ଭାଗ୍ୟଶାଳି ଝିଅ ମାନେ ବିବାହ ପୂର୍ବରୁ ଦେଇଥାନ୍ତି ଏହି ସବୁ ସଂକେତ- Chanakya Niti

ସମୁଦ୍ର ଶାସ୍ତ୍ର ଅନୁଯାଇ ମଣିଷକୁ ନିଜ ଜୀବନ ଓ ଅନ୍ୟ ମାନଙ୍କ ସ୍ଵଭାବ ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ଏହି ଶାସ୍ତ୍ର କାହା ଦ୍ଵାରା ଲେଖା ହୋଇଥିବ ତେବେ ପଣ୍ଡିତ ମାନଙ୍କ କହିବା ଅନୁଯାଇ ଏହି ଶାସ୍ତ୍ର ଭଗାବାନ ଶିବଙ୍କ ପୁତ୍ର କାର୍ତିକେୟ ଦ୍ଵାରା ଲେଖା ହୋଇଥିଲା ଯାହା ଦ୍ଵାରା ମଣିଷ କି ଭଳି ହୋଇବେ ଓ ତାଙ୍କ ଚରିତ୍ର କଣ ରହିବ ତାହା ସବୁ ଲେଖା ହୋଇଛି ।

ସମୁଦ୍ର ଶାସ୍ତ୍ରରେ ଏହା ଉଲ୍ଲେଖ ଅଛି ଯେ ମନୀଷ କୌଣସି ଅଙ୍ଗ ଦେଖି ଆପଣ ତାଙ୍କ ବ୍ୟକ୍ତିତ୍ଵ ବିଷୟରେ ସହଜରେ ଜାଣି ପାରିବେ । ତେବେ ଆଜି ଆମେ ସମୁଦ୍ର ଶାସ୍ତ୍ର ଅନୁଯାଇ ଆପଣଙ୍କୁ ଭାଗ୍ୟଶାଳି ଝିଅଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

Image Courtesy: Google

୧. ଗୋଲାକାର ମୁହଁ :

ଯେଉଁ ସ୍ତ୍ରୀମାନଙ୍କ ମୁହଁ ଗୋଲାକାର ହୋଇଥାଏ ସେହି ଭଳି ସ୍ତ୍ରୀ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ତେବେ ସବୁ ପୁଅଙ୍କ ଏହା ଇଛା ହୋଇଥାଏ ଯେ ମୋ ଭାବି ସ୍ତ୍ରୀ ସମସ୍ତଙ୍କ ପାଇଁ ଭାଗ୍ୟଶାଳି ହେଉ ତେବେ ପୁଅମାନେ ବିଶେଷ କରି ଜାଣି ରଖନ୍ତୁ ।

୨. ଫୁଲ୍କା ଗାଲ :

ଯେଉଁ ଝିଅଙ୍କ ଗାଲ ଭରି ରହିଥାଏ ଏହି ଭଳି ଝିଅଙ୍କୁ ଧନ ବା ଆର୍ଥିକ ସମସ୍ଯା କେବେ ସାମ୍ନା କରିବାକୁ ପଡି ନଥାଏ । ଜୀବନରେ ବହୁତ କିଛି ଘଟିବା ପରେ ମଧ୍ୟ ଏହି ଝିଅ ମାନେ ନିଜ ପରିବାରକୁ ସମ୍ଭାଳିଥାନ୍ତି ।

Image Courtesy: Google

୩. ସ୍ତନ :

ଯେଉଁ ଝିଅଙ୍କ ଡାହାଣ ସ୍ତନ ବାଁ ଠାରୁ ବଡ ହୋଇଥାଏ ଏହି ଭଳି ସ୍ତ୍ରୀ ମଧ୍ୟ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଯଦି ଆପଣଙ୍କ ସ୍ତ୍ରୀର ଏମିତି କିଛି ଅଛି ତେବେ ଆପାନଙ୍କୁ ପ୍ରସନ୍ନ ହବା ଉଚିତ କାହିଁକିନା ଆଜି ନଚେତ କାଲୀ ଆପଣଙ୍କ ଜୀବନ ବହୁତ ସୁଖମୟ ହବାକୁ ଯାଉଛି ।

୪. ବଳ ରେଖା :

ଯେଉଁ ସ୍ତ୍ରୀଙ୍କ ପେଟରେ ବଳ ରେଖା ହୋଇଥାଏ ସେହି ଭଳି ସ୍ତ୍ରୀ ଶଶୁର ଘର ଓ ବାପା ଘର ଦୁହିଙ୍କ ସମ୍ମାନ ରଖିଥାନ୍ତି ଓ ତାଙ୍କ ଦ୍ଵାରା ବହୁତ ଭଲ କାର୍ଯ୍ୟ ହୋଇଥାଏ ଯାହା ଦ୍ଵାରା ଲୋକେ ତାଙ୍କ ବଂଶକୁ ଭଲ ମନେ କରିଥାନ୍ତି ।

Image Courtesy: Google

୫. ଜଙ୍ଘ ଗୋଲାକୃତି :

ଯେଉଁ ମହିଳାଙ୍କ ଜଙ୍ଘ ଗୋଲାକୃତି ହୋଇଥାଏ ସେହି ଭଳି ସ୍ତ୍ରୀଙ୍କ ଜୀବନରେ ସବୁ ସୁଖ ଆସିଥାଏ ଓ ତାଙ୍କ ପରିବାର ଲୋକେ ମଧ୍ୟ ଖୁସି ହୋଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *