ମାତ୍ର 4 ଘଣ୍ଟା କାମ କରି Amazonରୁ ରୋଜଗାର କରିପାରିବେ 70000, ଜାଣନ୍ତୁ ସମ୍ପୂର୍ଣ ଖବର

ନମସ୍କାର ବନ୍ଧୁଗଣ । ମାତ୍ର ୪ ଘଣ୍ଟା କାମ କରି ମାସିକ ଦରମା ହେଉଛି ୭୦,୦୦୦ ଟଙ୍କା । ଏହି କଥା ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ମାତ୍ର ୪ ଘଣ୍ଟା କାମ କରି ମାସକୁ ୭୦,୦୦୦ ଟଙ୍କା କିଏ ଦେବ ? କିନ୍ତୁ ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଦେଶର ସବୁଠାରୁ ବଡ କମ୍ପାନୀ ଆମାଜନ ଏହି ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । ସବୁଠାରୁ ଖାସ କଥା ହେଉଛି ଏହି ଅଫର ଅନୁଯାୟୀ ଆପଣଙ୍କୁ ୮ରୁ ୯ ଘଣ୍ଟା କାମ କରିବାକୁ ପଡିବ ନାହି । ଦିନକୁ ମାତ୍ର ୪ ଘଣ୍ଟା କାମ କରିଲେ ଆପଣ ଏତେ ଟଙ୍କା ସାଲାରି ପାଇ ପାରିବେ ।

ଏହା ସହ କମ୍ପାନୀ ମଧ୍ୟ କୌଣସି ପ୍ରତିବନ୍ଧକ ଲଗାଇ ନାହି । ନିଜ ଇଚ୍ଛାରେ କର୍ମଚାରୀ ମାନେ କାମ କରିବେ । ଯଦି ଆପଣ ଚାହିଁବେ ତେବେ ଫୁଲ ଟାଇମ ବା ପାର୍ଟ ଟାଇମ କରି ପାରିବେ । ତେବେ ଆସନ୍ତୁ ଜାଣିବା କମ୍ପାନୀରେ କେଉଁ କାମ କରିବାକୁ ପଡିବ । ଆମାଜନ କମ୍ପାନୀ ପକ୍ଷରୁ ଯୁବପିଢି ମାନଙ୍କ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଡେଲିଭରି ପିଲାର ଆବଶ୍ୟକତା ରହିଛି । ଯେଉଁ ବ୍ୟକ୍ତି କଷ୍ଟମର ମାନେ ଅର୍ଡର କରିଥିବା ସାମଗ୍ରୀ ତାଙ୍କ ପାଖରେ ପହଞ୍ଚାଇ ପାରିବେ ସେହି ମାନଙ୍କୁ ଏହି ଚାକିରି ଦିଆଯିବ । ଏହି କାମ ପାଇଁ ୧୦ରୁ ୧୫କିମି ବ୍ଯବଧାନରେ ରହିବ ।

ବର୍ତ୍ତମାନ ଦେଶରେ ଅନ ଲାଇନ କାମ ଅଧିକ ହେବାରେ ଲାଗିଛି । ଏଥିପାଇଁ ସବୁ କମ୍ପାନୀ ଡେଲିଭରି ପିଲାଙ୍କ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି । କମ୍ପାନୀର ନିୟମ ଅନୁଯାୟୀ ପିଲାଙ୍କୁ ଦିନକୁ ପ୍ରାୟତ ୧୦୦ରୁ ୧୫୦ ଅର୍ଡର ପହଞ୍ଚାଇବାକୁ ପଡିବ । ପ୍ରତେକ କମ୍ପାନୀରେ ସକାଳ ୭ଟା ରୁ ରାତି ୮ଟା ଯାଏଁ ଡେଲିଭରି କାମ କରିବାକୁ କହିଥାଏ । ଆମାଜନ କମ୍ପାନୀ ସ୍ପଷ୍ଟ କରିଛି ଯେ ଯଦି ଡେଲିଭରି ୩ରୁ ୪ ଘଣ୍ଟା ମଧ୍ୟରେ ଶେଷ ହେବ ତେବେ ତାହା ଉପରେ କୌଣସି ଅସୁବିଧା ହେବ ନାହି । ଏହି ଚାକିରି ପାଇଁ ଡେଲିଭରି ପିଲାଙ୍କ ପାଖରେ ନିଜର ଗାଡି ରହିବା ସହ ସରାକରି ବା ବେସରକାରୀ ନିଯୁକ୍ତି ଥିବା ଦରକାର ।

ଏହା ସହ ଗାଡିର ସବୁ କାଗଜ ପାତ୍ର ଠିକ ଥିବା ଆବଶ୍ୟକ ଅଟେ । ସାଧାରଣତ ଆମାଜନ କମ୍ପାନୀ ପକ୍ଷରୁ ମାସିକ ଦରମା ୧୨,୦୦୦ ରୁ ୧୫,୦୦୦ ଟଙ୍କା ରହିଥାଏ । ଏହା ସହ ଗାଡିରେ ତେଲ ପକାଇବା ପାଇଁ କମ୍ପାନୀ ଅଲଗା ଟଙ୍କା ଦେଇଥାଏ । ଯଦି ପ୍ରତି ଦିନ ୧୦୦ରୁ ୧୫୦ ଡେଲିଭରି କରାଯାଏ ତେବେ ଆପଣ ମାସକୁ ୫୦,୦୦୦ ରୁ ୭୦,୦୦୦ ଟଙ୍କା ରୋଜଗାର କରି ପାରିବେ ବୋଲି କମ୍ପାନୀ ସୂଚନା ଦେଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *