ଆସନ୍ତା ୨୬ ତାରିଖ ଦିନ ବୁଧ ପୁର୍ଣିମା ହବାକୁ ଯାଉଛି ଏହି ଦିନ ଚନ୍ଦ୍ର ଗ୍ରହଣ ମଧ୍ୟ ଲାଗିବାକୁ ଯାଉଛି । କଣ ଆପଣ ଏହା ଜାଣିଛନ୍ତି ଯେ ଚନ୍ଦ୍ର, ସୂର୍ଯ୍ୟ ଆଉ ପୃଥିବୀ ଗୋଟେ ଧାଡିରେ ରହିଲେ ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟ ପରାଗ ଲାଗିଥାଏ । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସୂର୍ଯ୍ୟ ଆଉ ପୃଥି ମଧ୍ୟରେ ଚନ୍ଦ୍ର ଆସିଲେ ସୂର୍ଯ୍ୟ ପରାଗ ଲାଗିଥାଏ ।
ଏହା ଛଡା ଚନ୍ଦ୍ର ଆଉ ସୂର୍ଯ୍ୟ ମଧ୍ୟରେ ପୃଥିବୀ ଆସିଲେ ଚନ୍ଦ୍ର ଗ୍ରହଣ ଲାଗିଥାଏ । ତେବେ ଏହା ଛଡା ଆପଣ ଜାଣିଥିବେ ଯେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାଇ ଆମ ରାଶି ଚକ୍ର ରେ ୧୨ଟି ରାଶି ବିରାଜମାନ ଅଛନ୍ତି ଆଉ ଏହି ୧୨ଟି ରାଶି ମଧ୍ୟରୁ ୮ଟି ରାଶି ମାନଙ୍କ ବହୁତ ଭଲ ଶୁଭ ସମୟ ଆସିଛି ଆସନ୍ତା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହ ରାଶି ମାନଙ୍କ ବିଷୟରେ କିଛି ବିଶେଷ କଥା ଯାହା ଆପଣ ମାନେ ଜାଣି ନାହାନ୍ତି ।
ବୃଷ ରାଶି :
ଏହି ରାଶି ଲୋକଙ୍କ ଜୀବନରେ ଧନ ଅଭାବ ଏହି ଚନ୍ଦ୍ର ଗ୍ରହଣ ପରେ କେବେ ହବ ନାହିଁ, ଏହି ରାଶି ଲୋକଙ୍କ ଜୀବନରେ ବହୁତ ସୁଖ ସମୟ ଆସିବାକୁ ଯାଉଛି । ତେବେ ଏହି ରାଶି ଲୋକଙ୍କ ସବୁ ଆର୍ଥିକ ସମସ୍ୟା ବହୁତ ଶୀଘ୍ର ଦୂର ହବାକୁ ଯାଉଛି ।
ମିଥୁନ ରାଶି :
କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସ୍ଵସ୍ଥତା କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିପାରନ୍ତି । ଅତ୍ୟଧିକ କାମର ବୋଝରେ ଆଳସ୍ୟ ଏବଂ ମାନସିକ ଅଣନିଶ୍ୱାସୀ ଲାଗିପାରେ ।
କୁମ୍ଭ ରାଶି :
ଆସନ୍ତା ସମୟ ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ । ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ । ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାଯକ ହେବେ ।
ସିଂହ ରାଶି :
ବିଦ୍ୟାର୍ଥୀ ଅଧ୍ୟଯନରେ ଉତ୍ତମ ପ୍ରଦର୍ଶନ କରି ପାରିବେ । ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କର ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ ।
କନ୍ୟା ରାଶି :
ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ କରିବାର ଆପଣଙ୍କୁ ପ୍ରେରଣା ମିଳିବ । ଯଦି ସମ୍ଭବ ହୁଏ ଏହି ଗମ୍ଭୀର ସମସ୍ୟାକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଚ଼େଷ୍ଟା କରନ୍ତୁ ।
ବିଛା ରାଶି :
ଆସନ୍ତା ସମୟ ଯେମିତିବି ହେଉ ଆପଣ ଆଇନଗତ ସମସ୍ୟାରୁ ମୁକ୍ତି ପାଇଯିବେ । ଆପଣଙ୍କର କୌଣସି କଳିରେ ସମ୍ପୃକ୍ତ ହେବାର ସଙ୍କେତ ଅଛି ।
ଧନୁ ରାଶି :
ଆପଣଙ୍କର ରଚ଼ନାତ୍ମକତାକୁ ଆଜି ସମ୍ମାନ ଦିଆଜିବ । ଆସନ୍ତା ସମୟ ଆପଣ ଅନ୍ୟମାନଙ୍କୁ ଅସୁବିଧାର ସମାସ୍ୟାରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ ।
ମୀନ ରାଶି :
ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।