ବାପା ଜଣେ Bus driver କିନ୍ତୁ ପୁଅ ଆଜି South ଫିଲ୍ମ ଇଣ୍ଡଷ୍ଟ୍ରିରେ କରୁଛନ୍ତି ରାଜ, ନାମ ଜାଣି ବିଶ୍ଵାସ ହେବନି….

ବନ୍ଧୁଗଣ, ଦକ୍ଷିଣ ଭାରତୀୟ ଫିଲ୍ମ ର ସୁପରଷ୍ଟାର “ୟଶ” ବର୍ତ୍ତମାନ ବହୁତ ପ୍ରସିଦ୍ଧ ହୋଇ ଆସିଲେଣି । ସୁପରଷ୍ଟାର “ୟଶ” KGF ଚଳଚ୍ଚିତ୍ର ରେ ଅଭିନୟ କରି ବର୍ତ୍ତମାନ ବହୁତ ଦର୍ଶକ ଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି ।

“ୟଶ” କନ୍ନଡ ଚଳଚ୍ଚିତ୍ର ମାନଙ୍କର ଅଭିନୟ କରନ୍ତି । ସେ ହିନ୍ଦୀ ଦର୍ଶକ ମାନଙ୍କ ମଧ୍ୟରେ ମଧ୍ୟ ବହୁତ ଲୋକପ୍ରିୟ ହୋଇସାରିଛନ୍ତି । ତାଙ୍କର ବହୁତ ଫ୍ୟାନ୍ସ ହୋଇଗଲେଣି ଏବଂ ତାଙ୍କୁ ପ୍ରାଏ ସମସ୍ତେ ପସନ୍ଦ କରନ୍ତି । ଅଧିକାଂଶ ସମୟରେ “ୟଶ” ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚାରେ ଦେଖିବାକୁ ମିଳନ୍ତି । ପୁନର୍ବାର ସେ ଏକ ବିଷୟ କୁ ନେଇ ଚର୍ଚ୍ଚାକୁ ଚାଲି ଆସିଛନ୍ତି ।

ତାଙ୍କର ଚର୍ଚ୍ଚାରେ ଆସିବା ପଛର ରହସ୍ୟ ବର୍ତ୍ତମାନ ସେ ଏକ ନୂତନ ଘର କିଣିଛନ୍ତି ଏହା ସହିତ ସୋ-ସି-ଆ-ଲ ମି-ଡି-ଆ ରେ ସେ ନିଜର କିଛି ଏଭଳି ଫଟୋଚିତ୍ର ଛାଡିଛନ୍ତି ଯାହା ସମସ୍ତଙ୍କୁ ବେସ ଭଲ ଲାଗିଅଛି । “ୟଶ” ବିଗତ କିଛି ଦିନ ପୂର୍ବେ ଏକ ବିଶାଳ ଘର କିଣିଛନ୍ତି । ସୁପରଷ୍ଟାର “ୟଶ” ନିଜ ଘର ଫଟୋଚିତ୍ର କୁ ନିଜେ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।

ଏହି ଫୋଟୋଚିତ୍ର ରେ ସେ ନିଜ ପତ୍ନୀ ସାରିକା ସହିତ କିଣିଥିବା ନୂଆ ଘରେ ପୂଜା କରୁଥିବାର ନଜର ଆସୁଛନ୍ତି । ପତ୍ନୀ ରାଧିକା ଙ୍କ ସହିତ ପରିବାର ସଦସ୍ୟ ମଧ୍ୟ ଏଥିରେ ନଜର ଆସୁଛନ୍ତି । “ୟଶ” ନିଜ ପରିବାର ସହିତ ନିଜ ନୂଆ ଘରେ ପୂଜା କରୁଛନ୍ତି । ଏହାକୁ ଦେଖି ତାଙ୍କ ଫ୍ୟାନ୍ସ ୟଶ ଙ୍କ ନୂଆ ଘର ପାଇଁ ଶୁଭ କାମନା ଦେଉଛନ୍ତି । ପ୍ରାଏ ସମସ୍ତଙ୍କୁ ତାଙ୍କ ଏହି ଘର ଖୁବ ପସନ୍ଦ ଆସୁଅଛି । ୟଶ ନିଜ ପରିବାର ସହିତ ରୁହନ୍ତି । ତାଙ୍କ ପାଖରେ ବାଙ୍ଗାଲୁର ରେ ପ୍ରାଏ ୪ କରୋଡ ଦାମ ର ଘର ଏକ ବିଶାଳ ଘର ରହିଅଛି ।

ସେଠାରେ ସେ ସମୁଦାୟ ୫୦ କରୋଡ ଟଙ୍କାର ମାଲିକ ଅଟନ୍ତି । ବର୍ତ୍ତମାନ ଯେଉଁ ଘରଟି କିଣିଛନ୍ତି ଏହା ତାଙ୍କର ଦ୍ଵିତୀୟ ଘର ଅଟେ । ଅଭିନେତା “ୟଶ” ଙ୍କ ପାଖରେ ଅନେକ ଲଗଜେରୀ ଦାମୀ କାର ମଧ୍ୟ ରହିଅଛି । ତାଙ୍କର ରିୟଲ ନାମ “ନବୀନ କୁମାର ଗୌଡା” ଅଟେ । ୟଶ ୨୦୧୬ ମସିହାରେ “ରାଧିକା ପଣ୍ଡିତ” ସହିତ ବିବାହ କରିଥିଲେ । ରାଧିକା ମଧ୍ୟ ଏକ କିନ୍ନଡ ଅଭିନେତ୍ରୀ ଅଟନ୍ତି । ରାଧିକା ଏବଂ ୟଶ ଙ୍କର ୨ ଟି ସନ୍ତାନ ମଧ୍ୟ ଅଛନ୍ତି । ତାଙ୍କ ପୁଅ ନାମ “ଅଥର୍ବ” ଏବଂ ଝିଅ ନାମ “ଆର୍ଯା” ଅଟେ ।

ୟଶ ଚଳଚିତ୍ର ରେ ଅଭିନୟ କରିବା ପୂର୍ବରୁ ଟିଭି ଧାରାବାହିକ ରେ କାମ କରୁଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦ ଟି ଚଳଚ୍ଚିତ୍ର ରେ କାମ କରି ସାରିଲେଣି । ୨୦୦୭ ମସିହାରେ ତାଙ୍କ ଅଭିନୟ କାରିୟର ଶୁଭାରମ୍ଭ ହୋଇଥିଲା । ଅଭିନେତା “ୟଶ” ଙ୍କୁ ଚଳଚ୍ଚିତ୍ର KGF ରୁ ଜବରଦସ୍ତ ସଫଳତା ମିଳିଥିଲା । ଏହି ଚଳଚ୍ଚିତ୍ର ରେ ଅଭିନୟ କରି ସେ ସୁପରଷ୍ଟାର ବନି ଯାଇଥିଲେ ।

ବର୍ତ୍ତମାନ KGF-୨ ଖୁବ ଶୀଘ୍ର ଆସିବାକୁ ଯାଉଅଛି । “ୟଶ” କରୋଡ ଟଙ୍କାର ମାଲିକ ଥିବା ବେଳେ ତାଙ୍କ ବାପା ବର୍ତ୍ତମାନ ମଧ୍ୟ ଏକ ବସ ଡ୍ରାଇଭର ଅଟନ୍ତି । ତାଙ୍କ ବାପା ଙ୍କର କହିବା ଅନୁଯାୟୀ ସେ ନିଜର ପ୍ରୋଫେସନ କୁ ଛାଡି ପାରିବେ ନାହିଁ । କାରଣ ଏହା କାରଣରୁ ତାଙ୍କ ପୁଅ ବର୍ତ୍ତମାନ ଏତେ ବଡ ହୋଇ ଖ୍ୟାତି ଅର୍ଜନ କରିଅଛି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *