ଦେଖନ୍ତୁ ଦିନ ଦ୍ଵିପ୍ରହର କେମିତି ଏହି ବ୍ୟକ୍ତିଙ୍କ ହାତରୁ ଲୁଟେରା ମାନେ ଝାଙ୍କି ନେଲେ ସାଢେ 3 ଲକ୍ଷ ଟଙ୍କା….CCTVରେ କଏଦ ହେଲା Video

ନମସ୍କାର ବନ୍ଧୁଗଣ । ଆମ ଦେଶର ପ୍ରତି ଦିନ ଚୋରୀ ଡକାୟତ ମାମଲା ସାମନାକୁ ଆସୁଛି । ଏଥି ପାଇଁ କିଛି ଅ-ପ-ରା-ଧୀ ଧରା ପଡ଼ୁଛନ୍ତି ତ ଆଉ କିଛି ଖସି ଯାଉଛନ୍ତି । ବର୍ତ୍ତମାନ ଏମିତି ଏକ ଘଟଣା ସାମନାକୁ ଆସିଛି ।ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଜଣେ ବ୍ୟବସାୟୀଙ୍କ ଠାରୁ କିଛି ଲୁ-ଟେ-ରା ମାନେ ବାଇକରେ ଆସି ତାଙ୍କ ହାତରୁ ସାଢେ ୩ ଲକ୍ଷ ଟଙ୍କା ଲୁ-ଟି ନେଇ ଯାଇଛନ୍ତି । ସହରର କିଶାନ ଲାଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ କଣ୍ଟାବାଞ୍ଜି SBI ବ୍ଯାଙ୍କରୁ ସାଢେ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିଲେ । ଏହି ସମୟ ମଧ୍ୟରେ ଲୁ-ଟେ-ରା ମାନେ ବ୍ୟବସାୟୀଙ୍କର ପିଛା କରିବା ଆରମ୍ଭ କରି ଦେଇଥିଲେ ।

ଯେତେବେଳେ ବ୍ୟବସାୟୀ କିଶଳ ଲାଲ ନିଜ ଘର ଆଗରେ ପହଞ୍ଚିଥିଲେ ଠିକ ସେହି ସମୟର ଫାଇଦା ଉଠାଇ ଲୁ-ଟେ-ରା ମାନେ ତାଙ୍କ ହାତରୁ ସାଢେ ତିନି ଲକ୍ଷ ଟଙ୍କା ଥିବା ବ୍ୟାଗ ଝିଙ୍କି ନେଇ ଚାଲିଗଲେ । ଏହା ପରତେ ବ୍ୟବସାୟୀ ଜଣକ ଥାନାରେ ଏ ନେଇ ଅ-ଭି-ଯୋ-ଗ କରିଛନ୍ତି । ବ୍ୟବସାୟୀ କିଶାନ ଲାଲ ଙ୍କ କହିବା ମୁତାବକ ରବିବାର ବ୍ଯାଙ୍କ ବନ୍ଦ ଥିବାରୁ ସେ ଟଙ୍କା ଉଠାଇବା ପାଇଁ ବ୍ଯାଙ୍କ ଯାଇଥିଲେ । କାରଣ ତାଙ୍କୁ ଲେବର ମାନଙ୍କୁ ଟଙ୍କା ପେମେଣ୍ଟ ଦେବାର ଥିଲା । କିନ୍ତୁ ସେ ଘରକୁ ଟଙ୍କା ନେଇ ଆସିବା ପରେ ତାଙ୍କ ସହ ଏପରି ଦୁର୍ଘଟଣା ଘଟିଛି । ଯାହାକୁ ନେଇ ବ୍ୟବସାୟୀ କିଶାନ ଲାଲ ଦୁଖ ପ୍ରାକାଶ କରିଛନ୍ତି ।

ପୋଲିସ ଏହି ଘଟଣା କୁ ନେଇ ତଦନ୍ତ ଆରମ୍ଭ କରିଛି । ବ୍ୟବସାଯିଆୟୀ ନିଜ ରାଏ ରେ କହିଛନ୍ତି ଯେ ଲୁ-ଟେ-ରା ମାନେ ଅଚାନକ ଭାବେ ବାଇକରେ ଆସି ତାଙ୍କ ଟଙ୍କା ବ୍ୟାଗ ଛଡାଇ ନେଇ ଚାଲିଗଲେ । ଜଣେ ଚୋର ବାଇକରେ ଥିବା ବେଳେ ଅନ୍ୟ ଜଣେ ତାଙ୍କ ହାତରୁ ଟଙ୍କା ଛଡାଇବାରେ ସଫଳ ହୋଇଥିଲା । ଲୁ-ଟେ-ରା ମାନଙ୍କ ଗାଡି ରଙ୍ଗ ଥିଲା ବ୍ଲୁ ବୋଲି ବ୍ୟବସାୟୀ ଜଣକ ମହିଛନ୍ତି ।

ଯେଉଁ ବ୍ୟକ୍ତି ଗଡାଇ ଚଲାଉଥିଲା ସେ ହେଲମେଟ ପିନ୍ଧି ଥିବାରୁ ସେ ତାକୁ ଭଲ ଭାବେ ଦେଖି ନାହାନ୍ତି । ଅନ୍ୟ ଜଣେ ଚେକ ସାର୍ଟ ପିନ୍ଧିଥିଲା ବୋଲି ବ୍ୟବସାୟ କିଶାନ ଲାଲ ବୟାନ ଦେଇଛନ୍ତି । ଏହି ଘଟନା ରୁ ଏତିକି କୁହା ଯାଇପାରେ ଯେ ଆଜିକାଲି ଲୁ-ଟେ-ରା ମାନଙ୍କ ସଂଖ୍ୟା ଅଧିକ ବିସ୍ତାର ହେବାରେ ଲାଗିଛି । ତେଣୁ ପୋଲିସ ଏହା ଉପରେ କଡା ପଦକ୍ଷେପ ନେବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *