ବନ୍ଧୁଗଣ, ଚୈତ୍ର ପୂର୍ଣ୍ଣିମା ହିନ୍ଦୁ ଧର୍ମରେ କେଉଟ ମାନଙ୍କର ପର୍ବ ଅଟେ । ଏହାକୁ ଚଇତି ପର୍ବ ମଧ୍ୟ କୁହାଯାଏ । ଏହା ଓଡିଶାର ଏକ ଗଣ ପର୍ବ ଅଟେ । ବନ୍ଧୁଗଣ ଚୈତ୍ର ମାସର ପୂର୍ଣ୍ଣମୀ ତିଥିରେ ଏହା ମାର୍ଚ୍ଚ ଏବଂ ଏପ୍ରିଲ ମାସ ମଧ୍ୟରେ ପାଳିତ ହୋଇଥାଏ । ଏହି ପର୍ବରେ କେଉଟ ମାନେ ଘୋଡା ର ଏକ ଖୋଳ କରି ଘୋଡା ଚଢିବାର ଅଭିନୟ କରିଥାନ୍ତି । ଏହାକୁ ଚଇତି ଘୋଡା ନାଚ ବୋଲି କୁହାଯାଏ । ବନ୍ଧୁଗଣ ଆଜି ଏହି ଉପାୟ କରିବା ଦ୍ଵାରା ଆପଣ ମାନେ ରାତାରାତି ବଡଲୋକ ହୋଇଯିବେ ଆସନ୍ତୁ ଜାଣିବା ତେବେ ସେହି ଉପାୟ ଟି କଣ ଅଟେ ?
ବନ୍ଧୁଗଣ ବର୍ଷ ର ପ୍ରଥମ ଗଛ ପାଚିଲା ଆମ୍ବ ଲୋକେ ଏହି ଦିନ ଖାଇଥାନ୍ତି ।
୧- ଏହି ପୂର୍ଣ୍ଣିମା ତିଥିରେ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯାଇ ସଂପୂର୍ଣ୍ଣ ଘରର ସଫା କରି ନିଅନ୍ତୁ । ଏହାପରେ ନିଜର ନିତ୍ୟକର୍ମ ସାରି ନିଅନ୍ତୁ । ବନ୍ଧୁଗଣ ସ୍ନାନ ସାରି ଘରର ମୁଖ୍ୟ ଦ୍ଵାରରେ ଆମ୍ବ ପାତ୍ର ର ମାଳା ଟଙ୍ଗାଇ ଦିଅନ୍ତୁ । ଏହା ପରେ ଶୁଭ ମଙ୍ଗଳ ପ୍ରତୀକ ଚିହ୍ନ ରେ ସଂପୂର୍ଣ୍ଣ ଘରର ଦ୍ଵାର ସଜାନ୍ତୁ । ଏହାପରେ ସ୍ନାନ ସାରି ଲାଲ ରଙ୍ଗର କପଡା ପିନ୍ଧନ୍ତୁ ।
୨- ଏହାପରେ ଗୋଟିଏ ତମ୍ବା ପାତ୍ର ଅଥବା ଯେ କୌଣସି ପାତ୍ର ରେ ଜଳ ଭଳି ନିଅନ୍ତୁ । ହାତରେ ଜଳ ନେଇ ଓମ’ ଶଦ୍ଦ ର ଉଚ୍ଚାରଣ ୨୭ ଥର କରି ନିଅନ୍ତୁ । ଏହାପରେ ସେହି ଜଳକୁ ନେଇ ନିଜ ଗୃହରେ ଚାରି ଆଡେ ଛିଞ୍ଚି ଦିଅନ୍ତୁ । ବନ୍ଧୁଗଣ ଏହିଦିନ ଆପଣ ସୂର୍ଯ୍ୟ ଦେବ ଙ୍କ ସମୁଖରେ ବସି ଆଦିତ୍ୟ ଦେବ ଙ୍କର ପାଠ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ସରକାରୀ ଚାକିରି କରିବାର ସମସ୍ଯା ଦୂର ହୋଇଯାଇଥାଏ ।
୩- ବନ୍ଧୁଗଣ ଆଜି ଭଳି ଦିନରେ ସବୁଠାରୁ ମହତ୍ବପୂର୍ଣ୍ଣ ଉପାୟ ଟି ହେଉଛି । ଆପଣ ମାତା ଲକ୍ଷ୍ମୀ ଙ୍କ ସମୁଖରେ ର ୪ ଟି ଲବଙ୍ଗ ତଥା ଶୁଦ୍ଧ ଘିଅ ର ଦୀପ ନେଇ ବସନ୍ତୁ । ବନ୍ଧୁଗଣ ଏହି ଉପାୟ ଟି ସନ୍ଧ୍ୟା ସମୟରେ କରିଲେ ଅତ୍ୟନ୍ତ ଲାଭ ହେବ । ଆପଣ ନେଇଥିବା ଘିଅ ଦୀପଟିକୁ ଜଳାଇ ସେଥିରେ ୨ ଟି ଲବଙ୍ଗ ପକାଇ ଦିଅନ୍ତୁ । ଏହାପରେ ଆଉ ଦୁଇଟି ଲବଙ୍ଗ କୁ ଗୋଟିଏ ଲାଲ କପଡାରେ ବାନ୍ଧି ମାତା ଲକ୍ଷ୍ମୀଙ୍କର ପାଖରେ ରଖି ଦିଅନ୍ତୁ ।
ଏହାପରେ ଦୀପା ସଂପୂର୍ଣ୍ଣ ଭାବେ ଜଳି ସାରିବା ପରେ ମାତା ଲକ୍ଷ୍ମୀ ଙ୍କ ପାଖରେ ରଖିଥିବା ଲବଙ୍ଗ କୁ ନେଇ ଆପଣଙ୍କ ଘରେ ରହିଥିବା ଧନ ପାଖରେ ରଖି ଦିଅନ୍ତୁ । ଏହି ଉପାୟ ଟି କରିବା ଦ୍ଵାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ । ଆପଣଙ୍କ ଧନ-ସମ୍ପତ୍ତି ର ଦୁଇ ଗୁଣ ଆପଣଙ୍କୁ ପ୍ରାପ୍ତ ହେବ । ବନ୍ଧୁଗଣ ଏହି ଉପାୟ ଆପଣ ଆଜି କରି ଦେଖନ୍ତୁ ନିଶ୍ଚିତ ସୁଫଳ ମିଳିବ । ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣଙ୍କ ମାତାମତ କଣ ଅଟେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।