ଚା’ ପିଉଥିବା ଲୋକଙ୍କ ପାଇଁ ବଡ ଖବର, ଆଶ୍ଚର୍ଯ୍ୟ ହେବେ ଜାଣି ଏହି କଥା… Health Tips

ଚାର ବହୁତ ଲାଭ ରହିଛି କିନ୍ତୁ ଶିଙ୍ଗା ପୁରରେ ଚା ପିଇଥିବା ଲୋକଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଗୋଟେ ଭଲ ଖବର । ନେସନାଲ ୟୁନିଭରସିଟି ଅଫ ସିଙ୍ଗାପୁରରେ ବୈଜ୍ଞାନିକ କହିଛନ୍ତିକି ଯେଉଁ ଲୋକ ନିୟମିତ ରୂପରେ ଚା ପିଇଥାନ୍ତି ତାଙ୍କ ମସ୍ତିସ୍କର ଭାଗ ଅନ୍ୟ ଲୋକଙ୍କ ତୁଳନାରେ ବହୁତ ଭଲ ହୋଇଥାଏ ଓ ତାଙ୍କ ଭିତରେ କଥା ବାର୍ତାର ସ୍ଥିତି ବହୁତ ପ୍ରଭାବୀ ହୋଇଥାଏ ।

ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ଏହି ପରୀକ୍ଷଣ କରିବା ପାଇଁ ୟୁକେରେ ଏକ୍ସେଟର ବିଶ୍ୱବିଦ୍ୟାଳୟ ସହିତ ଭାଗୀଦାରୀ କରିଛି । ଏହି କେବ୍ରିଜ ବିଶ୍ୱବିଦ୍ୟାଳୟ ଆଉଥରେ ସମର୍ଥିତ ରହିଛି, ଏଥିରେ ୬୦ ବର୍ଷରୁ ଅଧିକା ଆୟୁର ୩୬ ଲୋକଙ୍କ ମସ୍ତିସ୍କର ମୂଲ୍ୟାଙ୍କନ ଓ ଅଧ୍ୟୟନ ନ୍ୟୁରୋ ଇମୋଜିଙ୍ଗ ଦ୍ଵାରା ଆଉଥରେ ସାବଧାନୀ ପୂର୍ବକ କରାଯାଇଛି ।

Image Courtesy: Google

ଏହାଛଡା ପ୍ରାତ୍ରିଭାଗୀ ମାନଙ୍କ ସ୍ୱାସ୍ଥ୍ୟ, ମନୋବାୟଜ୍ଞାନିକ ସ୍ଥିତି ଓ ଜୀବନ ଶୈଳୀ ବିଷୟରେ ପ୍ରଶ୍ନ ପଚରା ଯାଇଥିଲା । ବ୍ରେନ ମିରରିଙ୍ଗରୁ ଜଣା ପଡିଛିକି ଲୋକ ଯେଉଁମାନେ ଲଗାତର ୨୫ ବର୍ଷରୁ ଗୋଟେ ସପ୍ତାହରେ ଚାରିକପ ଗ୍ରୀନ, ବ୍ଲାକ ବା ସାଧାରଣ ଚା ପିଇବାର ଅଭ୍ୟସ୍ତ ଥିଲେ ଜଣେ ଅନ୍ୟଜଣକ ବହୁତ ଭଲରେ  ଜଡିତ ଥିଲେ । ଏହିଭଳି ବହୁତ ଭଲ ପେୟ ଓ ମାନସିକ ସରଞ୍ଚନାର ପ୍ରଥମ ପ୍ରମାଣ ଓ ଏହା ସହିତ ଜଣା ପଡିଥିଲାକି ଚ ପିଇବା ଦ୍ଵାରା ମାନସିକ ମନ୍ଦତାର ଦର କମ ହୋଇଥାଏ ଓ ଏହା ସହିତ ମସ୍ତିସ୍କର କୋସିକାର ଭାଙ୍ଗିବାର ଗତି ଧିମା ହୋଇଥାଏ ।

Image Courtesy: Google

ବୈଜ୍ଞାନିକ, ମସ୍ତିସ୍କର ଉପଯୋଗୀତାର ସଠିକ ସଡକ ଯାତାୟତରୂପରେ ବରଣିତ କରିଛନ୍ତି, କାରଣ ଯାତ୍ରୀ ସଂଗଠିତ ଯାତାୟାତରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାନ୍ତି । ଏହିଭଳି ମସ୍ତିସ୍କ  ସରଞ୍ଚନା ସ୍ମୃତି ପାଇଁ ବହୁତ ଭଲ ଓ ମସ୍ତିସ୍କ ଜଲ୍ଦି ଭାବି ଥାଏ ଓ ପ୍ରତିକ୍ରିୟା ଦେଇଥାଏ । ସିଙ୍ଗାପୁର ବିଶ୍ବବିଦ୍ୟାଳୟର ବିଶେଷଜ୍ଞଙ୍କର କହିବା କଥା ଗ୍ରୀନ ଟୀ ପିଇଲେ ବହୁତ ଉପଯୋଗୀ ହୋଇଥାଏ କାରଣ ଏହା କେବଳ ମସ୍ତିଷ୍କକୁ ବହୁତ ଭଲ ବନେଇ ନଥାଏ ଏହା ଛଡା ହୃଦୟ, ରକ୍ତଚାପ ଓ ରୋଗ ମାନଙ୍କୁ ରୋକିବାରେ ସାହାର୍ଯ୍ୟ କରିଥାଏ ।

Image Courtesy: Google

ଗୋଟେ ପରୀକ୍ଷାରୁ ଜଣା ପଡିଛିକି ଚା ପିଇବା ଦ୍ଵାରା ଆମର ମସ୍ତିସ୍କର ସରଞ୍ଚନା ଉପରେ ପ୍ରଭାବ ପକାଇଥାଏ । ପରିକ୍ଷଣରୁ ଜଣା ପଡିଛି ଯେଉଁ ପିଉଠିବ ସେଇ ଲୋକଙ୍କ ଅପେକ୍ଷାରେ ଫାଇଦାରେ ରହିଥାନ୍ତି, ଯେଉଁ ଲୋକ ଚା ପିଇନଥାନ୍ତି । ନିୟମିତ ଚା ପିଇଲେ ମସ୍ତିସ୍କର ସରଞ୍ଚନା ତାଙ୍କ ଠାରୁ ଅଧିକ ହୋଇଥାଏ ଯେଉଁ ଲୋକ ଚା ପିଇନଥାନ୍ତି ।

Image Courtesy: Google

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *