ପୁରୁଷଙ୍କ ତୁଳନାରେ 8 ଗୁଣା ଅଧିକ ଥାଏ ଝିଅମାନଙ୍କର ଏହି ୩ଟି ଅଭ୍ଯାସ- Chanakya Niti

ତେବେ ବହୁତ ମହାନ ବ୍ୟକ୍ତି ଜଣ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଦେଖି କହିଥିଲେ ଯେଉଁ ଦେଶ ର ପ୍ରଧାନ ମନ୍ତ୍ରୀ କୌଣସି ସାଧାରଣ ଝୁମ୍ପୁଡିରେ ବାସ କରନ୍ତି ସେହି ଦେଶ ସାମାନ୍ଯ ଜନ୍ତା ମହଲରେ ବାସ କରନ୍ତି ଓ ଯେଉଁ ଦେଶ ପ୍ରଧାନ ମନ୍ତ୍ରୀ ବଡ ବଡ ମହଲରେ ବାସ କରନ୍ତି ସେହି ଦେଶ ଜନ୍ତା ଗରିବ ହୋଇ ଝୁମ୍ପୁଡିରେ ରୁହନ୍ତି । ତେବେ ଆପଣ ମାନେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଜାଣିଛନ୍ତି ।

ତାଙ୍କୁ ତାଙ୍କ ରଙ୍ଗ ପାଇଁ ମଗଦ ସାମରାଜ୍ୟ ରାଜା ନନ୍ଦ ତାଙ୍କୁ ଲଜିତ କରିଥିଲେ ଓ ବହୁତ ଅପମାନିତ କରିଥିଲେ ଯାହା ପରେ ଚାଣକ୍ୟ ନିଜ ନୀତି ଶାସ୍ତ୍ର ଓ ଜ୍ଞାନ ଦ୍ଵାରା ଚନ୍ଦ୍ର ଗୁପ୍ତ ମରୟଙ୍କୁ ମଗଦ ସାମରାଜ୍ୟ ରାଜା ବନେଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ଚାଙ୍କାୟ ଦ୍ଵାରା କୁହା ଯାଇଥିବା ୩ଟି ଅଭ୍ଯାସ ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

୧. ଭଲ ଜିନିଷ ବିଷୟରେ ଅଧିକ ଚିନ୍ତା କରିବା ଉଚିତ ନୁହ :

ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯଦି କୌଣସି ଖରାପ ଲୋକ ପାଖରେ ଭଲ ଜ୍ଞାନ ଅଛି ତେବେ ଆପଣଙ୍କୁ ତା ଚରିତ୍ର ବିଷୟରେ ଚିନ୍ତା ନକରି ଜ୍ଞାନ ହାସଲ କରିବା ଉଚିତ । ତେବେ ସେହି ଭଳି ଯଦି ଛୋଟ କୁଳରେ ଜନ୍ମ ହୋଇଥିବା କନ୍ୟା ସୁନ୍ଦରୀ ଓ ଭଲ ଗୁଣର ହୋଇଥାନ୍ତି ତେବେ ତା କୁଳ ବିଷୟରେ ଚିନ୍ତା କରିବା ଉଚିତ ନୁହ ତାକୁ ଆପଣେଇ ନବା ଉଚିତ ଅଟେ । ଏହା ଛଡା ଯଦି ଧନ ଖରାପ ଜାଗାରେ ଅଛି ତେବେ ବି ଆପଣଙ୍କୁ ତାହା ନବା ଉଚିତ ।

Image Courtesy: Google

୨. ଜୀବନ ସମ୍ବନ୍ଧିତ ୫ଟି କଥା :

ମଣିଷ ଏହି ସବୁ ଜିନିଷ ଉପରେ ନିୟନ୍ତ୍ରଣ କରି ପାରିବ ନାହିଁ ସେଥିପାଇଁ ଏହି ସବୁ ଜିନିଷ ଉପରେ ଅଧିକ ଚିନ୍ତା କରିବା ଉଚିତ ନୁହ । ଯେମିତିକି ବୟସ, ସୁଖ, ଧନ, ପାଠ ଓ ମୃତ୍ୟୁ ତେବେ ଏହା ବିଷୟରେ ଚିନ୍ତା କରିବା ବ୍ୟର୍ଥ ଅଟେ କାହିଁକିନା ଏହି ସବୁ ଜିନିଷ ଭଗବାନ ପ୍ରାଣୀ ଜନ୍ମ ଠାରୁ ତା ଭାଗ୍ୟରେ ଲେଖିଥାନ୍ତି ।

Image Courtesy: Google

୩. ନାରୀ ମାନଙ୍କ ଭିତରେ ପୁରୁଷ ଠାରୁ ଅଧିକ ଏହା ହୋଇଥାଏ :

କଣ ଆପଣ ଜାଣିଛନ୍ତି ନାରୀ ମାନଙ୍କ ଭିତରେ ପୁରୁଷ ଅପେକ୍ଷା ଲଜ୍ୟା ୪ ଗୁଣ ଅଧିକ ହୋଇଥାଏ । ସାହସ ୬ ଗୁଣ ଅଧିକ ହୋଇଥାଏ ଓ ସହନଶୀଳତା ୮ ଗୁଣ ଅଧିକ ହୋଇଥାଏ ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ପୂର୍ଣ୍ଣ ଅଟେ କିନ୍ତୁ ଏହା ସତ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *