ଚା’ପତି ରେ ଏହି ଜିନିଷ ମିଶାଇ ବାଳ ଧୋଇ ନିଅନ୍ତୁ, ଦେଖିବେ ଏତେ ଜଲ୍ଦି ବଢିବ କି ଆପଣ ସମ୍ଭାଳି ପାରିବେ ନାହିଁ

ବର୍ତମାନ ସମୟରେ ସମସ୍ତେ ବାଳ ଝଡିବା ଏବଂ ନ ବଢିବା ତଥା ଧଳା ବାଳ ,ଦୋମୁହାଁ ବାଳର ସମସ୍ୟାରେ ଚିନ୍ତାରେ ଅଛନ୍ତି ,ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକ ଦାମୀ ଦାମୀ ତେଲ ଏବଂ ସମ୍ପୁର ବ୍ୟବହାର କରିଥାନ୍ତି ,କିନ୍ତୁ ତାଙ୍କ ବାଳର ସମସ୍ୟା ସେମିତି କି ସେମିତି ରହିଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ବାଳର ସବୁ ସମସ୍ୟାରୁ ମୁକ୍ତି ଦେବ ଏବଂ ଦିତୀୟ କଥା ଏହାକୁ କରିବା ପାଇଁ ଜିନିଷ ଆପଣଙ୍କ ଘରେ ହିଁ ମିଳିଯିବ । ଆପଣ ଦୁଇ ବା ତିନି ଚାମଚ ଚାପତି ନିଅନ୍ତୁ ଏବଂ ଏକ କପରେ ଚାଉଳ ନିଅନ୍ତୁ ।

Image Courtesy: Google

ଏହାପରେ ଏକ ବାସନରେ ଚାରି କପ ପାଣି ନେଇ ଗ୍ୟାସ ଉପରେ ବସାନ୍ତୁ ଏବଂ ସେଥିରେ ଚାପତି ଏବ ଚାଉଳକୁ ସେହି ପାଣିରେ ପକାଇ ଫୁଟାନ୍ତୁ ଏବଂ ସେତବେଳେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପରଜ୍ଯନ୍ତ ତାହା ଏକ ଗ୍ଳାସ ପର୍ଯ୍ୟନ୍ତ ରହିବ । ଏହାପରେ ତାହାକୁ ଚା ଛଣାରେ ଛଣି ଦିଅନ୍ତୁ । ଏଥିରେ ଚାଉଳର ବ୍ୟବହାର ଏଥିପାଇଁ କରାଗଲା କି କାରଣ ଏହା ବାଳକୁ ଝଡିବା ,ଧଳା ହେବା ଏବଂ ଲମ୍ବା କରିବାରେ ସାହାଜ୍ଯ କରିଥାଏ ।

Image Courtesy: Google

ଚାଉଳରେ ପିଟେରା ନାମକ କଂପାଉଣ୍ଡ ମିଳିଥାଏ ଯାହା ଆମ ରକ୍ତ ସଂଚାଳନକୁ ଠିକ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାର ବ୍ୟବହାର ସପ୍ତାହକୁ ଦୁଇ ଥର ନିହାତି କରନ୍ତୁ କାରଣ ଏହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ବାଳ ଝଡିବା ବନ୍ଦ ହୋଇଯାଏ ଏବଂ ଧଳା ବାଳର ସମସ୍ୟାରୁ ବି ଆପଣଙ୍କୁ ମୁକ୍ତି ମିଳିବ ।

Image Courtesy: Google

ଏହାଛଡା ଯଦି ଆପଣ ଦୋମୁହାଁ ବାଳର ସମସ୍ୟାରେ ଚିନ୍ତାରେ ଅଛନ୍ତି ତାହେଲେ ବି ଦୂର ହୋଇଯିବ । ଏହାଛଡା ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣନାକ ବାଳ ଘନ ଏବଂ ଲମ୍ବା ହୋଇଯିବ । ଆପଣ ଏହାକୁ ସବୁବେଳେ ବ୍ୟବହାର କରି ପାରିବେ କାରଣ ଏହା ହାନିକାରକ ହୋଇ ନଥାଏ । ଚା ରେ କେଫିନ ମିଳିଥାଏ ଯାହା ଆମର ମୂଳର ଇନଫେକସନକୁ ଦୂର କରିଥାଏ ଏବଂ ଆପଣଙ୍କ ମୂଳକୁ ଯାଇ ବାଳକୁ ଝାଡିବା ସମସ୍ୟାକୁ ଦୂର କରିଥାଏ । ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ସହ ରୁହନ୍ତୁ, ଆମ ପେଜକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଏହି ପୋସ୍ତ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *