ପେଟରେ ଯଦି ମୋଟାର ଚର୍ବି ଲାଗିଛି ଏହି ଗୋଟିଏ ନୁସ୍କା ଆପଣେଇ ନିଅନ୍ତୁ ଗୋଟେ ମାସରେ ପେଟର ଚର୍ବି ଖସିଯିବ ।

ବର୍ତ୍ତମାନ ର ସମାଜ ରେ ସମସ୍ତେ ନିଜ ଶରୀର କୁ କେମିତି ସୁନ୍ଦର କରିବେ ସେଥିରେ ଅଧିକ ଧ୍ୟାନ ଦେଉଛନ୍ତି । ଆଜିକା ଡେଟ ରେ ଖାଦ୍ୟପେୟ ଏମିତି ହୋଇଗଲାଣି ଯଦି ଏହା ଉପରେ କଣ୍ଟ୍ରୋଲ ନ ରୁହେ ତେବେ ଚର୍ବି ନିହାତି ବଢିଯିବ । ମେଦ ବହୁଳତା , ମୋଟାପଣ ଯୁବ ସମାଜ ହେଉ କି ବୃଦ୍ଧ ସମସ୍ତ ଙ୍କ ପାଇଁ ଏହା ବହୁତ ବଡ଼ ସମସ୍ୟା । ଏହା ସହ ମେଦ ବୃଦ୍ଧି ସହ ଶରୀର ରେ ରୋଗ ମାନଙ୍କ ମଧ୍ୟ ବୃଦ୍ଧି ହୁଏ । ମେଦ କମାଇବାକୁ ଆଜିକାଲି ସମସ୍ତେ ବହୁତ1ଉପାୟ ଆପନେଉଛନ୍ତି ।

ଯେମିତି ଯୋଗ , ଡାୟଟ ରେ ରହିବା , ଜିମ ଯିବା ଇତ୍ୟାଦି ଉପାୟ ଅବଲମ୍ବନ କରୁଛନ୍ତି । ଯୋଗ ବହୁତ ଭଲ ମଧ୍ୟ । କିନ୍ତୁ ଖାଦ୍ୟପେୟ କମାଇବା ର ଆବଶ୍ୟକ ନାହିଁ । କାରଣ ଯଦି ଆପଣ କେବେ ଡାୟଟ ଛାଡି ଦିଅନ୍ତି ତେବେ ପୁଣି ଆପଣ ମୋଟା ହୋଇଯିବେ ।

ତେବେ ଏହା ପାଇଁ ଏକ ଆୟୁର୍ବେଦ ର ଉପାୟ ଅଛି ଯାହାକୁ ପ୍ରୟୋଗ କରି ଆପଣ କେବଳ ୨୧ ଦିନରେ ନିଜ ମୋଟପଣ କମେଇ ପାରିବେ । ଆସନ୍ତୁ ଜାଣିବା କେମିତି । ପ୍ରଥମେ ଗୋଟେ ପାତ୍ର ରେ ଗରମ ପାଣି ଅଧା ଗ୍ଲାସ ନିଅନ୍ତୁ ଏହା ପରେ ଏଥିରେ କିଛି ମିଶ୍ରି ମିଶାଇ ଦିଅନ୍ତୁ ।

ଏହା ମିଶିଗଲା ପରେ ଏଥିରେ କିଛି ଇସାଇଗୋଲ ନାମକ ଭୂଷି ଯାହାକି ବଜାର ରେ ସହଜରେ ମିଳିଯାଏ ତାକୁ ମିଶାନ୍ତୁ । ଏହି ମିଶ୍ରଣ କୁ ୫ ଘଣ୍ଟା ଘଣ୍ଟା ରଖନ୍ତୁ ଏବଂ ଦିନକୁ ଦୁଇଥର ଏହାକୁ ସେବନ କରନ୍ତୁ । ଏହା କୁ କରିକି ଦେଖନ୍ତୁ ୨୧ ଭିତରେ କଣ ପରିବର୍ତ୍ତନ ହେଉଛି । ନିଶ୍ଚୟ ଏହା ଫାଇଦା ଦେବ ଆପଣଙ୍କୁ ।

Leave a Reply

Your email address will not be published. Required fields are marked *