ଶୋଇବା ସମୟରେ ମହିଳା ମାନେ କେବେବି ଖୋଲନ୍ତୁ ନାହିଁ ଏହି ଅଙ୍ଗ- Chanakya Niti

ମହିଳା ମାନେ ଭୁଲରେ ବି ଏହି ଅଙ୍ଗ ଖୋଲିବା କଥା ନୁହେଁ । ତାକୁ ଖୋଲିବା ଦ୍ଵାରା ପୁରା ଘର ହୋଇ ଯାଇଥାଏ କଙ୍ଗାଳ ଓ ସାରା ଜୀବନ କାନ୍ଦିବାକୁ ପଡିଥାଏ । ତା ପୂର୍ବରୁ ଆମେ ଗୋଟେ ଜରୁରୀ ସୂଚନା ଦେବୁ, ଯାହାର ନିଦ ୩ ଟାରୁ ୫ ଟା ଭିତରେ ଖୋଲିଥାଏ ସେ ଲୋକ ଏହି ଲେଖାକୁ ଅବଶ୍ୟ ପଢନ୍ତୁ । ଏହି ଲେଖା ସେମାନଙ୍କ ପାଇଁ ବହୁତ ଖାସ ଅଟେ । ଆପଣଙ୍କ ସହିତ ଏମିତି ବହୁତାବର ହୋଇଥିବ ରାତିରେ ସୋଇଥିବା ସମୟରେ ହଠାତ ଆପଣଙ୍କ ନିଦ ଭାଙ୍ଗି ଯାଏ ।

ଏମିତି କିଛି ଲୋକ ନିଜର ଆଦତ ଭାବି ନଜର ଅନ୍ଦାଜ କରିଥାନ୍ତି । ଦୁନିଆରେ ଏମିତି କିଛି ବି ଜିନିଷ ହୋଇନଥାଏ ଯାହାକି ବେକାରରେ ହୋଇଥାଏ । ଆଜି ଆମେ ସେହି ଲୋକଙ୍କ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯେଉଁ ମାନଙ୍କର ନିଦ ୩ ଟାରୁ ୫ ଟା ଭିତରେ ଭାଙ୍ଗି ଯାଇଥାଏ ଆଜି ତାଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁସାରେ ସକାଳ ୩ ଟାରୁ ୫ ଟା ଭିତରେ ଭାଙ୍ଗି ଥାଏ ବୁଝି ଜାଆନ୍ତୁ କି ଏହା ପଛରେ କିଛି ଦିବ୍ୟ ଶକ୍ତିର ଖାସ ଇସାରା ଲୁଚିକି ରହିଛି । ଆସନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା । ୩ ଟାରୁ ୫ ଟା ସମୟକୁ ଅମୃତ ବେଳା କୁହାଯାଏ । ଏହି ସମୟରେ ବହୁତ ଅଲୌକିକ ଶକ୍ତିର ପ୍ରବାହ ହୋଇଥାଏ । ଏହି ଅଲୌକିକ ଶକ୍ତି ଆପଣଙ୍କୁ କିଛି  ଖାସ ଇସାରା ଦେବାକୁ ଚାହୁଁଛନ୍ତି ଓ ଆପଣଙ୍କୁ ଏହି ଇସାରାକୁ ବୁଝିବାର ଅଛି ।

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେକୀ ସକାରାତ୍ମକ ଶକ୍ତି ସେହି ସମୟରେ ସେଇ ଲୋକ ମାନଙ୍କୁ ଉଠାଇଥାଏ ଯାହାକୁ ସେ ଖୁସିରେ ଦେଖି ବାକୁ ଚାହିଁ ଥାନ୍ତି । ଯଦି ଆପଣଙ୍କ ନିଦ ୩ ରୁ ୫ ଟା ସମୟରେ ଖୋଲୁଚି ଜାଣିବେକୀ ଏହି ଅଲୌକିକ ଶକ୍ତି ଆପଣଙ୍କୁ ଖୁସି ଦେଖିବାକୁ ଚହୁଁଛନ୍ତି । ଏହାଛଡା ସକାଳ ୩ ଟାରୁ ୫ ଟା ସମୟରେ ଉଠିଲେ ବ୍ୟକ୍ତିକୁ ଧନ ଧାନ୍ୟର

ପ୍ରାପ୍ତି ହୋଇଥାଏ । ଏହା ସହିତ ଘରେ ଖୁସି ଆସିଥାଏ ।  ସକାଳୁ ଉଠିବା କେବଳ ମନ ପାଇଁ ଭଲ ହୋଇନଥାଏ ଏଥିରେ ଆମ ଶରୀରକୁବୀ ବହୁତ ଲାଭ ହୋଇଥାଏ । ଯେଉଁ ଲୋକ ସକାଳୁ ଉଠିଥାନ୍ତି ସେ ସକାଳେ ତାଜା ଓ ଫ୍ରେଶ ଅନୁଭବ କରିଥାନ୍ତି । ସକାଳର ଏହି ସମୟ ବହୁତ ଭାଗ୍ୟଶାଳୀ ହୋଇଥାଏ । ଯଦି ଆପଣଙ୍କ ନିଦ ବହୁତ ସକାଳୁ ଭାଗୁଛି ଜାଣିବେ ଆପଣଙ୍କ ଭାଗ୍ୟ ମଧ୍ୟ ବହୁତ ଜଲ୍ଦି ଚମକିବାକୁ ଯାଉଛି । ଯେଉଁ ଲୋକଙ୍କ ସାଥିରେ ଏମିତି ହେଉଛି ବାସ୍ତବରେ ସେମାନେ ବହୁତ ଭାଗ୍ୟସାଳୀ ଅଟନ୍ତି ।

ଆସନ୍ତୁ ଜାଣିବା ରାତିରେ ଶୋଇବା ସମୟରେ ମହିଳାର ଏହି ଅଙ୍ଗ ଭୁଲରେବି ଖୋଲିବା ଉଚିତ ନୁହେଁ । ଏହିକରଣରୁ ପରିବାର ବର୍ବାଦ ହୋଇପାରେ । ମହିଳାଙ୍କର କେସ ତାଙ୍କ ସୁନ୍ଦରତାରେ ଚାରଚାନ୍ଦ ଲଗେଇଥାଏ । ପୂର୍ବରୁ ମହିଳା ମାନେ କେସ ବାନ୍ଧି ରଖୁଥିଲେ କିନ୍ତୁ ଏବେ କେଶକୁ ଖୋଲି ରଖିବାର ଚଳନ ବଢିବାରେ ଲାଗିଛି । ଯଦି କିଛି ଶୁଭ କାର୍ଯ୍ୟ କରାଯାଏ ମହିଳା ମାନେ କେଶକୁ ବାନ୍ଧିକି ରଖିଥାନ୍ତି ।  ହିନ୍ଦୁ ଶାସ୍ତ୍ରରେ କେଶକୁ ଖୋଲିବା ଠିକ ନୁହେଁ ବୋଲି କୁହାଯାଏ ।

ଖୋଲା କେଶକୁ ଶୋକର ନିଶାନି ବୋଲି କୁହାଯାଏ । ଯେଉଁ ମହିଳା ଖୋଲା କେସ ରଖିଥାନ୍ତି ସେଥିରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ଓ ସହଜରେ ସେହି ମହିଳା ମାନଙ୍କ ଉପରେ ସେହି ଖରା ଶକ୍ତି ଜଲ୍ଦି ହାବି ହୋଇଥାଏ । ମହିଳାମାନେ ଶୋଇବା ସମୟରେ କେଶକୁ କେବେବି ଖୋଲା କରି ଶୋଇବା କଥା ନୁହେଁ । ଏହା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *