ଚନ୍ଦ୍ର ଗ୍ରହଣ ଆଉ ସୂର୍ଯ୍ୟ ପରାଗ ଏକ ବିଶେଷ ଅବସ୍ଥାରେ ଘଟିଥାଏ ତେବେ ଆସନ୍ତା ୨୬ ତାରିଖ ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯାହା ଏକ ଉପଛାୟା ଗ୍ରହଣ ହବାକୁ ଯାଉଛି । ଶାସ୍ତ୍ର ଅନୁଯାଇ ଏହା କୁହା ଯାଏ ଯେ,
ଗ୍ରହ ଆଉ ନଖେତ୍ର ମାନଙ୍କ ପରିସ୍ଥିତି ସବୁ ଦିନ ବଦଳିବାକୁ ଲାଗିଥାଏ ସେଥିପାଇଁ ଏହା ସୁନିଶ୍ଚିତ କରିବା ବହୁତ କଷ୍ଟକର ହୋଇଥାଏ ଯେ ଗ୍ରହ ଆସନ୍ତା ସମୟରେ କଣ କରିବେ । କଣ ଆପଣ ଏହା ଜାଣିଛନ୍ତି ଯେ ଗ୍ରହଣ ବା ପରାଗ କେମିତି ଲାଗିଥାଏ, ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସୂର୍ଯ୍ୟ ଚାରି ପଟ ପୃଥିବୀ ଘୂରିଥାଏ ଆଉ ପୃଥିବୀ ଚାରି କଡ ଚନ୍ଦ୍ର ପରିକ୍ରମା କରିଥାନ୍ତି ।
ତେବେ ଯେତେବେଳେ ଏହି ୩ଟି ଗୋଆରେ ସାର ରେଖାରେ ଆସିଥାନ୍ତି ସେତେବେଳେ ଚନ୍ଦ୍ର ନଚେତ ସୂର୍ଯ୍ୟ ଗ୍ରହଣ ଲାଗିଥାଏ, ତେବେ ଯେତେବେଳେ ସୂର୍ଯ୍ୟ ଆଉ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଥାଏ ସେତେବେଳେ ଚନ୍ଦ୍ର ଗ୍ରହଣ ଆଉ ଯେତେବେଳେ ସୂର୍ଯ୍ୟ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିଥାଏ ସେତେବେଳେ ସୂର୍ଯ୍ୟ ପରାଗ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଉପରେ ମହାବିପଦ ଅଛି ଆଉ ସାବଧାନ ହବା ଆବଶ୍ୟକ ଅଟେ ।
ଆସନ୍ତା ବୁଧପୁରଣିମା ଦିନ ଏହି ଗ୍ରହଣ ଲାଗିବାକୁ ଯାଉକ୍ଷ୍ଚି ଏହି ଗ୍ରହଣ ଏକ ଉପଛାୟା ଗ୍ରହଣ ହବାକୁ ଯାଉଛି ଏହି ଗ୍ରହଣ ଦିନ ୨:୦୭ ମିନିଟରୁ ଲାଗିବ ଆଉ ସନ୍ଧ୍ୟା ୭:୧୭ ମିନିଟରେ ଗ୍ରାସ ହବ ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହି ସମୟ ଦିନ ରହିବ ସେଥିପାଇଁ ଗ୍ରହଣ ଭାରତରେ ଦୃଶ୍ୟମାନ ହବ ନାହିଁ । ଏହି ଚନ୍ଦ୍ର ଗ୍ରହଣ ର ଖରାପ ପ୍ରଭାବ ୪ଟି ରାଶି ମାନଙ୍କ ଉପରେ ଦେଖିବାକୁ ମିଳିବ, ତେବେ ଏହି ରାଶି ଗୁଡିକ ହେଉଛନ୍ତି ମେଷ ରାଶି, କର୍କଟ ରାଶି, ତୁଳା ରାଶି ଓ ମକର ରାଶି ।
ତେବେ ଏହି ୪ଟି ରାଶି ଛାଡି ଦେଲେ ଅନ୍ୟ ୮ଟି ରାଶିଙ୍କ ପାଇଁ ଏହା ବହୁତ ଶୁଭ ରହିବାକୁ ଯାଉଛି । ତେବେ ଶାସ୍ତ୍ର ଅନୁଯାଇ ଗଣନା କରି କୁହା ଯାଇଛି ଯେ ଏହି ଗ୍ରହଣ ଦ୍ଵାରା ଏହି ୪ଟି ରାଶି ମାନଙ୍କ ବହୁତ ମହତ୍ଵପୂର୍ଣ କାମ ଅଟକି ଜୀବ ଆପଣ ବହୁତ ଚେଷ୍ଟା କଲେ ମଧ୍ୟ ଆପଣଙ୍କ କାମ ସମ୍ପୂର୍ଣ ହବ ନାହିଁ ଯାହା ପାଇଁ ଆପଣଙ୍କ ମନରେ କଷ୍ଟ ନିଶ୍ଚିନ୍ତ ରହିବ ।
ତେବେ ଏହା ଛଡା ଆପଣଙ୍କ ପାରିବାରିକ ସ୍ଥିତି ଭଲ ରହିବ ନାହିଁ ଘରେ ଝଗଡା ସ୍ଥିତି ଆସି ପାରେ ସେଥିପାଇଁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ଆପଣଙ୍କ ପାଇଁ ଲାଭକାରୀ ରହିବ । ତେବେ ଅନ୍ୟ ୮ଟି ରାଶି ମାନଙ୍କ ପାଇଁ ବହୁତ ଭଲ ସମୟ ଆସିଛି ଆପଣ ନିଜ ପରିସ୍ଥିତି ଭଲ ରଖିବାରେ ସଫଳ ହୋଇବେ ।