ବ୍ଯକ୍ତି ପାଖରେ ଥିଲେ ଏହି ୩ ଟି ଲକ୍ଷଣ, ଜାଣିବେ ଆପଣଙ୍କ ଉପରେ ଅଛି ମହାଦେବଙ୍କ ଆଶୀର୍ବାଦ- Vidur Niti

ଆଜି ଆମେ ଏମିତି ଲକ୍ଷଣ ବିଷୟରେ କହିବୁ ଯଦି କୌଣସି ବ୍ୟକ୍ତି ଭିତରେ ଏହି ଲକ୍ଷଣ ଥିବ ବୁଝିଯିବେ ସ୍ଵୟଂ ମହାକାଳଙ୍କ ଆଶୀର୍ବାଦ ରହିଛି ସେହି ବ୍ୟକ୍ତି ଉପରେ । ସେ ଲୋକର କେହିବି କିଛି ବିଗାଡି ପାରିବେ ନହିଁ । ଭୋଳାନାଥ ତାଙ୍କ ଭକ୍ତ ଭିତରେ କୌଣସି ପ୍ରକାର ଭେଦ ଭାବ କରିନଥାନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନା ରତ୍ନ ନା ମନ୍ତ୍ରର ଆବଶ୍ୟକ ରହିଛି ନା ପଞ୍ଚ ପକବାନ ଭୋଗର ଆବଶ୍ୟକତା ରହିଛି । ତାଙ୍କୁଟ ଭକ୍ତ ଗୋଟିଏ ବୁନ୍ଦା ଜଳରେ ପ୍ରସନ୍ନ କରିପାରେ ।


ମହାତ୍ମା ବିଦୁର ତାଙ୍କ ଗ୍ରନ୍ଥରେ ମହାତ୍ମା ବିଦୁର ଭଗବାନ ଭୋଳାନାଥଙ୍କ ଆଶୀର୍ବାଦ ପାଇଥିବା ଲୋକଙ୍କ ଲକ୍ଷଣ ବିଷୟରେ କହିଛନ୍ତି । ମହାତ୍ମା ବିଦୁର ମହାଭାରତ ଯୁଧ୍ୟର କେନ୍ଦ୍ରୀୟ ପାତ୍ର ମାନଙ୍କ ଭିତରୁ ଜଣେ ଥିଲେ । ମହାତ୍ମା ବିଦୂରଙ୍କ ବୁଦ୍ଧି କୌଶଳ କାରଣରୁ ହିଁ ତାଙ୍କୁ ପିତାମହ ଭୀଷ୍ମ ହସ୍ତିନାପୁରର ପ୍ରଧାନ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । ବିଦୁର କୌରବ ଓ ପାଣ୍ଡବଙ୍କ କାକା ଥିଲେ । ବିରୁରଙ୍କ ନୀତି ଶେଠୀ ପାଇଁ ମହତ୍ଵ ପୂର୍ଣଅଟେକି ସେ ନିଜ ଧର୍ମ ରାଜଙ୍କ ଅବତାର ଥିଲେ । ସେହି କାରଣରୁ ତାଙ୍କୁ ଭୁତ ଓ ଭବିଷ୍ୟ ବିଷୟରେ ଜଣା ଥିଲା ।


ସେ ଜାଣିଥିଲେ କେଉଁ ବ୍ୟକ୍ତି ସଫଳ ଓ ଧନବାନ ହୋଇପାରିବେ । ଆଉ କେଉଁ ବ୍ୟକ୍ତି ଜୀବନସାରା ଗରିବ ରହିଥାଏ । ସ୍ୱାୟଙ୍ଗ ଧର୍ମ ରାଜ ବିଦୂରଙ୍କ ରୂପରେ ମନୁଷ୍ୟ ଜୀବନକୁ ସୁଖକର ଓ ସଫଳ ବନାଇବା ପାଇଁ ବିଦୁର ନୀତିର ରଚନା କରିଥିଲେ । ଆଜି ଆମେ ବିଦୂରଙ୍କ ଦ୍ଵାରା କୁହାଯାଇଥିବା ଏମିତି ଲକ୍ଷଣ ବିଷୟରେ କହିବୁ । ଯଦି ଏହି ଲକ୍ଷଣ କୌଣସି ବ୍ୟକ୍ତି ଭିତରେ ଅଛିତ ସ୍ଵୟଂ ମହାଦେବଙ୍କ ହାତ ତାଙ୍କ ମସ୍ତକ ଉପରେ ରହିଛି । ଏହି ବ୍ଯକ୍ତିର କେହିକିଛି ବିଗାଡି ପାରିନଥାଏ । ଆସନ୍ତୁ ଜାଣିବା ସେ ଲୋକର ଲକ୍ଷଣ ବିଷୟରେ ।


ମହାଦେବ କୃପା ପାଇଥିବା ବ୍ୟକ୍ତି ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରିଥାଏ । ଏହି ବ୍ୟକ୍ତିଙ୍କୁ ଦେଖେଇ ହେବା ପସନ୍ଦ ହୋଇନଥାଏ । ଏହିଭଳି ବ୍ୟକ୍ତି କେବେକାହାକୁ ନିଚା ଦେଖାଇବାକୁ ପ୍ରୟାସ କରିନଥାଏ । ଭୁଲରେ ବି କାହା ସହିତ କଟୁ ଶବ୍ଦରେ କଥା କହିନଥାଏ । ସେ କେବେ ମଧ୍ୟ କାହାକୁ ଜାଣିଶୁଣି ଅପମାନ କରିନଥାଏ । ମହାଦେବଙ୍କ କୃପା ପାଇଥିବା ବ୍ୟକ୍ତିପଶୁ ପ୍ରେମୀ ହୋଇଥାଏ । କେବେ କୌଣସି ନିରୀହ ପଶୁଙ୍କ ଉପରେ ଅତ୍ୟାଚାର କରିନଥାଏ ।


ବିଦୁର କହିଛନ୍ତିକି ଯେଉଁ ବ୍ୟକ୍ତି ବିପୁଳ ଧନ ସମ୍ପତି ଜ୍ଞାନ, ଅଇଶ୍ଵର୍ଯା ଲକ୍ଷ୍ମୀ ଇତ୍ଯାଦିକୁ ପାଇକି ଅହଂକାର କରିନଥାଏ। ସବୁବେଳେ ଅନ୍ୟ ସହିତ ବିନମ୍ରତା ସହିତ ବ୍ଯବହାର କରିଥାଏ ଏମିତି ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ସବୁବେଳେ କୃପା ରହିଥାଏ । ଯେଉଁ ଭଳି ନଦୀ ଜଳ ନିଜେ ପିଇନଥାଏ, ବୃକ୍ଷ ନିଜ ଫଳ ନିଜେ ଖାଇନଥାଏ, ବଦଲ ନିଜେ ଫଳାଇ ଥିବା ଶସ୍ଯ ନିଜେ ଖାଇନଥାଏ ଆଉ ମହାଦେବଙ୍କ ଦ୍ଵାରା କୃପା ପାଇଥିବା ବ୍ୟକ୍ତି ନିଜ ଜୀବନ ପରୋପକାରରେ ବିତାଇଥାଏ । ଏମିତି ବ୍ୟକ୍ତି ସବୁବେଳେ ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ତତ୍ପର ରହିଥାଏ ।

Leave a Reply

Your email address will not be published. Required fields are marked *