CCTV ରେ ରେକର୍ଡ ହେଲା ଲୁଟର Live ଚିତ୍ର, ଲୁଟେରା ମାନେ ଏମିତି କରୁଥିଲେ ଚୋରୀ: ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲୁ-ଟେ-ରା ଙ୍କର ବ୍ଯାଙ୍କ ଲୁ-ଟ କରିବା ଫେଲ ମା-ରି-ଲା । ଲୋକ ମାନେ ନିସ୍ତୁକ ମା-ଡ କରି ଏହି ଲୁ-ଟେ-ରା ମାନଙ୍କୁ ପୋ-ଲି-ସ ହାତରେ ଧରାଇ ଦେଇଛନ୍ତି । ଏହି ଘଟଣା ଟି ଭୁବନେଶ୍ବର ଅନ୍ତର୍ଗତ ବାଲିଅନ୍ତା ଅଞ୍ଚଳର ପଞ୍ଚମୁଖୀ ଆପାର୍ଟମେଣ୍ଟ ପରିସରରେ ଥିବା ଭାରତୀୟ ଷ୍ଟେଟ ବ୍ଯାଙ୍କରୁ ଲୁ-ଟ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଲୁ-ଟେ-ରା ବ୍ଯାଙ୍କ ଭିତରେ ଗତ କାଲି ସନ୍ଧ୍ୟାରେ ପଶି ବ୍ଯାଙ୍କ ପିଅନ ଗଙ୍ଗାଧର ଙ୍କୁ ଛୁ-ରୀ-ରେ ଆ-କ୍ର-ମ-ଣ କରିଥିଲେ । ଏହା ପରେ ବ୍ଯାଙ୍କ କର୍ମଚାରୀ ଙ୍କୁ ଖେଳଣା ବ-ନ୍ଧୁ-କ ଦେଖାଇ ବ୍ଯାଙ୍କରୁ ଟଙ୍କା ଲୁ-ଟ କରିବାକୁ ଚେଷ୍ଟା କରିଥିଲେ ।

ଏହା ପରେ ବ୍ଯାଙ୍କ କର୍ମଚାରୀ ମାନେ ଚୋ-ର ଚୋ-ର କରି ଚି-ତ୍କା-ର କରିବାରୁ ଆପାର୍ଟମେଣ୍ଟର ସୁରକ୍ଷା କର୍ମୀ ଓ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଲୁ-ଟେ-ରାଙ୍କୁ ଧ-ରି ସେମାନଙ୍କୁ କା-ବୁ କରିଥିଲେ । ଏହି ଭି-ଡି-ଓ ରେ ବ୍ଯାଙ୍କ କର୍ମଚାରୀ ନିଜ ରାଏ ରେ କହିଛନ୍ତି ପ୍ରଥମେ ଲୁ-ଟେ-ରା ଏମାନେ ବ୍ଯାଙ୍କ ଭିତରେ ପଶି ସେମାନକୁ ଛୁ-ରୀ ଦେଖାଇ ଭୟ ଦେଖାଇ ଥିଲେ । ଏହା ପରେ କ୍ୟାସିୟରଙ୍କୁ ଡୋ-ର ଖୋଲିବାକୁ କହିଥିଲେ । ଏହା ପରେ ସେମାନେ କ୍ଯାସ କାଉଣ୍ଟରରୁ ଟଙ୍କା ନେଇ ସେଠାରୁ ଫେ-ରା-ର ହୋଇଥିଲେ । ଲୁ-ଟେ-ରା ମାନେ ଯେଉଁ ଛୁ-ରୀ ଧ-ରି-ଥି-ଲେ ତାହା ଅସଲି କି ନକଲି ଜଣା ପଡୁ ନ ଥିଲା ।

କାରଣ ଆଗରୁ ସେ ଛୁ-ରୀରେ ର-କ୍ତ ଲାଗିଥିଲା ଯାହାକୁ ଦେଖି ବ୍ଯାଙ୍କ କର୍ମଚାରୀ ମାନେ ଭ-ୟ- ଭୀ-ତ ହୋଇ ପଡିଥିଲେ । ଲୁ-ଟେ-ରା ମାନେ କ୍ୟାସିୟର ଙ୍କୁ ମଧ୍ୟ ଆ-ଟା-କ କରିଥିଲେ । ଏହା ପରେ ଲୁ-ଟେ-ରା ମାନେ ସମସ୍ତଙ୍କ ହାତକୁ ବା-ନ୍ଧି ତାଙ୍କୁ ନୀଲ ଡାଉନ କରି ବସାଇ ଥିଲେ । ବ୍ଯାଙ୍କ କର୍ମଚାରୀ ଙ୍କ ମତରେ ବ୍ୟାଙ୍କରେ ଯେଉଁ ସୁନା ଥିଲା ତାହାର ମୂଲ୍ୟ ରହିଛି ୮୩ ଲକ୍ଷ ଟଙ୍କା ।

ବ୍ଯାଙ୍କ ରେ ଯେଉଁ କ୍ଯାସ ଥିଲା ତାହାର ମୂଲ୍ୟ ହେଉଛି ୮ ଲକ୍ଷ ୫୦ ହଜାର ରୁ ଅଧିକ ରହିଥିଲା ଯାହା ଲୁ-ଟେ-ରା ମାନେ ନେଇ ଫେରାଇ ହୋଇଥିଲେ ମଧ୍ୟ ବର୍ତ୍ତମାନ ତାହା ସବୁ ରିକଭରୀ ହୋଇ ସାରିଛି । ଯେଉଁ ସ୍ମାୟରେ ଲୁ-ଟେ-ରା ମାନେ ବ୍ୟାଙ୍କରେ ଆ-ଟା-କ କରିଥିଲେ ସେହି ସମୟରେ ବୟଙ୍କ କ୍ଳୋଜ ହେବାକୁ ଯାଉଥିଲା ଯାହାର ଫା-ଇ-ଦା- ସେମାନେ ଉଠାଇ ଥିଲେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *