଷର ପ୍ରୟୋଗ କରିବା ଅନୁଚିତ । ଏହା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ । ନୂଆ ବର୍ଷ ରେ ଆପଣ ନିଜ ଘରର ସଫା ସୁତୁରା କରନ୍ତୁ ନାହି । ତା ପୂର୍ବରୁ କରିଲେ ଭଲ ହୋଇଥାଏ । ଏହି ଦିନ ଆମିଷ ବା ମଦ୍ୟପାନ କରିବା ଠିକ ନୁହେଁ ।

ଏହି ଦିନ ଅଙ୍ଗୁର ଖାଇଲେ ବହୁତ ଭଲ ହୋଇଥାଏ । ଏହି ଦିନ ନାଲି ବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଲେ ଭାଗ୍ୟ ମଜବୁତ ରହିଥାଏ । ଏହି ଦିନ ଆପଣ ନିଜକୁ ଝଗଡା ବା ବିବାଦ ରୁ ନିଜକୁ ଦୂରେଇ ରଖନ୍ତୁ । ଆନନ୍ଦର ସହ ଆପଣ ନୂଆ ବର୍ଷ ପାଳନ କରନ୍ତୁ । ନୂଆ ବର୍ଷ ରେ ଆପଣ ନିଜ ଘରୁ ଦହି, ଚାଉଳ, ଲୁଣ ବା ଟଙ୍କା ଅନ୍ୟ କୁ ଦେବା ଆଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ବର୍ଷକ ଯାକ ଧାର କରଜ ଲାଗି ରହିବ ।

ଏହି ଦିନ ମନ ଖୁସିରେ ସେଲିବ୍ରେଟ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଜୀବନରେ ତଥା ଗୃହରେ ହସ ଖୁଶିର ବାତାବରଣ ରହିବ । ଯଦି ଆପଣ ଚାହିଁବେ ତେବେ ନୂଆ ବର୍ଷ ରେ ନୂଆ କାମ ର ଶୁଭାରମ୍ଭ କରି ପାରିବେ । ଏହି ଦିନ ଅନ୍ୟ କୁ ସାହାଜ୍ଯ କରିଲେ ଆପଣଙ୍କର ମଙ୍ଗଳ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *