ବନ୍ଧୁଗଣ, ଓଡିଶା ବାସୀ ମାନେ ସାଧାରାଣତ ଓଡିଆ ଚଳଚିତ୍ର ତଥା ଓଡିଆ ଧାରାବାହିକ ଦେଖିବାକୁ ଭଲ ପାଇଥାନ୍ତି । ଦର୍ଶକଙ୍କ ପସନ୍ଦ ଅନୁଯାୟୀ ତାଙ୍କ ଅଭିନେତା ତଥା ଅଭିନେତ୍ରୀ ମଧ୍ୟ ଅଲଗା ଅଲଗା ହୋଇଥାନ୍ତି । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା “ବବି ମିଶ୍ର” ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ବନ୍ଧୁଗଣ “ବବି ମିଶ୍ର” ବଙ୍ଗୀୟ ଅଭିନେତ୍ରୀ “କୋୟଲ ବାନାର୍ଜୀ” ଙ୍କୁ ବିବାହ କରିଥିଲେ ।
ମାତ୍ର ଗତ କିଛି ଦିନ ପୂର୍ବେ ଅଭିନେତ୍ରୀ “କୋୟଲ ବାନାର୍ଜୀ” “ବବି ମିଶ୍ର” ଙ୍କ ସହିତ ଛାଡପତ୍ର ହୋଇଯାଇଛି ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜ ପ୍ୟାନ୍ସ ମାନଙ୍କୁ ଜଣାଇଥିଲେ । ବନ୍ଧୁଗଣ ଏହି ସବୁକୁ ଦେଖି ପ୍ରଥମ ଥର ପାଇଁ “ବବି ମିଶ୍ର” ମିଡିଆ ସମୁଖରେ ନିଜ ମୁହଁ ଖୋଲିଛନ୍ତି ।
ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବଙ୍ଗୀୟ ଅଭିନେତ୍ରୀ “କୋୟଲ ବାନାର୍ଜୀ” ଓଡିଆ ଚଳଚିତ୍ର ରେ ଅଭିନୟ କରିବା ନିମନ୍ତେ ଓଡିଶା କୁ ଆସିଥିଲେ । ଏହାପରେ ବବିମିଶ୍ର ଏବଂ କୋୟଲ ଏକା ସହିତ କାମ କରିବା ସମୟରେ ଦୁହେଁ ଦୁହିଙ୍କୁ ଭଲପାଇ ବସିଥିଲେ । ଏହାପରେ ୨୦୧୩ ମସିହାରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ ।
ବନ୍ଧୁଗଣ ବିବାହ ପରେ ବବିମିଶ୍ର ଏବଂ କୋୟଲ ବାନାର୍ଜୀ ଙ୍କ ମଧ୍ୟରେ ସବୁକିଛି ସଠିକ ଥିଲା । ଉଭୟ ବହୁତ ଆନନ୍ଦ ଭାବରେ ଜୀବନ ଜାପନ କରୁଥିଲେ । ମାତ୍ର ଗତ କିଛି ଦିନ ହେବ ଉଭୟ ଙ୍କ ମଧ୍ୟରେ ବହୁତ କିଛି ପ୍ରୋବ୍ଲେମ ଦେଖା ଯାଇଥିଲା । ଏହାପରେ ବଙ୍ଗୀୟ ଅଭିନେତ୍ରୀ ପଶ୍ଚିମବଙ୍ଗ ଚାଲି ଯାଇଥିଲେ । ସେଠାରେ ସେ ଯାଇ ପୁନର୍ବାର ରହିଲେ । ସେଠାରେ ରହି ସେ ଏକ ବଙ୍ଗଳା ସିରିୟଲ ରେ ଅଭିନୟ କରିଥିଲେ ।
ମାତ୍ର ପରବର୍ତୀ ସମୟରେ ସେ ଓଡିଶା ଆସିଥିଲେ । ମାତ୍ର ସେହି ସମଯରୁ ସେ ଆଉ ବବିମିଶ୍ର ଙ୍କ କଣ୍ଟକ୍ତ ରେ ନାହାନ୍ତି ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କହିଥିଲେ । ମାତ୍ର ବବି ମିଶ୍ର ଙ୍କ ମନରେ କୋୟଲ ବାନାର୍ଜୀ ଙ୍କ ପ୍ରତି ଅତ୍ୟଧିକ ପ୍ରେମ ରହିଥିବାରୁ ସେ କୋୟଲ ଙ୍କୁ ଓଡ଼ିଶାକୁ ଫେରି ଆସିବାକୁ କହିଥିଲେ । ମାତ୍ର କୋୟଲ ବାନାର୍ଜୀ ବବି ମିଶ୍ର ଙ୍କ କଥା ଶୁଣି ନଥିଲେ ।
ବନ୍ଧୁଗଣ ସୋସିଆଲ ମିଡିଆରେ କୋୟଲ ବାନାର୍ଜୀ ବବି ମିଶ୍ର ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ବୋଲି ପୋଷ୍ଟ କରିଛନ୍ତି । ଏହାକୁ ନେଇ ବବି ମିଶ୍ର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ବବି ମିଶ୍ର ଏହାର ଉତ୍ତର ବଦଳରେ କହିଛନ୍ତି ଯେ, ଯଦି କେହି ଆପଣଙ୍କୁ ଛାଡି ଖୁସିରେ ରହୁଛନ୍ତି, ତେବେ ସେ କେବେ ମଧ୍ୟ ଆପଣଙ୍କୁ ଭଲ ପାଇ ନାହାନ୍ତି । ଏହାର ଅର୍ଥ ସେ କୋୟଲ ବାନାର୍ଜୀ ଙ୍କୁ ନେଇ କହିଛନ୍ତି । ବାସନ୍ଧୁଗଣ ଆପଣଙ୍କୁ ଏହି ବିଷୟ କୁ ନେଇ କଣ ମାତାମତ ଦେବାର ଅଛି ଦୟାକରି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।