ଯଦି ଆପଣଙ୍କର ବି ଚକଟା ହବା ଅଟା ଫ୍ରିଜ୍ ରେ ରଖିବାର ଅଭ୍ୟାସ ଅଛି, ତାହେଲେ ହେଇ ଯାଉନ୍ତୁ ସାବଧାନ!

ସାଧାରଣତଃ ଖାଇବା ପିଇଵା ଜିନିଷ ଗୁଡାକ ଆମେ ତାପରଦିନ ଯାଏ ସୁରକ୍ଷିତ ରଖିବା ପାଇଁ ଅମେ ଫ୍ରିଜର ବ୍ୟବହାର କରିଥାଉ । ଯେମିତି ଯଦି ପ୍ରଥମ ଦିନ ଖାଇବା ବଞ୍ଚି ଯାଇ ତ ତାକୁ ତାପରଦିନ ଯାଏ ତାଜା ଆଉ ଥଣ୍ଡା ରଖିବା ପାଇଁ ଆମେ ତାକୁ ଫ୍ରିଜ ରେ ରଖିଦଉ ସେହି ଭଳି ଚକଟା ହବା ଅଟାକୁ ମଧ୍ୟ ତାପରଦିନ ବାବହାର କରିବା ଲାଗି ଆମେ ତାକୁବି ଫ୍ରିଜ ରଖିଦେଊ, ବରଂ ଏଥିପାଇଁ  ଆପଣଙ୍କ ସମୟ ଯଦିଓ ବଞ୍ଚିଯାଉଥିବ,

କିନ୍ତୁ ଏହା ପାଇଁ ଆପଣଙ୍କ ଘରେ ଭୂତ ପ୍ରେତଙ୍କ ଆସିବାର ସଂକେତ ମିଳିଥାଏ ।

ଆଜ୍ଞା ହଁ,  ଏସବୁ ଶୁଣିକି ଆପଣକୁ ଟିକେ ଅଦ୍ଭୁତ ଲାଗିଥିବ, କିନ୍ତୁ ଏଇଟା ସତ୍ୟ ଅଟେ, ଯେହେତୁ ଫ୍ରିଜ ରେ ଚକଟା ହବା ଅଟା ପିଣ୍ଡ ସହ ସମ୍ମାନ, ଜଉ ପିଣ୍ଡ ମୂର୍ତ୍ୟ ପରେ ଆତ୍ମା ପାଇଁ ରଖା ଯାଇଥାଏ ।  ଯଦି ଆପଣ ଚକଟା ହବା ଅଟା ଫ୍ରିଜ ରେ ରଖିବାରେ ଅଭ୍ୟାସ ରେ ପଡ଼ିଯାଇଥିବ ତାହେଲେ ସେହି ଭୂତ ଏହି ପିଣ୍ଡ କୁ ଖାଇବା ପାଇଁ ଆପଣଙ୍କ ଘର ଭିତରେ ପ୍ରବେଶ କରିବାକୁ ଆରମ୍ଭ କରି ଦିଅନ୍ତି, ଯିଏ ମୂର୍ତ୍ୟୁ ର ପରେ ପିଣ୍ଡ ପାଇବାରୁ ବଞ୍ଚିତ ହୋଇ ରହିଥାନ୍ତି ।

କହିଦେଉଛି କି ଏହି ଭଳି ଭୂତ ପ୍ରେତ ଫ୍ରିଜ ରେ ରଖା ଏହି ପିଣ୍ଡ ରୁ ଶାନ୍ତି ପାଇବା କୁ ଚେଷ୍ଟା କରିଥାନ୍ତି । ତାଛଡା ଆପଣକ ପାଇଁ ଏଇଟା ବି  ଜାଣିନେବା ଜରୁରୀ କି, ଯେଉଁ ଘରେ ରେ ଏହି ଅଭ୍ୟାସ ଅଛି, ସେଠୀ କିଛି ନା କିଛି ପ୍ରକାର ର ରୋଗ, ଶୋକ, ଆଉ ଅଳସୁଆ ର ପ୍ରବେଶ ରହୁଛି ଯେମିତି ବି ହେଲେ ।

ଏହା ସହ ଶାସ୍ତ୍ରରେ ବି ଏହା କୁହାଯାଇଛି କି ବାସି ଭୋଜନ ଭୂତ ର ସମ୍ମାନ କୁହାଯାଏ । ଏମିତିରେ ଏହି ଭୋଜନକୁ ଗ୍ରହଣ କରିବା ବାଲା ବ୍ୟକ୍ତି ଜୀବନରେ ରୋଗ ଆଉ ଅସୁବଧାରେ ଘେରି ରୁହନ୍ତି । ସେଥି ପାଇଁ ଶାସ୍ତ୍ରରେ କୁହା ଯାଇଛି କି କେବେବି ବାସୀ ଖାଦ୍ୟ ବଞ୍ଚାଇ ଖାଆନ୍ତୁ ନାହିଁ । ବା ଖାଇବା ମଝିରୁ ଉଠି ପୁଣି ସେହି ଖାଇବା ଥାଳିରେ ବସନ୍ତୁ ନାହିଁ  ।

ଆଶା କରୁଛୁ ଆମର ଏହି ତଥ୍ୟ ଆପଣଙ୍କୁ  ସାହାଯ୍ୟ କରିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *