ଚା’ ବଲାର ଝିଅ ହେଲେ ଫ୍ଲାଇଙ୍ଗ୍ ଅଫିସର, ବାୟୁସେନାରେ ଆସିବା ପାଇଁ ଛାଡିଥିଲେ ୨ଟି ସରକାରୀ ଚାକିରି 

କଠିନ ପରିଶ୍ରମ କରି ନିଜବଳରେ ସଫଳତା ପାଇବା ଅସମ୍ଭବ ନୁହେଁ । ଏହି କଥାକୁ ସତ କରିଛନ୍ତି ମଧ୍ୟ ପ୍ରଦେଶର ଜଣେ ପଞ୍ଜାବୀ ଝିଏ । ସେ କେବଳ ତାଙ୍କ ପରିବାରର ଗୌରବ ଭଢାଇ ନାହାନ୍ତି ସେ ନିଜ ପ୍ରଦେଶର ନାମ ଉଚା କରିଛନ୍ତି । ଚା ବିକ୍ରେତାଙ୍କ ଝିଅ ଗଙ୍ଗବାଲ ବାୟୁସେନାରେ ପ୍ଲାଇଙ୍ଗଅଫିସର କମିଶନ ମିଳିଛି । ତାଙ୍କ ପିତା ଆଜି ବି ନିମଚରେ ଆଜି ବି ଚା ଦୋକାନ ଚଳେଇଛନ୍ତି । ୨୦ ଜୁନରେ ହୟଦ୍ରାବାଦରେ ସଯୁକ୍ତ ସ୍ନାତକ ପାସିଙ୍ଗ ଆଉଟ ପ୍ୟାରେଡର ଆୟୋଜନ କରଯାଇଥିଲା ।

Image Courtesy: Google

ମାର୍ଚ ପାଷ୍ଟ ପରେ ତାଙ୍କୁ ରାଷ୍ଟ୍ରପତି ପଟ୍ଟିକାରେ ସଂମନିତ କରଯାଇଥିଲା । ଆଞ୍ଚଲଙ୍କୁ ଭାରତୀୟ ବାୟୁ ସେନା ପ୍ରମୁଖ ବିକେଏସ ଭଦଉରିଆଙ୍କ ସାମ୍ନାରେ ଫ୍ଲାଇଙ୍ଗ ଅଫିସର ଭାବେ କମିଶନ ମିଳିଲା । ଆଞ୍ଚଲ ଗଙ୍ଗବାଲଙ୍କ ବାୟୁସେନା ପ୍ରତି ଆକର୍ଷଣ ପ୍ରଥମରୁ ଥିଲା । ସେ ଏଥିପାଇଁ ଦୁଇଟି ସରକାରୀ ଚାକିରି ଛାଡିଥିଲେ ।

ଚା ବିକ୍ରେତାଙ୍କ ଝିଅ ବନିଲେ ବାୟୁସେନାରେ ଫ୍ଲାଇଙ୍ଗ ଅଫିସର

Image Courtesy: Google

ଆଞ୍ଚଲ ଉତ୍ତରାଖଣ୍ଡ ତ୍ରାସିଦର ବକ୍ତ ବାୟୁ ସେନାର ଭାଗ ବନିବାର ଫଇସଲା ନେଇଥିଲେ । ପରିଶ୍ରମୀ ଆଞ୍ଚଲ ପ୍ରଥମେ ମଧ୍ୟ ପ୍ରଦେଶରେ ପୋଲିଶ ସବ ଇନ୍ସପେକ୍ଟର ଭାବେ କାମ  କରୁଥିଲେ । ତାକୁ ଛାଡିବା ପରେ ତାଙ୍କ ପସନ୍ଦ ଶ୍ରମ ଇନ୍ସପେକ୍ଟର ପଦରେ ହୋଇଥିଲା କିନ୍ତୁ ଆଞ୍ଚଲର ଇଚ୍ଛା ବାୟୁସେନାରେ ଯିବାପାଇଁ  ଥିଲା । ନିଜ ସ୍ଵପ୍ନାକୁ ସାକାର କରିବା ପାଇଁ ସେ ସରକାରୀ ଚାକିରିର ଖାତିର ନଥିଲା ଦୁଇଟି ଚାକିରିରୁ ଅଲଗା ହେଲାପରେ ସେ ବାୟୁସେନାରେ ଯିବାର ପ୍ରସ୍ତୁତି କରିଥିଲେ ।

ପାଶିଙ୍ଗ ଆଉଟ ପ୍ୟାରେଡରେ ସେ ଝିଅକୁ ଅନ ଲାଇନ ଦେଖିଥିଲେ

Image Courtesy: Google

ବାସ୍ତବରେ ସେ ଶନିବାର ପାଶିଙ୍ଗ ଆଉଟ ପ୍ୟାରେଡରେ ଝିଅକୁ ମାର୍ଚ ଫାଷ୍ଟ କରିବାର ପରିବାର  ଦେଖିଥିଲେ ତାଙ୍କ କ୍ଷୁର ଠିକଣା ନଥିଲା । ପରିବାରଲୋକଙ୍କ ଆଖିରେ ଲୁହ ଆସିଗଲା । ତାଙ୍କ ପିତା ସୁରେଶଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ  ହୟଦ୍ରାବାଦ ଯିବାର ଥିଲା କିନ୍ତୁ କୋରନା ମହାମାରୀ ପାଇଁ ଯାଇପାରିଲେ ନହିଁ। ସେ ଘରେବସି ଗୌରବା ନ୍ୟୁତ ସମୟକୁ ଅନଲାଇନ ଦେଖିଲେ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *