ବନ୍ଧୁଗଣ, ମନୁଷ୍ୟ ଜୀବନରେ କେତେବେଳେ କଣ ଘଟିବ ତାହା ଆମ୍ଭ ହାତରେ ନାହିଁ । ଭଗବାନ କହିଛନ୍ତି ଉତ୍ତମ କର୍ମ କରିଚାଲ । ମାତ୍ର ବନ୍ଧୁଗଣ ଆଜିଭଳି କଳିଯୁଗରେ କେହି ସତ ମାର୍ଗରେ ଚାଲିବାକୁ ଚାହୁଁ ନାହାନ୍ତି । ମିଛ ଦୁନିଆରେ କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କିଛି ଟଙ୍କା ପାଇଁ ଭୁଲ କାର୍ଯ୍ୟ କରିଥାନ୍ତି ।
ଯେପରିକି ଘର ତୋଳିବା କୌଣସି କାର୍ଯ୍ୟ ରେ ମିଛ କହି ଅନ୍ୟଠାରୁ ପଇସା ଆଣିବା । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏକ ଚକିତ କରିଲା ଭଳି କଥାଟିକୁ କହିବାକୁ ଯାଉଅଛୁ । ଏହି ଘଟଣା ଟି ରାଉରକେଲା ର ଅଟେ । ବନ୍ଧୁଗଣ ରାଉରକେଲା ନୟାବଜାର ଅଞ୍ଚଳରେ ଥିବା “ବ୍ୟାଙ୍କ ଅଫ ବରୋଦା” ର ଏକ ପୁରୁଣା କଲୋନୀ ଥିଲା । ସେଥିରେ ଏକ ତିନି ମହଲା ବିଲଡିଙ୍ଗ ର ଗୋଟିଏ ପାର୍ଟ ଭାଙ୍ଗି ଯାଇଛି ବୋଲି ଖବର ପୋଲିସ ଙ୍କ ପାଖକୁ ଆସିଥିଲା । ବନ୍ଧୁଗଣ ସେଠାରେ ଫାଇୟାର ବ୍ରିଗେଟ ଟିମ ଏବଂ ପୋଲିସ ଟିମ ଆସି ତଦନ୍ତ ଚାଲାଇଛନ୍ତି ।
ସଂପୂର୍ଣ୍ଣ ଘଟଣା ଟି କେମିତି ଘଟିଲା ତାହାକୁ ନେଇ ତଦନ୍ତ ଚାଲିଛି । ବର୍ତ୍ତମାନ ସୂଚନା କୁ ଆସିଛି ଯେ, କୌଣସି ବ୍ୟକ୍ତି ଆହାତ ତଥା କୌଣସି ବ୍ୟକ୍ତି ଙ୍କ ଜୀବନ ଯାଇନାହିଁ । ବନ୍ଧୁଗଣ ପୋଲିସ ଅଧିକାରୀ ଏ ନେଇ ସ୍ଵତନ୍ତ୍ର ତଦନ୍ତ ଚଲାଇଛନ୍ତି ବୋଲି ବୟାନ ଦେଇଛନ୍ତି । ସେ କହିଲେ ବର୍ତ୍ତମାନ ତ କିଛି ନଜରକୁ ଆସିନାହିଁ ତଥାପି ରେସ୍କୁ ଅପରେସନ ଚଳାଇଛନ୍ତି ବୋଲି ପୋଲିସ ଅଧିକାରୀ କହିଛନ୍ତି ।
ବନ୍ଧୁଗଣ ମନୁଷ୍ୟ ନିଜର ମୂର୍ଖତା ଯୋଗୁ ନାନା ପ୍ରକାରର ଅସୁବିଧାର ସମୁଖୀନ ହୋଇଥାଏ । ଯଦି ଏତେ ପୁରୁଣା ଘର ଥିଲା ତେବେ ତାହାକୁ ପୂର୍ବରୁ ଭାଙ୍ଗି ଦେବା ଉଚିତ ଥିଲା । ବର୍ତ୍ତମାନ ସଂପୂର୍ଣ୍ଣ ଦେଶର ସ୍ଥିତି ଭଲ ନଥିବା ବେଳେ, ଏପରି ଦୁର୍ଘଟଣା ମାନ ଚାଲିଲେ ଜନତାଙ୍କ ମନ ସ୍ଥିର ରହିବ ନାହିଁ । ଆମ୍ଭେ ନିଜେ ନିଜର ଶତ୍ରୁ ଭଳି କାର୍ଯ୍ୟ ମାନ କରିଥାଉ । ଟିକିଏ ସତର୍କ ଅବଲମ୍ବନ ନ କରିଲେ ବହୁତ ଅସୁବିଧା ତଥା ବିପଦରେ ପଡିବାର ସମ,ଭାବନା ରହିଅଛି ।
ଭଗବାନ ଏ ସମଗ୍ର ପୃଥିବୀରେ ସହିଥିବା ସମସ୍ତ ବସ୍ତୁ କୁ ସୃଷ୍ଟି କରିଛନ୍ତି ସତ ମାତ୍ର ମନୁଷ୍ୟ କୁ ଶ୍ରେଷ୍ଠ ବୋଲି ଆକ୍ଷ୍ୟା ଦିଆଯାଇଛି । ଯଦି ମନୁଷ୍ୟ ନିଜର ସାବଧାନତା ଏବଂ ଇଶ୍ଵର ଦେଇଥିବା ସଠିକ ବୁଦ୍ଧିର ଉଚିତ ପ୍ରୟୋଗ କରିବ ତେବେ ଏହିଭଳି ଦୁଖଦ ଘଟଣାର ସମୁଖୀନ ହେବାକୁ ପଡିବ ନାହିଁ । ଗତବର୍ଷ ଠାରୁ କୋରୋନା ସଂକ୍ରମଣ ବର୍ତ୍ତମାନ ମୁଣ୍ଡ ବ୍ୟଥାର କାରଣ ହୋଇଅଛି ।
ବନ୍ଧୁଗଣ ଚଳିତ ବର୍ଷ ଲକଡାଉନ ଅନେକ ସମୟ ଧରି ଚାଲିବା ସତ୍ଵେ କୋରୋନା ସଂକ୍ରମଣ ଅଧିକ ବଢିବାରେ ଲାଗିଛି । ପୁଣି ଏହି ଜଟିଳ ପରିସ୍ଥିତି ରେ ପ୍ରକୃତିକ ବିପର୍ଯ୍ୟୟ ମଧ୍ୟ ଭୟଙ୍କର ପରିସ୍ଥିତି ରେ ପକାଇବାରେ ଲାଗିଛି । ବନ୍ଧୁଗଣ ଆପଣ ମନଙ୍କୁ ଶେଷରେ ଗୋଟିଏ ଅନୁରୋଧ ସାବଧାନତା ର ସହିତ ଜୀବନ ଜାପାନ କରନ୍ତୁ । ଆପଣ ମାନଙ୍କୁ ଯଦି ଏହି ବିବରଣୀ ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।