ଚତୁର୍ଥୀ ରାତିରେ ଆସିଲା କଲ, କହିଲା “ତୋ ସ୍ତ୍ରୀ ର ପ୍ରାଇଭେଟ ପାର୍ଟ ରେ….”, ପୁରା ଘଟଣା ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି- ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ନାରୀ ମାନଙ୍କ ପ୍ରତି ଅ-ତ୍ୟା-ଚା-ର ହେବାର ଆପଣ ମାନେ ଶୁଣିଥିବେ । କିନ୍ତୁ ଆଜିର ଆମର ଏହି ଲେଖାରେ ଜଣେ ପୁରୁଷଙ୍କ ସହ ଏମିତି ଘଟଣା ଘଟିଛି ଯାହା ହୁଏ ତ ଆଗରୁ କାହା ସହ ହୋଇ ନ ଥିବ । ସୂଚନା ଅନୁସାରେ ଜଣେ ଯୁବକ ଫେସବୁକରେ ଗୋଟେ ଝିଅ ସହ ଚ୍ୟାଟ କରୁଥିଲେ । ଏହା ପରେ ସେ ଝିଅଟି ଯୁବକଙ୍କୁ ବାହା ହେବା ପାଇଁ ଧ-ମ-କ ଦେଲା ।

ଯୁବକଙ୍କ କହିବା ଅନୁସାରେ ସେ ଝିଅଟି ତାଙ୍କ ସହ ଯାଉ ସବୁ କଥା ହୋଇଥିଲା ତାର ପ୍ରମାଣ ରଖିଛି ଓ ଏହା ମିଡିଆରେ ଭାଇରାଲ କରି ଦେବ ବୋଲି ଧମକ ଦେଲା । ଏହା ପରେ ଯୁବକ ଜଣକ ପ୍ରଥମରୁ ବିବାହିତା ଥିଲେ ମଧ୍ୟ ବା-ଧ୍ୟ-ତା-ମୂ-ଳ-କ ସେହି ଝିଅକୁ ବାଲେଶ୍ଵରରେ ନଭେମ୍ବର ୨୫ ୨୦୨୦ରେ ଦିତୀୟ ବିବାହ କରିଲେ । ଏହା ପରେ ଯୁବକଙ୍କର ସ୍ତ୍ରୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲା । ଏହା ପରେ ଯୁବକ କହିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ବଏଫ୍ରେଣ୍ଡ ଅଛି ଯାହା ସହ ତାଙ୍କର ଖ-ରା-ପ ସ-ମ୍ପ-ର୍କ ରହିଛି ।

ଯୁବକଙ୍କର ସ୍ତ୍ରୀଙ୍କ ବଏଫ୍ରେଣ୍ଡ ତାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ପ୍ରା-ଇ-ଭେ-ଟ ପା-ର୍ଟ-ରେ ତାଙ୍କ ନାଁ ର ଟ୍ୟାଟୁ ରହିଥିବାରୁ ସେ ଝିଅ ଠାରୁ ଦୂରେଇ ରହିବାକୁ ଧ-ମ-କ ଦେଇଥିଲେ । ଏହା ଶୁଣିବା ପରେ ଯୁବକ ଜଣକ ନିଜକୁ ସମ୍ବାଳି ନ ପାରି ତାଙ୍କ ସ୍ତ୍ରୀଙ୍କୁ ସବୁ ଦିନ ଛାଡି ଦେବାକୁ କହିଥିଲେ ।

କିନ୍ତୁ ସ୍ତ୍ରୀ ଜଣକ ତାଙ୍କୁ ନ ଛାଡିବା ପାଇଁ କହିବା ସହ ତାଙ୍କ ପରିବାରକୁ ଜୀବନରୁ ମା-ରି ଦେବା ପାଇଁ ଧ-ମ-କ ଦେଇଥିଲେ । ଯୁବକଙ୍କ କହିବା ମୁତାବକ ତାଙ୍କ ସ୍ତ୍ରୀ ତାଙ୍କ ସହ କେବଳ କଥା ହେବାକୁ ଚାହୁଁଛନ୍ତି କିନ୍ତୁ ଅନ୍ୟ ପୁରୁଷ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖୁଛନ୍ତି । ଜୋ-ର ଜ-ବ-ର-ଦ-ସ୍ତି ଏହି ସମ୍ପର୍କକୁ ନିଭାଇବାକୁ ଯୁବକଙ୍କ ସ୍ତ୍ରୀ ତାଙ୍କୁ ବା-ଧ୍ୟ କରୁଛନ୍ତି ।

ଏହା ପରେ ଯୁବକ କହିଛନ୍ତି ଯେ ସେ ଓ ତାଙ୍କ ସ୍ତ୍ରୀ ତାଙ୍କ ଘରକୁ ଯାଇଥିଲେ ଓ ସେଠାରେ ତାଙ୍କୁ ମ-ଦ୍ୟ-ପା-ନ କରିବାକୁ ତାଙ୍କ ସ୍ତ୍ରୀ କହିଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ଯୁବକଙ୍କର କଥା ନ ଶୁଣି ମ-ଦ୍ୟ-ପା-ନ କରିବା ସହ ଅନ୍ୟ ପୁରୁଷ ସହ ମିଳାମିଶା କରିଥିଲେ । ଏହି ବିଷୟରେ ଯୁବକ ତାଙ୍କ ସ୍ତ୍ରୀଙ୍କର ପରିବାର ଲୋକଙ୍କୁ କହିଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ସବୁ ଭୁଲି ତାଙ୍କ ଝିଅ ସହ ରହିବାକୁ କହିଥିଲେ । ଏହା ଶୁଣିବା ପରେ ଯୁବକ ନିଜ ଘରକୁ ଫେରି ଆସିଥିଲେ ।

ଯୁବକଙ୍କ ସ୍ତ୍ରୀ ତାଙ୍କ ଚାଚାଙ୍କ ପୁଅ ସହ ଘରକୁ ଯାଇଛନ୍ତି ବୋଲି ତାଙ୍କୁ କହିଛନ୍ତି । ଅନ୍ୟ ପକ୍ଷରେ ଯୁବକଙ୍କ ସ୍ତ୍ରୀ ଆ-ତ୍ମ-ହ-ତ୍ୟା କରିବାକୁ ଯାଉଛନ୍ତି ବୋଲି ତାଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି । ଏ ନେଇ ଯୁବକ ପୋଲିସରେ ଅଭିଯୋଗ କରିଛନ୍ତି କିପରି ତାଙ୍କୁ ତାଙ୍କ ସ୍ତ୍ରୀ ଓ ପ୍ରେମିକ ମା-ନ-ସି-କ ନି-ର୍ଯ୍ୟା-ତ-ନା ଦେଇ ସବୁ କଥାରେ ଧମକ ଦେଉଛନ୍ତି । ଥାନା ଅଧିକାରୀ ମଧ୍ୟ ଯୁବକଙ୍କୁ ତାଙ୍କ ପ୍ରତି ହୋଇଥିବା ଅ-ନ୍ୟା-ୟ ପ୍ରତି ସମର୍ଥନ କରିଛନ୍ତି ଓ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଯୁବକ ଗଣ ମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ଯେ ଝିଅଙ୍କ ପାଇଁ ଯେପରି ମହିଳା ଥାନା ରହିଛି ଓ ସେମାନେ ନ୍ୟାୟ ପାଉଛନ୍ତି ଠିକ ସେହିପରି ପୁଅଙ୍କ ପାଇଁ ପୁରୁଷ ଥାନା ହେବା ଉଚିତ । କାରଣ ସବୁ ପୁଅ ଖରାପ ନୁହନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *