ଏହି ୪ ଟି ଅଭ୍ୟାସ ଜୀବନରୁ ଦାରିଦ୍ର୍ୟତା କୁ ଦୂରେଇ ରଖେ- Sri Krishna

ବନ୍ଧୁଗଣ, ଯେଉଁ କାର୍ଯ୍ୟ କୁ ଆମ୍ଭେମାନେ ବାରମ୍ବାର କରିଥାଉ ତାହାକୁ ଆମ୍ଭେ ନିଜର ଅଭ୍ଯାସ ବୋଲି କହିଥାଉ, ବନ୍ଧୁଗଣ ଅଭ୍ଯାସ ୨ ପ୍ରକାରର ହୋଇଥାଏ, ଭଲ ଏବଂ ଖରାପ । ଆମ୍ଭର ଅଭ୍ଯାସର ଆମ୍ଭର ସ୍ୱାସ୍ଥ୍ୟ, ବ୍ୟକ୍ତିତ୍ବ, ଆଚରଣ, ବ୍ୟବହାର

ରହଣି-ସହଣି, ଖାଦ୍ଯ-ପେୟ ଇତ୍ୟାଦି ଉପରେ ଗଭୀର ପ୍ରଭାବ ପଡିଥାଏ । ଏହା ସହିତ ଆମ୍ଭର ଭାଗ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ଯଦି ଏହି ଅଭ୍ୟାସ ଗୁଡିକ ଭଲ ହୋଇଥାଏ ତେବେ, ନିଶ୍ଚିତ ରୂପରେ ଆମ୍ଭର ଉନ୍ନତି ହେବ । ଏବଂ ଆମ୍ଭ ଜୀବନ ଉପରେ ମଧ୍ୟ ଏହାର ସକାରତ୍ମକ ପ୍ରଭାବ ପଡିବ । ଏବଂ ଏହାର ବିପରୀତ ଖରାପ ଅଭ୍ଯାସ ର ଆମ୍ଭ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ । ବନ୍ଧୁଗଣ ଶ୍ରୀ କୃଷ୍ଣ ଙ୍କ କହିବା ଅନୁସାରେ ଏହି ୪ ଟି ଅଭ୍ଯାସ ଆମ୍ଭ ଜୀବନରୁ ଗରିବୀ କୁ ଦୂର କରିଥାଏ ଆସନ୍ତୁ ଜାଣିବା ତାହା କଣ ଅଟେ ?

୧- ବନ୍ଧୁଗଣ ଈଶ୍ବରଙ୍କ ଠାରୁ ବଡ ଦୁନିଆରେ ଅନ୍ୟ କିଛି ନାହିଁ । ଏଥିପାଇଁ ଆମ୍ଭକୁ ସକାଳୁ ଉଠି ସର୍ବ ପ୍ରଥମେ ଆମ୍ଭ ଆରାଧ୍ୟ ଦେବତାର ସ୍ମରଣ କରିବା ଆବଶ୍ୟକ । ପରିବାରର ସୁଖ ଶାନ୍ତି ତଥା ସମୃଦ୍ଧି ପାଇଁ ପରିବାରର କୁଳ ଦେବତା ଅତ୍ୟନ୍ତ ଆବଶ୍ୟକ ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ସେହି କୁଳ ଦେବତାଙ୍କ ପୂଜା କରିବାକୁ ସମୟ ମିଳୁନଥିବ ମାତ୍ର ଆପଣ ତାଙ୍କ ନାମ ନେଇ ପ୍ରତିଦିନ ସ୍ମରଣ କରନ୍ତୁ । ହପ୍ତା ର କୌଣସି ଏକ ଦିନରେ ନିଜର ସମୟ ବାହାର କରି ପରିବାରର ସଦସ୍ୟ ମାନଙ୍କ ସହିତ ମିଶି କୁଳ ଦେବତାଙ୍କ ଆରାଧନା ତଥା ପୂଜା କରି ମନ୍ତ୍ର ର ପାଠ କରନ୍ତୁ । ଦେଖିବେ ଆପଣଙ୍କ ଘରେ ଧନର ବର୍ଷା ନିଶ୍ଚିନ୍ତ ହେବ ।

୨- ଯଦି ଆପଣଙ୍କ ଘରେ ତୁଲସୀ ଗଛ ରହିଅଛି, ତେବେ ନୀତିଦିନ  ସେହି ଗଛ ମୂଳରେ ଗୋଟିଏ ଦୀପ ନିଶ୍ଚିତ ଜାଳନ୍ତୁ । ଏହି ଅଭ୍ଯାସ ଦ୍ଵାରା ଆପଣଙ୍କ ପରିବାର ତଥା ଆପଣଙ୍କ ଉପରେ କୁଳ ଦେବତାଙ୍କ ଆଶୀର୍ବାଦ ନିଶ୍ଚିତ ରହିଥାଏ ।

୩- ବନ୍ଧୁଗଣ ଆମ୍ଭ ଶାସ୍ତ୍ର ମାନଙ୍କରେ ଏହି ମାନ୍ୟତା ରହିଅଛି ଯେ, ସକାଳୁ ବିନା ସ୍ନାନରେ ରଷୋଇ ଘରେ ପ୍ରବେଶ କରିବା ଅନୁଚିତ ହୋଇଥାଏ ମାତ୍ର ବର୍ତ୍ତମାନ ର ସମୟରେ ଏପରି କରିବା ସମ୍ଭବ ହୋଇ ନଥାଏ । ଏଥିପାଇଁ କମ ରୁ କମ ନିତ୍ୟ କର୍ମରୁ ନିବୃତ୍ତ ହୋଇ ସ୍ଵୋଚ୍ଚ ହାତ ମୁହଁ ଧୋଇ ରଷୋଇ ଘରକୁ ଯାଆନ୍ତୁ । ଏବଂ ଚୁଲ୍ହାରେ କିଛି ବନାଇବା ପୂର୍ବରୁ ଅଗ୍ନିଙ୍କୁ ପ୍ରଣାମ ନିଶ୍ଚିତ କରନ୍ତୁ । ଏଭଳି କରିବା ଦ୍ଵାରା ଅଗ୍ନି ଦେବଙ୍କ ସହିତ ମାତା ଅର୍ଣ୍ଣପୂର୍ଣ୍ଣା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

୪- ବନ୍ଧୁଗଣ ବିନା କଥାରେ କେବେ ମଧ୍ୟ କାହାରି ଅପମାନ କରନ୍ତୁ ନାହିଁ । ବୟସ୍କ ଲୋକଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ । ଏହା ସହିତ ମହିଳା ମାନଙ୍କର ସୁରକ୍ଷା ତଥା ସନ୍ନମାନ ର ଧ୍ୟାନ ରଖନ୍ତୁ । ଘରକୁ ଆସିଥିବା ଅସହାୟ ବ୍ୟକ୍ତି ର ଯଥାସମ୍ଭବ ସାହାର୍ଯ୍ୟ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *