ପୁଣି ଏକ ସଡକ ଦୁର୍ଘଟଣାରେ ହେଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କର ମୃତ୍ୟୁ – ଶୁଟିଙ୍ଗ ସାରି ଫେରୁଥିବା ସମୟରେ ହୋଇଥିଲା ଦୁର୍ଘଟଣା, ସାରା ଫିଲ୍ମ ଜଗତରେ ଏବେ ଶୋକର ଛାୟା

ନମସ୍କାର ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ନୀତି ଦିନ ଭଳି ଆଜି ବି ଆମେ ନେଇ ଆସିଛୁ ଆପଣଙ୍କ ପାଇଁ ଏକ ନୂତନ ଖବର । ତେବେ ଏହି କିଛି ଦିନ ହେବ ଆପଣ ମାନେ ଦେଖୁଥିବେ ଓ ଶୁଣୁଥିବେ କି କ୍ତେ ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ମୃତ୍ୟୁ ହେବାରେ ଲାଗିଛି । କିଏ କେଉଁ ରୋଗରେ ପୀଡିତ ହେଇ ମୃତ୍ୟୁ ବରଣ କରୁଛନ୍ତି ତ କିଏ ସଡକ ଦୁର୍ଘଟଣା ରେ । ଆଜିକାଲି ବହୁତ ସଡକ ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି । ତେବେ ଏହି କିଛି ଦିନ ତଳେ ଏକ ଗାୟକ ଯିଏ କି ବହୁତ କମ ବଯସର ଥିଲେ ତାଙ୍କର ମଧ୍ୟ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କେବଳ ବଲୀଉଡ ନୁହେଁ ବରଂ ଓଲିଉଡ ରେ ମଧ୍ୟ ଏହି କିଛି ଦିନ ତଳେ ଜଣେ ଅଭିନେତା ଙ୍କର ସଡକ ଦୁର୍ଘଟନାରେ ମୃତ୍ୟୁ ହୋଇଛି ।

 

ତେବେ ଆଜି ଆମେ ଯେଉଁ ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ହେଉଛନ୍ତି ତେଲୁଗୁ ଅଭିନେତ୍ରୀ । ଜଣେ ନୁହେଁ ବରଂ ଦୁଇ ଜଣ ଅଭିନେତ୍ରୀ ଏକା ସହ ଗୋଟେ ଗାଡିରେ ନିଜର ଶୁଟିଙ୍ଗ ସାରି ଫେରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏମାନେ ସାଉଥ ଇନଡସ୍ଟ୍ରି ରେ ଦୁଇ ଜଣ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ।

ଏମାନେ ତାମିଲ ଓ ତେଲୁଗୁ ଫିଲ୍ମରେ ବହୁତ ନାମିଦାମି କଳାକାର । ବୁଧବାର ଦିନ ଶୁଟିଙ୍ଗ ସାରି ସେମାନେ ଘରକୁ ଫେରୁଥିବା ସମୟରେ ଗୋଟେ ଟ୍ରକ ସେମାନଙ୍କ ଗାଡି ସମନ୍ନାକୁ ଆସିବାରୁ ସେମାନେ ନିଜକୁ ବଞ୍ଚାଇବାକୁ ଯାଇ ଏକ ଗଛରେ ନେଇ ଗାଡିକୁ ପିଟିଦେଇଥିଲେ ।

ଯାହାଫଳରେ ସେହି ଦୁର୍ଘଟଣା ସ୍ଥଳରେ ହିଁ ସେମାନେ ମୃତ୍ୟୁବରଣ କରିଥିଲେ ।  ସେହି ଦୁଇ ଅଭିନେତ୍ରୀଙ୍କ ନାମ ହେଲା ଅନୁଷା ରେଡ୍ଡୀ ଯାହାଙ୍କର ବୟଷ 21 ବର୍ଷ ଏବଂ ଅନ୍ୟଜଣଙ୍କର ନାମ ଭାର୍ଗବୀ ଯାହାଙ୍କର ବୟଷ 20 ବର୍ଷ । ତାଙ୍କ ସହ ଏମିତି ଦୁର୍ଘଟଣା ଦେଖି ପୁରା ସାଉଥ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଶୋକର ଛାୟା, ସମସ୍ତ ଅଭିନେତା ବା ଅଭିନେତ୍ରୀମାନେ ଏହି ଖବର ପାଇ ଗମ୍ଭୀର ଦୁଖଃ ପ୍ରକାଶ କରିଛନ୍ତି ।

ଏହି ଭଳି ଅନେକ ବଲୀଉଡ ଓ ଟଲୀଉଡ ର ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *