୨୬ ମଇ ୨୦୨୧ ରେ ଚନ୍ଦ୍ର ଗ୍ରହଣ, ୫ ଟି ରାଶି ହେବାକୁ ଯାଉଛନ୍ତି କୋଟିପତି

ବନ୍ଧୁଗଣ, ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବର୍ଷ ୨୦୨୧ ର ପ୍ରଥମ ଚନ୍ଦ୍ର ଗ୍ରହଣ ବୈଶାଖ ମାସର ପୂର୍ଣ୍ଣିମା ତିଥିରେ ୨୬ ତାରିଖରେ ପଡୁଅଛି । ବନ୍ଧୁଗଣ ବୈଶାଖ ଭଳି ପବିତ୍ର ମାସର ପୂର୍ଣ୍ଣିମା ତିଥିରେ ଏହି ଗ୍ରହଣ ପଡୁଥିବାରୁ ଏହାର ବିଶେଷ ମହତ୍ଵ ରହିଅଛି । ଜ୍ୟୋତିଷ ଗଣନା ଅନୁସାରେ ୨୬ ମଇ ମାସରେ ଲାଗୁଥିବା ଚନ୍ଦ୍ର ଗ୍ରହଣ ବିଛା ରାଶିରେ ଲାଗୁଅଛି ।

ଏଭଳି ସ୍ଥିତିରେ ଏହାର ପ୍ରଭାବ ରାଶି ମାନଙ୍କରେ ଅଲଗା ଅଲଗା ପଡିବାକୁ ଯାଉଅଛି । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଯେ, ଏହି ଚନ୍ଦ୍ର ଗ୍ରହଣ ର ପ୍ରଭାବ କେଉଁ କେଉଁ ରାଶି ମାନଙ୍କରେ ପଡିବାକୁ ଯାଉଅଛି ? ୧- ମେଷ ରାଶି;- ବନ୍ଧୁଗଣ ଏହି ରାଶିର ବ୍ୟକ୍ତିମାନେ ନିଜର ପ୍ରିୟଜନଙ୍କ ସହିତ ସମବାଦ କରନ୍ତୁ । ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଚନ୍ଦ୍ର ଗ୍ରହଣ ଅଳ୍ପ ମାତ୍ରାରେ କୁ ପ୍ରଭାବ ପଡିବାକୁ ଯାଉଅଛି ।

ଏଥିପାଇଁ ପିଲା ମାନଙ୍କ ଉପରେ ଆଦୌ କ୍ରୋଧ କରନ୍ତୁ ନାହିଁ । ବନ୍ଧୁଗଣ ସ୍ୱାସ୍ଥ୍ୟ ହିସାବରେ ଟିକିଏ ଜଟିଳ ପରିସ୍ଥିତି ଉପୁଜିବା ଏଥିପାଇଁ ଆପଣ ମାନେ ଶାନ୍ତ ରୁହନ୍ତୁ । ଏହିସବୁ ପରେ ଧନ ଉପାର୍ଜନ କରିବା ନିମନ୍ତେ ଏହି ସମୟ ଶୁଭ ସଙ୍କେତ ଦେଉଅଛି ।

୨- ବୃଷ ରାଶି;- ଏହି ରାଶିର ଲୋକଙ୍କୁ ସ୍ୱାସ୍ଥ୍ୟରେ ନାନା ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିପାରେ । ମାତ୍ର ଆପଣଙ୍କର କୌଣସି ଅଟକିଯାଇଥିବା କାର୍ଯ୍ୟ ର ପୁନ୍ନରବୃତ୍ତି ହେବାକୁ ଯାଉଅଛି । ବୈବାହିକ ଜୀବନରେ ଅଶାନ୍ତି ହୋଇପାରେ । ନିଜ ଉପରେ ସଂଯମ ବନାଇ ରଖନ୍ତୁ । ଏହା ସହିତ କାହାକୁ କଠୋର ଶବ୍ଦ କୁହନ୍ତୁ ନାହିଁ । ନିଜ ପାର୍ଟନର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ବ୍ୟର୍ଥ ର ଖର୍ଚ୍ଚ ରୁ ବଞ୍ଚନ୍ତୁ ।

୩- ମିଥୁନ ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ ସଙ୍କେତ ନେଇ ଆସିବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ଏହି ସମୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ । ପରିଶ୍ରମ ଅନୁଯାୟୀ ଆପଣଙ୍କୁ ଫଳ ମଧ୍ୟ ପ୍ରାପ୍ତ ହେବ । ତର୍କ ବିତର୍କ ରୁ ବଞ୍ଚନ୍ତୁ ।

୪- କର୍କଟ ରାଶି;- ବନ୍ଧୁଗଣ ଏହି ସମୟରେ ଆପଣ ଅଧିକ ଆଧ୍ୟାତ୍ମିକ ହୋଇଯିବେ । ଇଶ୍ଵର ଭକ୍ତିଙ୍କ ଆଡକୁ ନିଜର ଧ୍ୟାନ କେନ୍ଦ୍ରିତ କରିବେ । ଆପଣଙ୍କର ସମସ୍ତ ମାନସିକ ଚିନ୍ତାଧାରା ମଧ୍ୟ ଦୂର ହେବ । ବ୍ୟବସାୟ ତଥା ଚାକିରି କ୍ଷେତ୍ରରେ ଆପଣଙ୍କୁ ଉତ୍ତମ ଫଳ ମିଳିବ । ବନ୍ଧୁଗଣ ଚନ୍ଦ୍ର ଗ୍ରହଣ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ସାମାନ୍ୟ ରହିବ ।

୫- ସିଂହ ରାଶି;- ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ ଟି ବହୁତ ଖାସ ଅଟେ । ବାଣିଜ୍ୟ ବ୍ୟାପାରରେ ବହୁତ ଭଲ ସଫଳତା ମିଳିବାକୁ ଯାଉଅଛି । ଏହି ରାଶିର ବ୍ୟକ୍ତିମାନେ ଯଦି ଚାକିରି ନିମନ୍ତେ ପ୍ରୟାସ କରୁଛନ୍ତି ତେବେ ତାଙ୍କୁ ସଫଳତା ମିଳିବ । ପରିବାରରେ ସହଯୋଗ ମିଳିବ ଆର୍ଥିକ ରୂପରେ ସଫଳତା ମାଧ୍ୟମିଳିବ । ବନ୍ଧୁଗଣ ଏହି ବିଶେଷ ବିଷୟବସ୍ତୁ ଟି ଆପଣଙ୍କୁ ଭଲ ଲାଗୁଥିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *