ଏହି 6 ଜଣ ଅଭିନେତ୍ରୀ ଯେଉଁ ମାନେ କରିଛନ୍ତ ଉଭୟ ବାପା ଓ ପୁଅ ସହ ରୋମାନ୍ସ

ବନ୍ଧୁଗଣ ଏପରି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଉଭୟ ବାପା ଏବଂ ପୁଅ ସାଙ୍ଗେ ଅଭିନୟ କରି ସାରିଛନ୍ତି ଆସନ୍ତୁ ଜାଣିବା ସେହି ନାୟିକା ମାନଙ୍କ ସମ୍ବନ୍ଧରେ, ୧- “ରାକୁଲ ପ୍ରୀତ ସିଂହ”; ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ତାମିଲି ଏବଂ ହିନ୍ଦୀ ଫିଲ୍ମରେ ନିଜର ଉତ୍ତମ ଅଭିନୟ ଦ୍ଵାରା ସମସ୍ତ ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି । ସେ “ନାଗାର୍ଜୁନ” ଏବଂ ତାଙ୍କ ପୁତ୍ର “ଚୈତନ୍ଯ”ଙ୍କ ସହିତ ଚଳଚିତ୍ର କରିସାରିଛନ୍ତି । “ନାଗାର୍ଜୁନ” ସାଙ୍ଗେ ସେ ୨୦୧୯ ମସିହାରେ ଏକ ରୋମାଣ୍ଟିକ ଚଳଚିତ୍ରରେ ଦେଖିବାକୁ ମିଳିଥିଲେ ।

ବନ୍ଧୁଗଣ ବୟସ ଦେଖିବାକୁ ଗଲେ “ରାକୁଲ” ଙ୍କ ବୟସ “ନାଗାର୍ଜୁନ” ଙ୍କ ବୟସ ଅପେକ୍ଷାରେ ବହୁତ କମ । ସେହିଭଳି ସେ ତାଙ୍କ ପୁତ୍ରଙ୍କ ସହିତ ମଧ୍ୟ ରୋମାନ୍ସ ଚଳଚିତ୍ର କରିଛନ୍ତି ଯାହାର ନାମ- “ରାରାନ୍ଦୋଇ ଭେଦୁକା ଛୁଦାମ” । ଏହା ଗୋଟିଏ ତାମିଲ ଚଳଚିତ୍ର ଅଟେ ।

୨- ବନ୍ଧୁଗଣ ବଲିଉଡ ର ଏହି ଅଭିନେତ୍ରୀ ମଧ୍ୟ ଗୋଟେ ତରଫ ବାପା ଏବଂ ଅନ୍ୟ ସାଇଡ ରେ ତାଙ୍କ ପୁତ୍ରଙ୍କ ସାଙ୍ଗେ ରୋମାନ୍ସ କରିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ନାମ “ଡିମ୍ପଲ କପାଡିଆ” । ସେ “ବିନୋଦ ଖାନା” ସହିତ ବତ୍ବାରା, ଲେକିନ, ଇନ୍ସାଫ, ଦବଙ୍ଗ, ଭଳି ଫିଲ୍ମ ରେ ଅଭିନୟ କରିଥିବା ବେଳେ ତାଙ୍କ ପୁଅ “ଅକ୍ଷୟ ଖାନା” ସହିତ ୨୦୦୯ ରେ “ଦିଲ ଚାହାତା”ରେ ଅଭିନୟ କରିଥିଲେ ।

୩- “ତମନା ଭାଟିଆ”; ଏହି ସୁନ୍ଦରୀ ନାୟିକା ଜଣକ ୨୦୧୯ ରେ “ଚିରଞ୍ଜିବୀ” ସହିତ ରୋମାନ୍ସ କରିଥିଲେ, ସେହିଭଳି ସେ “ଚିରଞ୍ଜିବି”ର ପୁଅ “ରାମ ଚରଣ” ସହିତ ୨୦୧୨ ରେ ଏକ ଚଳଚିତ୍ରରେ ରୋମାନ୍ସ କରିଥିଲେ ।

୪- “ମାଧୁରୀ ଦିକ୍ଷିତ”; ଏହି ଅଭିନେତ୍ରୀ ଜଣକ “ରିଷି କାପୁର” ଙ୍କ ସହିତ ପ୍ରେମ ଗ୍ରନ୍ଥ, ୟାରାନା, ଏବଂ ଶାହିବନ ଚଳଚିତ୍ରରେ ଅଭିନୟ କରିଥିବା ବେଳେ, ତାଙ୍କ ପୁଅ “ରଣବିର କାପୁର”ଙ୍କ ସହିତ “ୟେ ଜବାନି ହେ ଦିବାନୀ” ଚଳଚିତ୍ର ରେ ଅତ୍ୟନ୍ତ ରୋମାଞ୍ଚକ ପ୍ରଦର୍ଶନ ଦେଇଥିଲେ ।

୫- “ଲାବନ୍ୟା ତ୍ରିପାଠୀ”; ଏହି ଅଭିନେତ୍ରୀ ଜଣକ ତେଲୁଗୁ ଫିଲ୍ମ ଜଗତରେ ବହୁତ ଫେମସ ଅଭିନେତ୍ରୀ ଅଟନ୍ତି । ସେ “ନାଗାର୍ଜୁନ” ଙ୍କ ସହିତ ତେଲୁଗୁ ଫିଲ୍ମରେ ରୋମାନ୍ସ କରୁଥିବାର ନଜରକୁ ଆସିଛି । ସେହିଭଳି ସେ “ନାଗାର୍ଜୁନ”ଙ୍କ ପୁତ୍ର “ନାଗା ଚୈତନ୍ୟ” ସାଙ୍ଗେ ଏକ ଚଳ ଚିତ୍ରରେ ରୋମାନ୍ସ କରୁଥିବାର ନଜର ଆସିଛି ।

୬- “ରାନୀ ମୁଖାର୍ଜୀ”; ଏହି ଅଭିନେତ୍ରୀ ୨୦୦୧ ରେ “ଅଭିଷେକ ବଚନ” ଙ୍କ ସହିତ ରୋମାନ୍ସ କରିଥିଲେ, ଏହା ପରେ ସେ “ଅମିତାଭ ବଚନ” ଙ୍କ ସହିତ “ବ୍ଲାକ” ଚଳଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚିତ୍ରରେ ସେ “ଅମିତାଭ” ଙ୍କ ସହିତ କିସ୍ ମଧ୍ୟ କରିଛନ୍ତି । ବନ୍ଧୁଗଣ ଏହାଥିଲା କିଛି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଉଭୟ ପିତା ଏବଂ ପୁତ୍ରଙ୍କ ମଧ୍ୟରେ କରିଥିବା ରୋମାନ୍ସ ସମ୍ବନ୍ଦରେ ବିବରଣୀ, ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *