ଭଜା ହୋଇଥିବା ଚଣାର ଫାଇଦା ଜାଣି ବିଶ୍ଵାସ କରି ପାରିବେନି- Dr. Bimal Chaajer

ବନ୍ଧୁଗଣ ଚଣା ଆମ ଶରୀର ପାଇଁ ବହୁତ ଉପକାର କରିଥାଏ । ବନ୍ଧୁଗଣ ଚୋପା ଲଗା ଚଣା ଆମ ଶରୀର ପାଇଁ ବହୁତ ଉପକାର କରିଥାଏ । ଯଦି ଚଣାଟିର ଚୋପା ଲାଗିଅଛି ତେବେ ପ୍ରତ୍ୟକ କ୍ଷେତ୍ରରେ ତାହା ବହୁତ ଲାଭଦାୟକ ରହିଥାଏ । ବନ୍ଧୁଗଣ ଚୋପା ଲଗା ଚଣାରେ ୧୬୪ କ୍ୟାଲୋରି ରହିଅଛି । ଏହା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ବନ୍ଧୁଗଣ ଚୋପାଲଗା ଚଣାରେ ୨୭ ଗ୍ରାମ କାର୍ବୋ ହାଇଡେଡ ରହିଥାଏ । ଏବଂ ବିନା ଚୋପାଲଗା ଚଣାରେ ୫୮ ଗ୍ରାମ ହାଇ କାର୍ବୋହାଇଡ କ୍ୟାଲୋରି ରହିଥାଏ ।

ଏଣୁ ଯଦି ଆପଣ ଚଣା ନେଉଛନ୍ତି ତେବେ ଚୋପା ଲଗା ଚଣା ନିଅନ୍ତୁ ଯାହାକୁ ଭାଜି ଆପଣ ଚୋପା କାଢି ବ୍ୟବହାର କରି ପାରିବେ ଚୋପା ଲଗା ଚଣା ଖାଇବା ଦ୍ଵାରା ଶରୀରର ଓଜନ ବଢିଥାଏ । ବିନା ଚୋପାର ଚଣାରେ ପ୍ରୋଟିନ ଭରପୁର ହୋଇ ରହିଥାଏ କିନ୍ତୁ ଚୋପାଲଗା ଚଣାରେ ଫାଇବାର ଅଧିକ ରହିଥାଏ ଯାହା ଆମ ଶରୀରକୁ ସନ୍ତୁଳିତ କରିଥାଏ । ବନ୍ଧୁଗଣ ବୀନା ଚୋପାର ଚଣାରେ ଫାଇବାର ୬ ଗ୍ରାମ ହୋଇଥାଏ । ସେହିଭଳି ଚୋପା ଲଗା ଚଣାରେ ୧୦୦ ଗ୍ରାମ ଫାଇଭର ରହିଥାଏ ।

ଫାଇବର ଆମ ଶରୀରର ରୋଗପ୍ରତିରୀଧକ ଶକ୍ତିକୁ ନୀୟନ୍ତ୍ରୀତ କରି ରଖିଥାଏ । ଯଥା କୋଲେଷ୍ଟ୍ରଲ, ଓଜନକୁ ମଧ୍ୟ କମାଇଥାଏ ଏବଂ ହଜମ ଶକ୍ତିକୁ ବୃଦ୍ଧି କାରାଇଥାଏ । ଆମକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମଧ୍ୟ ନିୟନ୍ତ୍ରିତ କରି ରଖିଥାଏ । ଚଣା ପ୍ରୋଟିନରେ ଭରପୁର ହୋଇଥାଏ । ଏଥିରେ ଆଇରକ ଏସିଡ,ଭିଟା କାଲିକ ହୋଇଥାଏ ଯାହା ଆପଣଙ୍କ ଶରୀର ପାଇଁ ବହୁତ ଉପକାର କରିଥାଏ । ଏହା ଆପଣଙ୍କ ରକ୍ତ ସଂଚାଳନ କରାଇବାରେ ମଧ୍ୟ ସାହାଜ୍ଯ କରାଇଥାଏ । ବନ୍ଧୁଗଣ ସବୁଠାରୁ ଉତ୍ତମ କଥା ହେଉଛି ଏହା ଡାଇବେଟିକ୍ସ ପାଇଁ ବହୁତ ଭଲ ହୋଇଥାଏ ।

ଡାଇବେଟିକ ଲୋକ ମାନେ ଯଦି ଅଟାରେ ଚଣା ଡାଲିଗୁଣ୍ଡା ମିଶେଇ ରୋଟି କରି ଖାଆନ୍ତି ତେବେ ତାହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ସାବସ୍ଥ୍ୟ ହୋଇଥାଏ । କାରଣ ଅଟାରେ କାର୍ବୋହାଇଡେଡ ବହୁତ ଅଧିକ ହୋଇଥାଏ ଏଥିରେ ଯଦି ଚଣା ମିଶେଇ ଦିଅନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ରହିବ । ଚଣା ଖାଇବା ଦ୍ଵାରା ପେଟ ମଧ୍ୟ ଭର୍ତି ହୋଇଥାଏ । ଯଦି ଆପଣ ଚଣାକୁ ସିଝେଇ ଖାଇବେ ତେବେ ତାହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । କିନ୍ତୁ ବନ୍ଧୁଗଣ ଯଦି ଆପଣ ଭଜା ଚଣା ଖାଇବେ ତେବେ ତାହା ଏହି କ୍ଷେତ୍ରରେ ଲାଭଦାୟକ ହେବନାହିଁ ।

ବନ୍ଧୁଗଣ ଭଜା ଯାଇଥିବା ଚଣାରେ କ୍ୟାଲସିୟମ ଏବଂ ଫସଫରସ ଅଧିକ ରହିଥାଏ । ଏହା ଶରୀରର ପ୍ରତ୍ୟକ ହାଡ ପାଇଁ ଲାଭ ଦାଯକ ହୋଇଥାଏ । ଏଣୁ ଭଜା ଯାଇଥିବା ଚଣା ଆପଣ ନୀତିଦିନ ଖାଆନ୍ତୁ । କାରଣ ଏଥିରେ ଫାଇବର ରହିଥାଏ ଏବଂ ଫାଇବର ଆପଣଙ୍କ ଶରୀରରେ କୋଲେଷ୍ଟୋଲ୍କୁ ନିୟନ୍ତିତ କରି ରଖିଥାଏ । ବନ୍ଧୁଗଣ ଏହା ଥିଲା ଚଣା ଡାଳିର ଉପକାରିତା ଯଦି ଆପଣଙ୍କୁ ଏହା ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *