Mumbai ଡ୍ରଗ୍ସ କେସ: SRKଙ୍କୁ BYJU ଦେଲା ବଡ ଝଟକା….

ବର୍ତ୍ତମାନ ଚାରିଆଡେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନର ଗି-ର-ଫକୁ ନେଇ ଚର୍ଚା ଚାଲିଛି । କ୍ରୁଜ ଡ୍ର-ଗ୍ସ କେ-ସକୁ ନେଇ ଆର୍ୟନ ଖାନ ଲଗାତର ଚର୍ଚାରେ ଅଛନ୍ତି । ବର୍ତ୍ତମାନ ଏହାର ସିଧା ପ୍ରଭାବ ବର୍ତ୍ତମାନ ଶାହାରୁଖ ଖାନଙ୍କ ପ୍ରୋଫେଶନଲ ଲାଇଫ ଉପରେ ଦେଖିବାକୁ ମିଳୁଛି । ଆର୍ୟନ ଖାନର ଗି-ର-ଫ ହେବା ପରେ ଯେଉଁଠି ଗୋଟିଏ ପଟେ ଶାହାରୁଖ ଖାନ ଓ ମା ଗୌରୀ ଖାନ ଦୁଃଖରେ ଭାଙ୍ଗି ପଡିଛନ୍ତି ତ ଅନ୍ୟ ପଟେ ଶାହାରୁଖ ଖାନଙ୍କ ବ୍ରା-ଣ୍ଡ ମୂଲ୍ୟ କମିବାରେ ଲାଗିଛି ।

ଏତିକି ନୁହେଁ ଶାହାରୁଖ ଖାନଙ୍କ ଉପରେ ଆହୁରି ବିଭିନ୍ନ ପ୍ରକାରର ପ୍ରଭାବ ପଡିଛି । ଯେଉଁ ମଧ୍ୟରୁ ଗୋଟିଏ ହେଉଛି ଆର୍ୟନ ଖାନ ଗି-ର-ଫ ହେବା ପରେ ବାୟଜୁସ କମ୍ପାନୀର ଯେଉଁ ଗିଜ୍ଞାପନରେ ଶାହାରୁଖ ନଜର ଆସୁଥିଲା ସେହି ବିଜ୍ଞାପନକୁ ବର୍ତ୍ତମାନ ଏହି କମ୍ପାନୀ ବନ୍ଦ କରି ଦେଇଛି ।

କୁହାଯାଉଛି କି ଲର୍ନିଂଗ ଐପ BYJU’S ବର୍ତ୍ତମାନ ଶାହାରୁଖ ଖାନଙ୍କ ସମସ୍ତ ବିଜ୍ଞାପନକୁ ବ-ନ୍ଦ କରି ଦେଇଛି । ଛବି ଖ-ରା-ପ ହେବା ପରେ ଏହିଭଳି କିଛି କଠୋର ନିଷ୍ପତି ନେଇଛି ଏହି କମ୍ପାନୀ । ଏହା ଛଡା ଶାହାରୁଖ ଖାନଙ୍କ ଅନ୍ୟ କିଛି ପ୍ରୀ ବୁକିଙ୍ଗ ବିଜ୍ଞାପନକୁ ମଧ୍ୟ ବର୍ତ୍ତମାନ ରିଲିଜ କରାଯାଉ ନାହିଁ । ଶାହାରୁଖ ଖାନଙ୍କ ସ୍ପନ୍ସର୍ଷିପ ଡିଲ ମଧ୍ୟରୁ ବାୟଜୁସ ସବୁଠୁ ବଡ ବ୍ରା-ଣ୍ଡ ଥିଲା । ଏହି ବ୍ରାଣ୍ଡର ବିଜ୍ଞାପନ କରିବା ଦ୍ଵାରା ଶାହାରୁଖ ଖାନଙ୍କୁ ବର୍ଷକୁ ୩ ରୁ ୪ କୋଟି ଟଙ୍କା ମିଳିଥାଏ ।

ଶାହାରୁଖ ଖାନ ୨୦୧୭ରୁ ଏହି କମ୍ପାନୀର ବ୍ରା-ଣ୍ଡ ଏମ୍ବାସାଡାର ଅଛନ୍ତି । କହିଦେଉଛୁ କି ଯେଉଁ ସମୟରୁ ଆର୍ୟନ ଖାନଙ୍କ ନାଁ କ୍ରୁଜ ଡ୍ର-ଗ୍ସ କେ-ସରେ ସାମ୍ନାକୁ ଆସିଛି ସେହି ସମୟରୁ ଗୋଟିଏ ପଟେ ଶାହାରୁଖ ଖାନଙ୍କ ଫ୍ୟାନ ତାଙ୍କୁ ସ-ପୋ-ର୍ଟ କରୁଛନ୍ତି ତ ଅନ୍ୟ ପଟେ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଟ୍ରୋଲ ମଧ୍ୟ କରାଯାଉଛି । ସୋ-ସି-ଆ-ଲ ମି-ଡି-ଆ-ରେ କେତେକ ଟ୍ରୋଲର ଟ୍ରୋଲିଙ୍ଗରେ ଲର୍ନିଂଗ ଏପକୁ ଟାଣୁଛନ୍ତି । ଟ୍ରୋଲର୍ମାନେ କହୁଛନ୍ତି କି କମ୍ପାନୀ ଶାହାରୁଖ ଖାନଙ୍କୁ ବ୍ରାଣ୍ଡ ଏମ୍ବାସାଡାର କରି କଣ ସନ୍ଦେଶ ଦେବାକୁ ଚାହୁଛନ୍ତି ?

କଣ ଅଭିନେତା ଅନ୍ୟ ପିଲାମାନଙ୍କୁ ପଢିବା ପାଇଁ କହୁଛନ୍ତି ଓ ନିଜ ପୁଅକୁ ଏହିଭଳି ଶିକ୍ଷା ଦେଉଛନ୍ତି । କୁହାଯାଉଛି କି ସୋ-ସି-ଆ-ଲ ମି-ଡି-ଆ-ରେ କମ୍ପାନୀର ଇମେଜ ଖ-ରା-ପ ହେଉଛି ସେଥିପାଇଁ କମ୍ପାନୀ ଏହିଭଳି ନିଷ୍ପତି ନେଇଛି । କହିଦେଛୁକୁ କି ଶାହାରୁଖ ଖାନ ଜିରୋ ଫିଲ୍ମ ପରେ ବଡ ପରଦାରେ ନଜର ଆସି ନାହାନ୍ତି । କିନ୍ତୁ ବିଜ୍ଞାପନ ଦୁନିଆରେ ସେ ବର୍ତ୍ତମାନ ବି ରାଜ କରୁଛନ୍ତି । ସୂଚନା ଅନୁସାରେ ଶାହାରୁଖ ଖାନ ପାଖାପାଖି ୪୦ ଟି କମ୍ପାନୀର ବିଜ୍ଞାପନରେ ନଜର ଆସନ୍ତି । ଏହି ଲିସ୍ଟରେ ବାୟଜୁସ, ଆଇସିଆଇସି ବ୍ୟାଙ୍କ, ରିଲୟାଂସ ଜିଓ, ଏଲଜି, ଦୁବାଇ ଟୁରିଜମ, ହ୍ୟୁଣ୍ଡାଇ ସହିତ ଅନ୍ୟ ବହୁତ କମ୍ପାନୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *