କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ, Video ଦେଖି ଉଡିବ ହୋସ

ଏ ଦୁନିଆରେ ଏମିତି କିଛି ଘଟଣା ଘଟୁଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଯେଉଁ ଅଜବ ଗଜବ ଘଟଣା ଘଟୁଛି ତାହା ଦେଖିବା ପାଇଁ ସେହି ସ୍ଥାନରେ ବ୍ୟକ୍ତି ରହିଥିବା ସେମିତି କିଛି ମାନେ ନାହି । ତେଣୁ ଏହି ଭଳି ବିଚିତ୍ର ଘଟଣା କ୍ୟାମେରା ରେ କ୍ଯାପଚାର କରାଯାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ବିଚିତ୍ର ଘଟଣା ବିଷୟରେ ନେଇ ଆସିଛୁ ଯାହା ନ ଦେଖିଲେ ଆପଣ ମାନେ ବିଶ୍ଵାସ କରିବେ ନାହି । ଏହି ଅଜବ ଗଜବ ଘଟଣା ଟି ଘଟିଥିଲା ୨୦୧୯ ମସିହାରେ ନିୟୁୟର୍କ ସହର ର ଏକ ଜୁ ରେ, ଯାହା ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହୋଇଥିଲା ।

ଏହି ଭିଡିଓ ରେ ମେୟା ଆଟ୍ରିମ ନାମକ ଜଣେ ଝିଅ ଜୁ ଭିତରେ ଜବରଦସ୍ତି ପଶି ସେଠାରେ ସିଂହ ସହ ମନକୁ ମନ କଥା ହେବାରେ ଲାଗିଲା । ଏମିତି କି ସିଂହ ଆଗରେ ସେ ଝିଅ ଟି ଡ୍ୟାନ୍ସ କରିବାକୁ ଲାଗିଲା । ଏହା ପରେ ଯାହା ଘଟିଲା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ । ଯେତେବେଳେ ଝିଅ ଟି ସିଂହ ଆଗରେ ଡ୍ୟାନ୍ସ କରିବାକୁ ଲାଗିଲା, ଠିକ ସେହି ସମୟରେ ସିଂହ ମଧ୍ୟ କିଛି ନ ବୁଝି ଏମିତି କିଛି ହରକତ କରିଲା ଯାହା ଆପଣ ଏମାନେ ଏହି ଭିଡିଓ ରେ ଦେଖି ପାରିବେ ।

ସେ ଝିଅର ଭାଗ୍ୟ ଭଲ କି ସିଂହ ଟି ଭୋକିଲା ନ ଥିଲା । ନ ହେଲେ ଯଦି ସିଂହ ଟି ଭୋକିଲା ଥାନ୍ତା ତେବେ ଶିକାର କୁ ନିଜ ଆଖି ଆଗରେ ଦେଖି ଏମିତି ଯିବାକୁ ଦେଇ ନ ଥାନ୍ତା । ତେଣୁ ଏହି ଘଟଣା ରୁ ଏତିକି କୁହା ଯାଇପାରେ କି ଏମିତି ମୁର୍ଖାମି କରିବା ଠିକ ନୁହେଁ । ଯଦି ସିଂହ କୁ ରାଗ ଲାଗିଥାନ୍ତା ତେବେ ତେବେ କଣ ସେ ଝିଅ ଟି ନ ଖାଇ ଛାଡିଥାନ୍ତା ।

କେବେ ନିଜକୁ ପ୍ରମାଣ କରିବାକୁ ଯାଇ ଏମିତି କାଣ୍ଡ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ନିଜର ହିଁ ଜୀବନ ବାଜି ଲାଗିଥାଏ । ଯଦି ସିଂହ ଭୋକିଲା ଥାନ୍ତା ତେବେ ଏହି ଭିଡିଓ ରେ ଯେଉଁ ଝିଅ ଟି ତା ଆଗରେ ଡ୍ୟାନ୍ସ କରୁଛି ସିଂହ ଏମିତି ତାକୁ ନଚାଇଥାନ୍ତା କି ସାରା ଜୀବନ ସେ ଭୁଲି ପାରି ନ ଥାନ୍ତା । ତେଣୁ ଏପରି କୌଣସି କାମ କରିବା ପୂର୍ବ ରୁ ଚିନ୍ତା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆପଣ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *