ପ୍ରତିଦିନ ଦୁଇ ଗ୍ଲାସ ଉଷୁମ ପାଣି ପିଇଲେ ହଜମ ଭଲ ହେବ ସହିତ ହୃଦରୋଗ ଆଶଙ୍କା କମ ହୁଏ । ଖାଇ ସାରିବା ପରେ ଗାଧାନ୍ତୁ ନାହିଁ କିମ୍ବା ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ ଏହା ଶରୀର ପାଇଁ କ୍ଷତିକାରକ । ହୋଇଥାଏ । ବସିଲାବେଳେ ଅଣ୍ଟା ସିଧାକରି ବସିଲେ ଅଣ୍ଟା ବିନ୍ଧା ଭଲହେବା ସହିତ ମେରୁଦଣ୍ଡ ଠିକ ରୁହେ । ଘରର ଡ୍ରଇଙ୍ଗ ରୁମରେ ସାଧୁସନ୍ଥଙ୍କ ଆଶୀର୍ବାଦ ଦେଉଥିବା ଫୋଟୋ ଲଗାଇଲେ ବହୁତ ଶୁଭ ହୋଇଥାଏ । ଠାକୁର ଘରେ ଶଙ୍ଖ ରଖିଲେକି ଶଙ୍ଖ ବଜାଇଲେ ଘରର ଆର୍ଥିକ ଅବସ୍ଥା ଦୂର ହୋଇଥାଏ ।
ଠାକୁର ଘରେ କର୍ପୁର ରଖିଲେକି କର୍ପୁର ଜଳାଇଲେ ମନର ଅଶାନ୍ତି ଦୂର ହୋଇ ଶାନ୍ତି ଆସିଥାଏ । ଯଦି ସ୍ଵାମୀ ଓ ସ୍ତ୍ରୀ ଭିତରେ ଝଗଡା ଲାଗୁଥାଏ ତେବେ ଶୁକ୍ରବାର ଦିନ ମା କାଳୀଙ୍କୁ ଦର୍ଶନ କାଲେ ଏହା ଦୂର ହେବ । ଯେଉଁ ଜାଗାରେ ବର ଗଛ କିମ୍ବା ଓସ୍ତ ଗଛ ଅଛି ସେହି ସ୍ଥାନରେ ଘର ନିର୍ମାଣ କାଲେ ଅଶୁଭ ହୋଇଥାଏ । ନିଜ ମନକୁ ନିୟତ୍ରାଣରେ ରଖୁଥିବା ଲୋକ ଜୀବନରେ ସବୁ କ୍ଷେତ୍ରରେ ସଫଳ ହୋଇଥାଏ ।
ଯଦି ଆପଣଙ୍କର କୌଣସି ଇଛା ପୂର୍ଣ ହେଲା ନାହିଁ ତେବେ ଜାଣିବେ ଆପଣଙ୍କୁ କିଛି ଅଲଗା ଜିନିଷ ମିଳିବାର ଅଛି । ଯେଉଁ କାର୍ଯ୍ୟ ଆପଣ ଖୁସି ହୋଇକି କରନ୍ତି ସେହି କାର୍ଯ୍ୟ ଆପଣଙ୍କୁ ଖୁସି ଓ ସଫଳତା ଦେଇଥାଏ । ଓଂ ରାଂ ରାହାବେ ନମଃ ଏହି ମନ୍ତ୍ର ଜପ କାଲେ ଧନ ହାନି ହୋଇନଥାଏ । ଓଂ ହଂ ହନୁମତେ ନମଃ ଏହି ମନ୍ତ୍ର ଜପ କାଲେ ସବୁ କାର୍ଯ୍ୟ ଖୁବ ଶୀଘ୍ର ହୋଇଯାଏ । ଶୋଇବା ଘରେ କେବେବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଦ୍ଵାରା ସ୍ୱାସ୍ଥ୍ୟ ସମସ୍ଯା ଦେଖାଦେଇଥାଏ ।
ଯଦି ଖରାପ ସ୍ଵପ୍ନ ଦେଖୁଥାନ୍ତି ତେବେ ମୁଣ୍ଡ ପାଖରେ ଲୁହାଜିନିଷ ରଖି ଶୋଇବା ଉଚିତ । ବିବାହ ବିଳମ୍ବ ହେଉଥିଲେ ଗୁରୁବାର ଡିଆଁ ହଳଦିଆ ବସ୍ତ୍ର ପିନ୍ଧାନ୍ତୁ ଓ ଘରେ ରାଧାକୃଷ୍ଣ ମୂର୍ତି ରଖନ୍ତୁ । ଯଦି ଚାକିରି ମିଳୁନଥାଏ ତେବେ ସକାଳୁ ଉଠି ସାତ ପ୍ରକାର ଦାନା ମିଶାଇ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ । ସ୍ଵାମୀ ସ୍ତ୍ରୀ ଦାମ୍ପତ୍ୟ ଜୀବନ ପାଇଁ ଘରେ ରାଧାକୃଷ୍ଣଙ୍କ ଫୋଟୋ ଲଗାଇବା ଉଚିତ । ଖାଇସାରିବା ପରେ ଥଳିରେ ହାତ ଧୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।